ରାଜ୍ୟର ୯ଟି ବୁଥ୍‌ରେ ଚାଲିଛି ସାନି ମତଦାନ

ଭୁବନେଶ୍ୱର: ଗୁରୁବାର ସକାଳ ୭ଟାରୁ ରାଜ୍ୟର ୯ଟି ବୁଥ୍‌ରେ ଚାଲିଛି ସାନି ମତଦାନ। ବିଭିନ୍ନ କାରଣରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ବନ୍ଦ କରାଯାଇଥିବା ଏହି ବୁଥ୍‌ଗୁଡ଼ିକରେ ସାନି ମତଦାନ କରାଯିବ ବୋଲି ରାଜ୍ୟ…
Read More...

ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଅନନ୍ତନାଗ: ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାରେ ଯବାନଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଜିଲାର ବିଜ୍‌ବେହାରା ଅନ୍ତର୍ଗତ ବାଗେନ୍ଦର ମୋହଲ୍ଲା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୁରକ୍ଷା କର୍ମୀଙ୍କୁ…
Read More...

ଶ୍ରୀଲଙ୍କାରେ ପୁଣି ବିସ୍ଫୋରଣ

କଲୋମ୍ବୋ: ଶ୍ରୀଲଙ୍କାରେ ଚର୍ଚ୍ଚ ଏବଂ ହୋଟେଲରେ ସିରିଜି ବିସ୍ଫୋରଣ ଘଟଣାକୁ ସପ୍ତାହେ ନ ବିତୁଣୁ ଗୁରୁବାର ପୁଣି ଏକ ବିସ୍ଫୋରଣ ଘଟିଛି। କଲୋମ୍ବୋଠାରୁ ୪୦ କି.ମି. ପୂର୍ବରେ ଥିବା ପୁଗୋଡ଼ା ସହରରେ ଥିବା ଏକ କୋର୍ଟ ପଛପଟେ ଏହି…
Read More...

କିନ୍ନର ଲୁକରେ ଦେଖାଦେବେ ଅମିତାଭ

ମୁମ୍ବଇ : ବଲିଉଡ଼ ବିଗ୍‍ ବି ଅମିତାଭ ବଚ୍ଚନ ପ୍ରଥମ ଥର ପାଇଁ କିନ୍ନର ଭୂମିକାରେ ନଜର ଆସିବେ। ୨୦୧୧ରେ ମୁକ୍ତିଲାଭ କରିଥିବା ହରର୍‍-କମେଡ଼ି ତାମିଲ ଚଳଚ୍ଚିତ୍ର ‘ମୁନୀ ୨: କଞ୍ଚନା’ର ହିନ୍ଦୀ ରିମେକରେ ସେ କିନ୍ନର କଞ୍ଚନା…
Read More...

ଜେଟ୍ ଏୟାରୱେଜ୍‌କୁ କିଣିବାକୁ ଇଚ୍ଛୁକ ଅଛନ୍ତି ଏହି ବ୍ୟବସାୟୀ

ନୂଆଦିଲ୍ଲୀ: ଋଣ ବୋଝରେ ବୁଡ଼ି ରହିଥିବା ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଜେଟ୍‌ ଏୟାରୱେଜର ଭବିଷ୍ୟତ ଏବେ ବି ଅନ୍ଧକାର ଭିତରେ ରହିଛି। କମ୍ପାନୀ ଏହାର ସମସ୍ତ ବିମାନ ଉଡ଼ାଣ ବନ୍ଦ କରିଦେଇଥିବାରୁ ପାଖାପାଖି ୨୦ ହଜାର…
Read More...

ଏପ୍ରିଲ ୨୭କୁ ଘୁଞ୍ଚିଲା ମହାରଥୀଙ୍କ ଜାମିନ ଶୁଣାଣି

ଭୁବନେଶ୍ୱର : ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି ଅପ୍ରେଲ ୨୭ତାରିଖକୁ ଘୁଞ୍ଚି ଯାଇଛି। ବୁଧବାର ଦିନ ସ୍ୱତନ୍ତ୍ର ପ୍ରାଧୀକୃତ କୋର୍ଟରେ ଜାମିନ ଶୁଣାଣି ହୋଇଥିଲା। କିନ୍ତୁ କେସ୍‌ ଡାଏରୀ ଓ ଇଞ୍ଜୁରୀ…
Read More...

ରୋହିତଙ୍କ ମୃତ୍ୟୁର ଗୁମର ଖୋଲିଲା ପୁଲିସ: ହତ୍ୟା କରିଥିଲେ ପତ୍ନୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଡି. ତିୱାରୀଙ୍କ ପୁଅ ରୋହିତ ଶେଖର ତିୱାରି ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ। ରୋହିତ ତାଙ୍କ ବାନ୍ଧବୀଙ୍କ ସହ ବୁଲାବୁଲି କରୁଥିଲେ।…
Read More...

ପ୍ରାକୃତିକ ବିପର୍ଯ୍ୟୟ ବେଳେ ଦେଖା ନ ଥିଲା, ଏବେ ଭୋଟ ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ : ମୁଖ୍ୟମନ୍ତ୍ରୀ

ବାଲେଶ୍ବର : ରାଜ୍ୟରେ ଶେଷ ପର୍ୟ୍ୟାୟ ନିର୍ବାଚନ ମତଦାନ ବାକି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାରକୁ ଜୋରଦାର କରିଛନ୍ତି। ବୁଧବାର ଦିନ ମୁଖ୍ୟମନ୍ତ୍ରୀ ବାଲେଶ୍ବର, ଭୋଗରାଇ ଓ…
Read More...

ଯୋଗୀ, ମୋହନ ଭାଗବତ, କେଜ୍ରିୱାଲଙ୍କୁ ହତ୍ୟା ଧମକ

ଲକ୍ଷ୍ମୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଷ୍ଟ୍ରୀୟ ସ୍ବୟଂ ସେବକ(ଆରଏସଏସ) ମୁଖ୍ୟ ମୋହନ ଭାଗବତ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା ଧମକ ମିଳିଛି। ଏ ସମ୍ପର୍କିତ ଏକ…
Read More...

୯୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ, ୨ ଗିରଫ

ଯାଜପୁର: ବୁଧବାର ଦିନ କଟକ ଫ୍ଲାଇଙ୍ଗ୍‌ ସ୍କ୍ଵାଡ୍‌ ଏବଂ ଯାଜପୁର ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରି ପାଣିକୋଇଲି ଅଞ୍ଚଳରୁ ୯୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ କରିଛି ଓ ଦୁଇ ଜଣଙ୍କୁ ଗିରଫ କରିଛି।ପାଣିକୋଇଲି…
Read More...