ଚେନ୍ନାଇ ସୁପର କିଙ୍ଗସରେ ସାମିଲ ହେଲେ ଜୁନିୟର ମାଲିଙ୍ଗା

୬ଟି ମ୍ୟାଚରେ ୫ଟିରେ ପରାଜୟ ମିଳିବା ପରେ ବି ଚେନ୍ନାଇ ପାଇଁ ଆସିଛି ଏକ ଖୁସି ଖବର । ପ୍ରଥମ ମ୍ୟାଚରେ ଆହତ ଆଡାମ ମିଲନେଙ୍କ ସ୍ଥାନରେ ଜଣେ ନୂଆ ଦ୍ରୁତ ବୋଲର ଦଳରେ ସାମିଲ କରିଛି ଚେନ୍ନାଇ ସୁପର କିଙ୍ଗସ । ଆଜି ମୁମ୍ବାଇ…
Read More...

ଶ୍ରୀମନ୍ଦିର ପରିକ୍ରମା ପକଳ୍ପ ପ୍ରସଙ୍ଗ; ପ୍ରକଳ୍ପ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍

ଶ୍ରୀମନ୍ଦିର ପରିକ୍ରମା ପକଳ୍ପ ପ୍ରସଙ୍ଗରେ ଗୁରୁବାର କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସଂସଦୀୟ କମିଟି ପୁରୀ ଗସ୍ତରେ ଆସି ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି । ଏହି ଅବସରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କମିଟି…
Read More...

ଆଫ୍‌ଗାନିସ୍ତାନର ମସ୍‌ଜିଦ ସମେତ ୪ ସ୍ଥାନରେ ସିରିଜ୍‌ ବୋମା ବିସ୍ଫୋରଣ; ୧୮ ଜଣ ମୃତ

ଆଫ୍‌ଗାନିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ମଜାର-ଏ-ସରିଫ୍‌ ମସ୍‌ଜିଦରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥି ସହିତ କାବୁଲ, ନଙ୍ଗରହାର ଓ କୁନ୍ଦୁଜରେ ବି ବୋମା ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ମଜାର-ଏ-ସରିଫ୍‌…
Read More...

ହଠାତ ବ୍ୟସ୍ତବହୁଳ ରାସ୍ତା ଉପରେ ଖସିଲା ବିମାନ; ଚାଲିଗଲେ ପାଇଲଟ୍‌ଙ୍କ ସମେତ ୬ ଜଣ

ହୈତିର ରାଜଧାନୀ ପୋର୍ଟ-ଅ-ପ୍ରିନ୍ସରେ ବୁଧବାର ଏକ ବିମାନ ଦୁର୍ଘଟଣା ଘଟି ପାଇଲଟ୍‌ଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ବିମାନ ପୋର୍ଟ-ଅ-ପ୍ରିନ୍ସ ଏୟାରପୋର୍ଟରୁ ଦ୍ୱିପ୍ରହର ୩ଟା ୪୪ ମିନିଟ୍‌ରେ ଉଡ଼ାଣ ଭରିଥିଲା। ଜ୍ୟାକ୍‌ମେଲ…
Read More...

ବାସଭବନରୁ କାର୍ଯ୍ୟାଳୟକୁ ହେଲିକପ୍ଟର ଯାଇ ୩ ବର୍ଷ ମଧ୍ୟରେ ୫୫ କୋଟି ଖର୍ଚ୍ଚ କରିଛନ୍ତି ଇମ୍ରାନ

ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦବୀରୁ ହଟିବା ପରେ ବିବାଦ ଘେରରେ ଛନ୍ଦି ହୋଇଗଲେଣି ଇମ୍ରାନ ଖାନ୍। ପୂର୍ବରୁ ବିଦେଶରୁ ମିଳିଥିବା ଉପହାର ବିକ୍ରି କରିବା ଅଭିଯୋଗ ଆସିଥିବା ବେଳେ ଏବେ ସାମ୍ନାକୁ ଆସିଛି ଇମ୍ରାନଙ୍କ ପିଛା…
Read More...

ସାବରମତୀ ଆଶ୍ରମକୁ ଗଲେ; ଅରଟ ଚଲାଇଲେ ବୋରିସ୍ ଜନସନ

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଭାରତରେ ପହଂଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ବିମାନ ବନ୍ଦରଠାରୁ ହୋଟେଲ ପର୍ଯ୍ୟନ୍ତ ଏକ ରୋଡ ସୋ କରାଯାଇଥିଲା। ସେଠାରୁ ସେ…
Read More...

୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୧୯୬ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପୋଲିସରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୨୮ଟି ସବଇନ୍ସପେକ୍ଟର ଓ ୧୬୮ଟି କନେଷ୍ଟବଳ ପଦବୀ ମଞ୍ଜୁର କରିଛନ୍ତି। ପୋଲିସ ବିଭାଗର ଅନ୍ୟାନ୍ୟ ପଦବୀ ଗୁଡିକର ପୁନଃ-ବଣ୍ଟନ ଦ୍ବାରା ଏହି…
Read More...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୮ ହଜାର ଟଙ୍କା ଦାନ କଲେ ଚା’ ଦୋକାନୀ

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୮ ହଜାର ଟଙ୍କା ଦାନ କଲେ ଚା’ ଦୋକାନୀ । ସ୍ଥାନୀୟ ଆଞ୍ଚଳିକ ପରିବହନ କାର୍ୟ୍ୟାଳୟ (ଆରଟିଓ-୧) ନିକଟ ଏକ ଓମ୍ଫେଡ୍ ବୁଥ୍ରେ ଚା’ ବିକ୍ରି କରୁଥିବା ଦୋକାନୀ ଶିବଶଙ୍କର ଜେନା ନିଜ ଝାଳପୋଛା…
Read More...

ଟ୍ରୋଲ୍ ହେଲେ ଅଜୟ ଦେବଗନ୍

ଅଜୟ ଦେବଗନ୍ ଏବଂ ଶାହାରୁଖ ଖାନ୍ ବର୍ତ୍ତମାନ ପର୍ଯ୍ୟନ୍ତ ବିମଲ୍ ଇଲାୟିଚିଙ୍କ ବିଜ୍ଞାପନରେ ନଜର ଆସିଛନ୍ତି । ବର୍ତ୍ତମାନ ଏହି ବିଜ୍ଞାପନରେ ଅକ୍ଷୟ କୁମାର ମଧ୍ୟ ନଜର ଆସିଛନ୍ତି। ଏହି ସବୁ ବିଷୟରେ, ଲୋକମାନେ ଅତୀତରେ ସୋସିଆଲ…
Read More...

ପାକିସ୍ତାନ କ୍ରିକେଟ ବୋର୍ଡର ଚେୟାରମ୍ୟାନ ପଦରୁ ରମିଜ ରାଜାଙ୍କୁ ହଟାଗଲା

ପାକିସ୍ତାନର ପୂର୍ବତନ କ୍ରିକେଟର ତଥା କ୍ରିକେଟ ବୋର୍ଡର ଚେୟାରମ୍ୟାନ ରମିଜ ରାଜାଙ୍କୁ ଲାଗିଛି ଏକ ଝଟକା । ପାକିସ୍ତାନ କ୍ରିକେଟ ବୋର୍ଡ ପଦରୁ ତାଙ୍କୁ ହଟାଇ ଦିଆଯାଇଥିବା ନେଇ ସୂଚନା ମିଳିଛି । ଦେଶରେ ନୂଆ ସରକାର ଗଠନ ହେବା…
Read More...