National କଲମ୍ବୋ ବିସ୍ଫୋରଣ ପଛର ସଂଦିଗ୍ଧ ଆତଙ୍କବାଦୀର ଭିଡିଓ ଭାଇରାଲ୍ OPA Apr 23, 2019 0 କଲମ୍ବୋ: ଶ୍ରୀଲଙ୍କା ରାଜଧାନୀ କଲମ୍ବୋ ବିସ୍ଫୋରଣର ଦୁଇ ଦିନ ପରେ ସାମ୍ନାକୁ ଆସିିଛି ପ୍ରଥମେ ବିସ୍ଫୋରଣ ଘଟିଥିବା ଚର୍ଚ୍ଚର ସିସିଟିଭି ଫୁଟେଜ୍। ସିସିଟିଭି ଫୁଟେଜ୍ରେ ଆତ୍ମଘାତୀ ବିସ୍ଫୋରଣକାରୀ ଜଣକ ନିଜ ପିଠିରେ ଏକ କଳା!-->… Read More...
Bignews ବିଲକିଶ ବାନୋ ମାମଲା: ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଚାକିରୀ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ OPA Apr 23, 2019 0 ନୂଆଦିଲ୍ଲୀ: ୨୦୦୨ ଦଙ୍ଗା ସମୟରେ ଗଣ ବଳାତ୍କାରର ଶିକାର ହୋଇଥିବା ବିଲକିଶ ବାନୋଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଚାକିରୀ ଓ ବାସଗୃହ ଯୋଗାଇ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଗୁଜୁରାଟ ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି।!-->… Read More...
National ଉତ୍ତର ମିଆଁମାର୍ର ଖଣି ଅଞ୍ଚଳରେ ଭୂସ୍ଖଳନ:୩ ମୃତଦେହ ଉଦ୍ଧାର,୫୦ରୁ ଅଧିକ ମୃତ୍ୟୁବରଣ କରିଥିବା ସନ୍ଦେହ OPA Apr 23, 2019 0 ମିଆଁମାର: ଉତ୍ତର ମିଆଁମାର୍ର କଚିନ ପ୍ରଦେଶରେ ଥିବା ଏକ ଖଣି ଅଞ୍ଚଳରେ ଭୂସ୍ଖଳନ ଘଟିଥିବା ପୁଲିସ୍ ସୂଚନା ଦେଇଛି। ଘଟିଥିବା ଏହି ଭୂସ୍ଖଳନରେ ପ୍ରାୟ ୫୦ରୁ ଅଧିକ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥାଇ ପାରେ ବୋଲି ପୁଲିସ୍!-->… Read More...
Corporate ଏସ୍ବିଆଇ ଜାମାକାରୀଙ୍କ ପାଇଁ ନୂଆ ନିୟମ: ମେ’ ୧ରୁ ହେବ ଲାଗୁ OPA Apr 23, 2019 0 ନୂଆଦିଲ୍ଲୀ: ଆପଣଙ୍କ ଜମା ଖାତା ଯଦି ଏସ୍ବିଆଇରେ ଅଛି ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏସ୍ବିଆଇର ନୂଆ ବ୍ୟବସ୍ଥାର ପ୍ରଭାବ ସେଭିଂ ଆକାଉଣ୍ଟରୁ ମିଳୁଥିବା ସୁଧ ଉପରେ ପଡ଼ିବ। ଏସ୍ବିଆଇ ନିଜର!-->… Read More...
Odisha ଅପରାହ୍ନ ୪ଟା ସୁଦ୍ଧା ୪୬.୭୨% ମତଦାନ OPA Apr 23, 2019 0 ଭୁବନେଶ୍ୱର : ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ରାଜ୍ୟରେ ମଙ୍ଗଳବାର ଅପରାହ୍ନ ୪ଟା ସୁଦ୍ଧା ୪୬.୭୨% ମତଦାନ ହୋଇଛି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।!-->… Read More...
Politics ବିଜେପିକୁ ୫ବର୍ଷ ସୁଯୋଗ ଦିଅ, ୫ଗୁଣା ଅଧିକ କାମ କରି ଦେଖାଇବୁ:ମୋଦୀ OPA Apr 23, 2019 0 ବାଲେଶ୍ଵର: ଭ୍ରଷ୍ଟାଚାର ଭଳି ଦାନବ ଓଡ଼ିଶା ଲୋକଙ୍କୁ ଗରିବ କରି ରଖିଛି। ବିଜେଡି ଭ୍ରଷ୍ଟାଚାରୀ ଦାନବକୁ ଦାନାପାଣି ଯୋଗାଉଛି। ବିଜେଡି ନେତା ଖଣିଠାରୁ ଆରମ୍ଭ କରି ଚିଟ୍ଫଣ୍ଡ ପର୍ଯ୍ୟନ୍ତ ଭ୍ରଷ୍ଟାଚାରରେ ସମ୍ପୃକ୍ତ!-->… Read More...
Politics କେନ୍ଦ୍ରନେତାଙ୍କୁ ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ OPA Apr 23, 2019 0 ଭୁବନେଶ୍ୱର: କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି, କିନ୍ତୁ ଏହାକୁ ବନ୍ଦ କରିବାକୁ କେନ୍ଦ୍ର ଚକ୍ରାନ୍ତ କରୁଛି। ମୁଁ ଥିବା ଯାଏଁ କେହି କାଳିଆ ଯୋଜନାକୁ ବନ୍ଦ କରି ପାରିବେ ନାହିଁ। ଆମ ସରକାର ଆସିବାର ପ୍ରଥମ ଦିନ!-->… Read More...
Politics ଓଡ଼ିଶାର ନେତାଙ୍କଠାରୁ ଲୋକ ଅଧିକ ଚାଲାକ: ମୋଦୀ OPA Apr 23, 2019 0 କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ବାରୁଅଠାରେ ମଙ୍ଗଳବାର ଆୟୋଜିତ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇଛନ୍ତି। ଏହି ଅବସରରେ ମୋଦୀ ଜୟ ଜଗନ୍ନାଥ, ଜୟ ବଳଦେବ ମହାପ୍ରଭୁ କହି ନିଜର ଭାଷଣ!-->… Read More...
National ବିଜେପିରେ ଯୋଗଦେଲେ ଅଭିନେତା ସନୀ ଦେଓଲ OPA Apr 23, 2019 0 ନୂଆଦିଲ୍ଲୀ : ବଲିଉଡ଼ ଅଭିନେତା ସନୀ ଦେଓଲ ମଙ୍ଗଳବାର ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ସନୀଙ୍କୁ ଦଳରେ!-->… Read More...
National ଖୁଲାସା ହେଲା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ ପୁତୁରାଙ୍କ ନାଆଁରେ ୧୩୫୦ କୋଟି ଟଙ୍କାର ଟିକସ ଚୋରି OPA Apr 23, 2019 0 ନୂଆଦିଲ୍ଲୀ: ଆୟକର ବିଭାଗ ଭୋପାଳ,ଇନ୍ଦୋର,ଗୋଆ ଆଦି ସ୍ଥାନର କେତେକ ଅଞ୍ଚଳରେ ଚଢାଉ କରି ୧୩୫୦ କୋଟି ଟଙ୍କାର ଟିକସ ଚୋରି ଧରିବାରେ ସଫଳ ହୋଇଛି। ସିବିଡିଟି ଖୁଲାସା କରିଛି ଯେ ଆୟକର ବିଭାଗ ହିନ୍ଦୁସ୍ତାନ ପାଓ୍ଵାର୍!-->… Read More...