ସ୍ତ୍ରୀର ତଣ୍ଟିକାଟି ହତ୍ୟା କରିବା ପରେ ନିଜ ତଣ୍ଟି କାଟୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଲା ସ୍ୱାମୀ

ସୋର: ଶନିବାର ସକାଳେ ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ପାର୍‌ ମହଲାର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ନିଜ ତଣ୍ଟି କାଟୁଥିବା ସମୟରେ ପୁଲିସ ହାତରେ ଧରାପଡ଼ିଛନ୍ତି।ଅଭିଯୁକ୍ତ ଶେକ୍‌…
Read More...

ଠିକାଦାରଙ୍କୁ ହତ୍ୟା କଲେ ମାଓବାଦୀ

ଫୁଲବାଣୀ : ଫିରିଙ୍ଗିଆ ଥାନା ତିଲରପଙ୍ଗା ଗାଁରେ ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ମାଓବାଦୀମାନେ ଠିକାଦାରଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି। ଘରୁ ଡ଼ାକି ନେଇ ଠିକାଦାରଙ୍କୁ ହତ୍ୟା କରିବା ସହ…
Read More...

ପୁଣି ନିର୍ବାଚନୀ ସଭାରେ ଗଡ଼କରୀ ଅସୁସ୍ଥ

ଶିରିଡ଼ି : ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ୍‌ ଗଡ଼କରୀ ନିର୍ବାଚନୀ ସଭାରେ ଅସୁସ୍ଥ ହୋଇପଡ଼ିଛନ୍ତି। ମହାରାଷ୍ଟ୍ରର ଶିରିଡ଼ି ଲୋକସଭା ଆସନ ପାଇଁ ଶିବସେନା ପ୍ରାର୍ଥୀ ସଦାଶିବ ଲୋଖାଣ୍ଡେଙ୍କ ସପକ୍ଷରେ…
Read More...

ଗିରି ଖାତକୁ ବସ୍‌ ଖସି ୧୨ ମୃତ

ଡେଲହାଉସି : ହିମାଚଳପ୍ରଦେଶର ଡେଲହାଉସି ଅନ୍ତର୍ଗତ ବାନିଖେତ ନିକଟ ପଞ୍ଚପୁଲାଠାରେ ଏକ ଘରୋଇ ବସ୍‌ ଗିରିଖାତରେ ଖସିପଡ଼ିବା ଫଳରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ବସ୍‌ଟି ଡେଲହାଉସିରୁ ପଠାନକୋଟ ଯାଉଥିଲାବେଳେ ଏହି ଦୁର୍ଘଟଣା…
Read More...

ନାବାଳିକା ଦୁଷ୍କର୍ମ ମାମଲା : ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ

କଟକ : କଟକ ଚିଲ୍‌ଡ୍ରେନ୍ସ କୋର୍ଟ ତଥା‌ ତୃତୀୟ ଅତିରିକ୍ତ ଦୌରାଜଜ୍ ବନ୍ଦନା କର ଏକ ନାବାଳିକା ଦୁଷ୍କର୍ମ ଅଭିଯୋଗ ସଂପର୍କିତ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ…
Read More...

ଫନି ସଂପର୍କରେ ତାମିଲନାଡୁ ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ: ତାମିଲନାଡୁ ନୁହେଁ ଆନ୍ଧ୍ର ଆଡକୁ ଯାଇପାରେ

ନୂଆଦିଲ୍ଲୀ: ଭାରତର ପୂର୍ବ ଉପକୂଳ ଆଡକୁ ମାଡି ଆସୁଥିବା ଅତି ଭୀଷଣ ସାମୁଦ୍ରିକ ଝଡ଼ ଫନିକୁ ନେଇ ତାମିଲନାଡୁ, ପୁଡୁଚେରୀ ଓ ଆନ୍ଧ୍ରରେ ଲୋକମାନଙ୍କ ମଧ୍ୟରେ ଛନକା ପଶିଥିବାବେଳେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି ।…
Read More...

ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ବାହାରିଲେ ପୋଲିଂ କର୍ମଚାରୀ

ଭୁବନେଶ୍ୱର: ଲୋକସଭା ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଶନିବାର ପୋଲିଂ କର୍ମଚାରୀମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ବାହାରିଛନ୍ତି। ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା…
Read More...

ପାକିସ୍ତାନ ଉପରେ ଭିଜା କଟକଣା ଲଗାଇପାରେ ଆମେରିକା

ୱାଶିଂଟନ: ପାକିସ୍ତାନ ଉପରେ ଆମେରିକା ଖୁବ୍‌ଶୀଘ୍ର ଭିଜା କଟକଣା ଲାଗାଇପାରେ, ଯାହା ଫଳରେ ଆମେରିକା ଯିବା ଲାଗି ଆଉ ପାକିସ୍ତାନୀ ନାଗରିକମାନଙ୍କୁ ଅନୁମିତ ମିଳିବ ନାହିଁ। ଭିଜା ଅବଧି ଶେଷ ହେବା ପରେ ଯେଉଁ ପାକ୍‌ ନାଗରିକ…
Read More...

ମୋରଡାରେ ନବୀନଙ୍କ ଉପରେ ବର୍ଷିଲେ ଶାହା

ମୋରଡା : ମୟୁରଭଞ୍ଜ ଜିଲା ମୋରଡା ବିଜୟ ସଂକଳ୍ପ ସମାବେଶରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯୋଗ ଦେଇଛନ୍ତି। ଶାହା ସମାବେଶରେ ଉପସ୍ଥିତ ଜନତାଙ୍କୁ ଉଦଭୋଦନ ଦେଇ ଭ୍ରଷ୍ଟାଚାରୀ ରାଜ୍ୟ ସରକାରଙ୍କୁ ଉପାଡି ଫୋଫାଡି…
Read More...

୮ ଜିଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ଜିଲାରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସୂଚନା ଅନୁସାରେ ଅପରାହ୍ନରେ ରାଜ୍ୟର ୯ଟି ଜିଲାରେ କାଳବେଶାଖୀ ଜନିତ ଝଡପବନ ସହ ବର୍ଷା ଓ ବଜ୍ରପାତର ଆଶଂକା ରହିଛି। ମାଲକାନଗିରି, କୋରାପୁଟ,…
Read More...