ଭୁବନେଶ୍ୱରର ଜିଜିପି କଲୋନୀରେ କାର୍ ପାର୍କିଂରେ ଅଗ୍ନିକାଣ୍ଡ : ଜଳିଗଲା ୨ଟି କାର୍ ଓ ୬ଟି ବାଇକ

ଭୁବନେଶ୍ୱର:ଭୁବନେଶ୍ୱରର ଜିଜିପି କଲୋନୀ ଜଗନ୍ନାଥ ନଗରର ଏକ ଆପାର୍ଟମେଂଟ କାର୍ ପାର୍କିଂରେ ନିଆଁ ଲାଗିବା ଫଳରେ ୨ଟି କାର୍ ଓ ୬ଟି ବାଇକ ଜଳିଗଲା । ମିଳିଥିବା ସୂଚନା ଅନୁଯାୟୀ ଜଗନ୍ନାଥ ନଗରର ୧୫ନମ୍ବର ରୋଡରେ…
Read More...

ବସ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ସୋର : ସୋର ଥାନା ଠାରୁ ପ୍ରାୟ ୫ଶହ ମିଟର ଦୂରରେ ବିଳମ୍ବିତ ରାତିରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ ଦୁର୍ଘଟଣା ସତ୍ତ୍ବେ ସେଥିରେ ଥିବା ୫୦ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ,…
Read More...

କେଦାରନାଥରେ ମୋଦୀ

ଉତ୍ତରାଖଣ୍ଡ : କେଦାରନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ପହଞ୍ଚିଛନ୍ତି। ସେଠାରେ ସେ କେଦାରନାଥଙ୍କୁ ଦର୍ଶନ କରିବା ସହ ବିଶେଷ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହାସହ ପ୍ରଧାନମନ୍ତ୍ରୀ…
Read More...

ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ : ରବିବାର ମତଦାନ

ନୂଆଦିଲ୍ଲୀ : ସପ୍ତମ ତଥା ଶେଷ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଛି । ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ଟି ନିର୍ବାଚନ ମଣ୍ଡଳୀରେ ଏହି ପର୍ଯ୍ୟାୟରେ ଭୋଟ୍‍…
Read More...

୬ ଜିଲ୍ଲାରେ ୯୫ ପ୍ରତିଶତ ରିଲିଫ୍‌ ଟଙ୍କା ବଣ୍ଟା ଯାଇଛି: ସଂଜୟ ସିଂହ

ଭୁବନେଶ୍ୱର: ବାତ୍ୟା ‘ଫନି’ ପରେ ୬ଟି ଜିଲ୍ଲାରେ ୯୫ ପ୍ରତିଶତ ରିଲିଫ ଟଙ୍କା ବିତରଣ କରାଯାଇଛି ବୋଲି ଶୁକ୍ରବାର ସୂଚନା ଓ ଲୋକସଂପର୍କ ସଚିବ ସଂଜୟ ସିଂହ କହିଛନ୍ତି। ସେହିଭଳି ପ୍ରଭାବିତ ଅଂଚଳର ୯୪ ପ୍ରତିଶତ ଲୋକଙ୍କୁ ଚାଉଳ…
Read More...

ପୁରୀ ଜିଲ୍ଲାର କୌଣସି ସ୍ଥାନରେ ହଇଜାର ସୂଚନା ନାହିଁ:ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର କୌଣସି ଅଞ୍ଚଳରେ ହଇଜା ଦେଖା ଦେଇନାହିଁ । ଯେଉଁ କେତେକ ଝାଡାବାନ୍ତି ରୋଗୀ ଚିକିତ୍ସାଳୟକୁ ଆସୁଛନ୍ତି ସେମାନଙ୍କ ମଧ୍ୟରୁ ସଂଖ୍ୟାଧିକ ବାସି ଖାଦ୍ୟ ଓ ଭୋଜି ଖାଇ ଏଭଳି…
Read More...

ନବୀନ ପଟ୍ଟନାୟକ ଦେଶର ପ୍ରଧାନମନ୍ତ୍ରୀ ପାଇଁ ସବୁଠୁ ଯୋଗ୍ୟ : ସୂର୍ଯ୍ୟ ପାତ୍ର

ଭୁବନେଶ୍ଵର : ନବୀନ ପଟ୍ଟନାୟକ ଦେଶର ପ୍ରଧାନମନ୍ତ୍ରୀ ହେବା ପାଇଁ ସବୁଠୁ ଯୋଗ୍ୟ ବ୍ୟକ୍ତି। ନିଜର ସରଳ ଓ ଦୁର୍ନୀତିମୁକ୍ତ ଭାବମୂର୍ତ୍ତି ପାଇଁ ଦେଶ ତଥା ରାଜ୍ୟବାସୀ ନବୀନ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଛନ୍ତି…
Read More...

ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେଲା ତାଇଓ୍ଵାନ୍‌ ପାର୍ଲାମେଣ୍ଟ୍‌

ତାଇପେଇ: ତୀବ୍ର ମତାନ୍ତର ସତ୍ତ୍ୱେ ଶୁକ୍ରବାର ଦିନ ସମଲିଙ୍ଗୀ ବିବାହକୁ ଆଇନ୍‌ରେ ପରିଣତ କରି ତାଇଓ୍ଵାନ୍‌ ଏସିଆରେ ପ୍ରଥମ ଦେଶ ହୋଇପାରିଛି। ସଂଖ୍ୟା ଗରିଷ୍ଠ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟିର ସାଂସଦମାନେ ଏହି…
Read More...

ବିଶ୍ୱକପ୍‌ରେ କମେଣ୍ଟ୍ରି କରିବେ ସୌରଭ ଗାଙ୍ଗୁଲି

ଲଣ୍ଡନ: ଇଂଲଣ୍ଡ ଏବଂ ୱେଲସ୍‌ରେ ମେ’ ମାସ ୩୦ରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍‌ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କମେଣ୍ଟେଟର୍‌ ତାଲିକା ଜାରି କରିଛି। ଏଥି ସହତ ଆଇସିସି ନିଜର ବ୍ରୋଡକାଷ୍ଟର ରଣନୀତି ମଧ୍ୟ…
Read More...

ମେ’ ୨୩ ଭୋଟ ଗଣତି ଦିନ ଦେଶରେ ଘଟିପାରେ ଆତଙ୍କବାଦୀ ହାମ୍‌ଲା

ନୂଆଦିଲ୍ଲୀ: ଆସନ୍ତା ମେ’ ୨୩ ଅର୍ଥାତ୍‌ ୨୦୧୯ ଲୋକସଭା ନିର୍ବାଚନର ଭୋଟ ଗଣତି ଦିନ ଆତଙ୍କବାଦୀମାନେ ଜମ୍ମୁ- କଶ୍ମୀରରେ ଏକ ଆତଙ୍କବାଦୀ ହାମ୍‌ଲା ଘଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ନେଇ ଭାରତୀୟ ଗୁଇନ୍ଦା…
Read More...