Entertainment କବାଡି ଅଭ୍ୟାସ କରୁଛନ୍ତି କଙ୍ଗନା OPA Apr 28, 2019 0 ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ୍ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ପଙ୍ଗା’ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ଚଳଚ୍ଚିତ୍ର ପାଇଁ ସେ କବାଡି ଖେଳ ଅଭ୍ୟାସ କରୁଛନ୍ତି। ନିକଟରେ ତାଙ୍କୁ ମୁମ୍ବଇର!-->… Read More...
Politics ଓଡ଼ିଶାରେ ୪ର୍ଥ ପର୍ଯ୍ୟାୟରେ ୧,୮୬,୪୫୫ ଦିବ୍ୟାଙ୍ଗ ମତଦାତା: ମୁଖ୍ୟ ନିର୍ବାଚନ ଅଧିକାରୀ OPA Apr 28, 2019 0 ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ସୋମବାର ଓଡ଼ିଶାର ୧,୮୬,୪୫୫ ଜଣ ଦିବ୍ୟାଙ୍ଗ ମତଦାତା ଭୋଟ ଦେବେ। ଏହି ପର୍ଯ୍ୟାୟରେ ରାଜ୍ୟର ମୋଟ ୯୫,୦୦,୬୩୫ ମତଦାତା ଅଛନ୍ତି। ଏଥିରେ ପୁରୁଷ ମତଦାତା ୪୯,୦୧,୦୭୯, ମହିଳା!-->… Read More...
Odisha ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ଏବଂ ଦକ୍ଷିଣ-ଉପକୂଳ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା OPA Apr 28, 2019 0 ଭୁବନେଶ୍ୱର: ସମଗ୍ର ରାଜ୍ୟରେ ଆଜି ବି ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସମଗ୍ର ପଶ୍ଚିମ ଓଡ଼ିଶା ଏକ ତତଲା କଡ଼େଇରେ ପରିଣତ ହୋଇଯାଇଛି। ଗ୍ରୀଷ୍ମ ପ୍ରବାହ ସହ ଝାଞ୍ଜି ପବନ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି।!-->… Read More...
Politics କାହିିଁକି ବାରାଣସୀରୁ ନିର୍ବାଚନ ଲଢ଼ିଲେନି ପ୍ରିୟଙ୍କା OPA Apr 28, 2019 0 ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାରାଣସୀ ଲୋକସଭା ଆସନରୁ ନିର୍ବାଚନ ନ ଲଢ଼ିବା ପ୍ରସଙ୍ଗରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୋ କାନ୍ଧରେ ପୂରା ଉତ୍ତର!-->… Read More...
Politics ଆସନ୍ତାକାଲି ରାଜ୍ୟର ଚାରି ମନ୍ତ୍ରୀଙ୍କ ଭାଗ୍ୟପରୀକ୍ଷା OPA Apr 28, 2019 0 ଭୁବନେଶ୍ୱର: ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟର ଭୋଟ ଗ୍ରହଣ ହେବ। ଆସନ୍ତାକାଲି ରାଜ୍ୟର ଚାରି ଜଣ ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହେଉଛି। ଏମାନଙ୍କ ମଧ୍ୟରେ ଅଛନ୍ତି ରାଜ୍ୟର ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା। ଏଥର ସେ!-->… Read More...
Odisha ‘ଫନି’ ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା OPA Apr 28, 2019 0 ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବାତ୍ୟା ଫନି ଘନୀଭୂତ ହୋଇଛି। ଏହା ଚେନ୍ନାଇ ଠାରୁ ପ୍ରାୟ ୧୦୫୦ କିମି ଦୂରରେ ରହିଥିବାର ଜଣାପଡ଼ିଛି। ଫନି ପ୍ରଭାବ ହେତୁ ବିଶେଷ କରି ଦକ୍ଷିଣ ଭାରତର!-->… Read More...
National ପାଣିପାଗ ବିଭାଗର ପୂର୍ବାନୁମାନ: ‘ଫନି’ ଅପରାହ୍ନ ସୁଦ୍ଧା ପ୍ରଚଣ୍ଡ ରୂପ ନେଇପାରେ OPA Apr 28, 2019 0 ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଗରେ ଗତି କରୁଥିବା ସାମୁଦ୍ରିକ ଝଡ଼ ‘ଫନି’ ଭାରତ ମହାସାଗରକୁ ଛୁଇଁବା ପରେ ଆଜି ସଂଧ୍ୟା ସୁଦ୍ଧା ପ୍ରଚଣ୍ଡ ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଶନିବାର ଭାରତୀୟ!-->… Read More...
Politics କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଗାଡ଼ି ଉପରେ ଆକ୍ରମଣ OPA Apr 28, 2019 0 ଭଦ୍ରକ: ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀର ବନ୍ତ ଛକରେ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି।ବନ୍ତ ଛକ ଠାରେ ଥିବା ଏକ ଦୋକାନରୁ ଜଳଖିଆ!-->!-->!-->… Read More...
National ଏୟାର୍ ଇଣ୍ଡିଆ ସର୍ଭର ଗଡ଼ବଡ଼: ଆଜି ବି ବିଳମ୍ବରେ ଉଡ଼ାଣ ଭରିବେ ୧୩୭ ବିମାନ OPA Apr 28, 2019 0 ନୂଆଦିଲ୍ଲୀ: ଶନିବାର ସକାଳୁ ଏୟାର୍ ଇଣ୍ଡିଆର ସର୍ଭରରେ ଗଡ଼ବଡ଼ ଦେଖା ଦେବା ପରେ ଗତକାଲି ବିମାନ ଚଳାଚଳ ଉପରେ ବିଶେଷ ପ୍ରଭାବ ପଡ଼ିଥିଲା। ଜାଣିବାକୁ ମିଳିଛି ଯେ ଏହି ସମସ୍ୟା ଆଜି ମଧ୍ୟ ରହିଛି। ବିମାନର ପାସେଞ୍ଜର୍!-->… Read More...
National କ୍ୟାଟ୍ୱାକ୍ ବେଳେ ମଡେଲଙ୍କ ମୃତ୍ୟୁ OPA Apr 28, 2019 0 ସାଓ ପାଓଲୋ: ରାମ୍ପରେ କ୍ୟାଟ୍ୱାକ କରିବା ବେଳେ ଜଣେ ମଡେଲଙ୍କ ମୃତ୍ୟୁ ଘଟିଛି। ବ୍ରାଜିଲର ସାଓପାଓଲୋରେ ଶନିବାର ଆୟୋଜିତ ଫ୍ୟାଶନ ୱିକ୍ର ରାମ୍ପ ଶୋରେ ଏହି ଘଟଣା ଘଟିଛି। ମୃତା ମଡେଲ ହେଉଛନ୍ତି ଟେଲ୍ସ ସୋର୍ସ। ସେ!-->… Read More...