ଚାଲିଗଲେ ପ୍ରଖ୍ୟାତ ଫିଲ୍ମ ନିର୍ମାତା ଟି ରାମା ରାଓ

ପ୍ରଖ୍ୟାତ ଫିଲ୍ମ ନିର୍ମାତା ଟି ରାମା ରାଓ ଆଉ ନାହାନ୍ତି। ଏନଟି ରାମା ରାଓ, ରଜନୀକାନ୍ତ ଓ ଅମିତାଭ ବଚ୍ଚନଙ୍କ ଭଳି ଅଭନେତାଙ୍କୁ ନେଇ ଫିଲ୍ମ କରିଥିବା ଟି ରାମା ରାଓ ଆଜି ୮୪ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।…
Read More...

ହାଇକୋର୍ଟଙ୍କ ନିର୍ଦ୍ଦେଶ; ସବୁ ଜେଲ୍ ପାଇଖାନାକୁ ୧୦ ଦିନ ଭିତରେ ସୁବ୍ୟବସ୍ଥିତ କର

ସବୁ ଜେଲ୍ ପାଇଖାନାକୁ ୧୦ ଦିନ ଭିତରେ ସୁବ୍ୟବସ୍ଥିତ କରିବାକୁ ନିର୍ଦ୍ଦେଶ । ଏସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାରେ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ନିର୍ଦ୍ଦେଶ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ…
Read More...

କମିଶନରେଟ ପୋଲିସରେ ବଡ଼ ଧରଣର ଅଦଳବଦଳ

କମିଶନରେଟ ପୋଲିସରେ ବଡ଼ ଧରଣର ଅଦଳବଦଳ । ଏସିପି, ଇନ୍ସପେକ୍ଟର, SI ସ୍ତରରେ ଅଦଳବଦଳ । ଜଣେ ଏସିପି, ୭ ଇନ୍ସପେକ୍ଟର ଏବଂ ୩୦ ସବ୍ଇନ୍ସପେକ୍ଟରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । କଟକ ଡିଆଇବି ଏସିପି ଥିବା ସତ୍ୟରଂଜନ…
Read More...

୩୧ଜଣ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ରୁଷ୍‌

ରୁଷ୍‌ ୩ଟି ୟୁରୋପୀୟ ଦେଶର ୩୧ଜଣ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବ । ୟୁକ୍ରେନ୍‌ରେ ରୁଷ୍‌ର ସାମରିକ ଅଭିଯାନ ଯୋଗୁଁ ପାଶ୍ଚାତ୍ୟ ଓ ୟୁରୋପୀୟ ରାଷ୍ଟ୍ରସଂଘ ଜାରି କରିଥିବା କଟକଣାରେ ଉତ୍‌କ୍ଷିପ୍ତ ହୋଇଥିବା ରୁଷ୍‌ ଏଭଳି…
Read More...

ବିଶିଷ୍ଟ ନାଟ୍ୟକାର ରବୀନ୍ଦ୍ରନାଥ ଦାସଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ବିଶିଷ୍ଟ ନାଟ୍ୟକାର ତଥା କଥାକାର ରବୀନ୍ଦ୍ରନାଥ ଦାସଙ୍କ ପରଲୋକ । ରାଜଧାନୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ରବୀନ୍ଦ୍ରନାଥ ଦାସଙ୍କ ଦେହାନ୍ତ ହୋଇଥିବା ଜଣା ପଡ଼ିଛି । ରବିନ୍ଦ୍ରନାଥଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ…
Read More...

ସ୍କୁଲ ବସକୁ ୪ ଲକ୍ଷ ଟଙ୍କାର ଜରିମାନା

ସ୍କୁଲ ବସକୁ ୪ ଲକ୍ଷ ଟଙ୍କାର ଜରିମାନା । କୋରାପୁଟ ସେମିଳିଗୁଡା ସହରର ନେତାଜୀ ଇଂରାଜୀ ମାଧ୍‌ୟମିକ ସ୍କୁଲର ଏକ ବସକୁ ଏହି ଫାଇନ କରାଯାଇଛି । ୨୦୧୮ ଏପ୍ରିଲ ମାସ ଠାରୁ ବସର ଟ୍ୟାକ୍ସ ସହ ଫିଟନେସ ଓ ପରମିଠ ନଥିବାରୁ ଏହି…
Read More...

ବିଶିଷ୍ଟ ଲେଖକ ରବୀନ୍ଦ୍ରନାଥ ଦାସଙ୍କ ପରଲୋକ

ବିଶିଷ୍ଟ ଲେଖକ ତଥା ଓଡ଼ିଶା ସାହିତ୍ୟ ଏକାଡେ଼ମୀର ପୂର୍ବତନ ସମ୍ପାଦକ ରବୀନ୍ଦ୍ରନାଥ ଦାସଙ୍କର ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।ସ୍ବର୍ଗତଃ ଦାସ ଓଡ଼ିଶାର…
Read More...

ଦିଲ୍ଲୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ; ନହେଲେ ୫୦୦ ଟଙ୍କା ଦେବେ ଜରିମାନା

ପୁଣିଥରେ ଦେଶର ସମସ୍ତ ରାଜ୍ୟ ସମେତ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କରୋନାଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କୋଭିଡ ମାମଲା ବୃଦ୍ଧି ହେତୁ ଚିନ୍ତାଜନକ ପରିସ୍ଥିତି ମଧ୍ୟରେ ଆଜି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା…
Read More...

ମିଲିଟାରୀ ଅପରେସନର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ କୁମାର କଟିୟାର

ମିଲିଟାରୀ ଅପରେସନର ପରବର୍ତ୍ତୀ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ କୁମାର କଟିୟାର ।ସେ ମଇ ମାସ ୧ ତାରିଖରୁ ନୂଆ ଦାୟିତ୍ୱଭା ତୁଲାଇବେ । ଏହା ପୂର୍ବରୁ ୨୦୨୧ ଏପ୍ରିଲ ୫ରେ କଟିୟାରଙ୍କୁ 'One…
Read More...

ଶେହବାଜଙ୍କ ମନ୍ତ୍ରୀମଣ୍ଡଳରେ ମହିଳାମାନଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ପଦବୀ

ଇମ୍ରାନ ସରକାରର ପତନ ଘଟିବା ପରେ ଏବେ ନୂଆ ମନ୍ତ୍ରିମଣ୍ଡଳ ଗଢ଼ିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ । କ୍ଷମତାକୁ ଆସିବା ପରେ ଆଜି ଶେହବାଜଙ୍କ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଥିବା ଜଣାପଡ଼ିଛି । ପାକିସ୍ତାନ…
Read More...