National ସହିଦ୍ ହେମନ୍ତ କରକରେଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଘଟଣା: ସ୍ୱାଧୀଙ୍କୁ ନିର୍ବାଚନ କମିସନଙ୍କ ନୋଟିସ୍ OPA Apr 20, 2019 0 ଭୋପାଳ : ବିଜେପିର ଭୋପାଳ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ୨୬/୧୧ମୁମ୍ବାଇ ଆକ୍ରମଣରେ ସହିଦ୍ ହୋଇଥିବା ହେମନ୍ତ କରକରେଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ଏବେ ଅଡ଼ୁଆରେ ଛନ୍ଦି ହୋଇ ପଡ଼ିଛନ୍ତି । ତେବେ!-->… Read More...
Politics ରାହୁଲ ଗାନ୍ଧୀଙ୍କ ନାମାଙ୍କନ ରଦ୍ଦ ମାମଲା:୨୨କୁ ଘୁଞ୍ଚିଲା ଶୁଣାଣି OPA Apr 20, 2019 0 ନୂଆଦିଲ୍ଲୀ : ଅମେଠି ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମାଙ୍କନ ବିରୋଧରେ ଅଭିଯୋଗ ହୋଇଛି। ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ଏବଂ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଉପରେ ପ୍ରଶ୍ନ!-->… Read More...
Bignews ଅଜଣା ଯୁବକ ନୀଳଚକ୍ର ଉପରକୁ ଚଢ଼ି ବାନ୍ଧିଲେ ଗାମୁଛା, ଖୋଲି ଆଣିଲେ ମହାପ୍ରଭୁଙ୍କ ବାନା OPA Apr 20, 2019 0 ପୁରୀ: ପୁରୀ ଶ୍ରୀମନ୍ଦିର ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଜି ସକାଳ ପ୍ରାୟ ୮.୩୦ ସମୟରେ ଜଣେ ବ୍ୟକ୍ତି ମନ୍ଦିର ଉପରକୁ ଚଢ଼ି ମହାପ୍ରଭୁଙ୍କ ବାନା ଖୋଲି ଆଣିଥିବା ଅଭିଯୋଗ ହୋଇଛି। ବ୍ୟକ୍ତି ଜଣକ ସକାଳୁ ସକାଳୁ!-->… Read More...
National ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ: ସୁପ୍ରିମକୋର୍ଟରେ ହେଲା ଜରୁରୀ ଶୁଣାଣି OPA Apr 20, 2019 0 ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ସୁପ୍ରିମକୋର୍ଟର ଜଣେ ପୂର୍ବତନ ମହିଳା କର୍ମଚାରୀ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। ଏଭଳି ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି ସୁପ୍ରିମକୋର୍ଟର ସାଧାରଣ ସଚିବ!-->… Read More...
National ଅନ୍ଧ ନାବିକଙ୍କ କମାଲ: ଆଖି ନ ଥାଇ ବି ପ୍ରଶାନ୍ତ ମହାସାଗର ଜଳଯାତ୍ରା ଶେଷ କଲେ OPA Apr 20, 2019 0 ଟୋକିଓ: ଶନିବାର ଜଣେ ଅନ୍ଧ ଜାପାନୀ ନାବିକ ପ୍ରଶାନ୍ତ ମହାସାଗରରେ ନିରବଚ୍ଛିନ୍ନ ଜଳଯାତ୍ରା ସମ୍ପୂର୍ଣ୍ଣ କରିଛନ୍ତି। ତରୀ ଚଳାଇ ବିଶାଳ ସମୁଦ୍ରର ପାରିହୋଇ ରେକର୍ଡ ସୃଷ୍ଟି କରିବାରେ ସେ ହେଉଛନ୍ତି ପ୍ରଥମ ଦୃଷ୍ଟିହୀନ!-->… Read More...
Politics ବିଜେପି ସରକାର ସମୟରେ ଦଙ୍ଗା ନାହିଁ: ନକ୍ଭୀ OPA Apr 20, 2019 0 ସାଲେପୁର: ସାଲେପୁରରେ ଶନିବାର ବିଜେପିର ବିଜୟ ସଙ୍କଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ମୁଖ୍ତାର ଆବାସ ନକ୍ଭୀ ଯୋଗଦେଇ କଂଗ୍ରେସ ଉପରେ ବର୍ଷିଥିଲେ। ନକ୍ଭୀ କହିଥିଲେ, ବିଜେପି ସରକାର ସମୟରେ!-->… Read More...
Politics ଦେହରେ ଶେଷବିନ୍ଦୁ ଥିବା ଯାଏଁ ଓଡିଶାବାସୀଙ୍କ ସେବା କରିବି: ନବୀନ OPA Apr 20, 2019 0 ଅନୁଗୁଳ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଳଚେର ଗସ୍ତ କରି ଘଂଟପଡା ହାଇସ୍କୁଲ ସାମ୍ନା ପଡିଆରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ସେଠାରେ ଯୋଗ ଦେଇ କାଳିଆ ଯୋଜନାରେ ସମସ୍ତ ହିତାଧିକାରୀଙ୍କୁ ସହାୟତା ରାଶି ଯୋଗାଇ!-->… Read More...
National ଲଣ୍ଡନ ରୟାଲ ସୋସାଇଟିର ସଦସ୍ୟ ହେଲେ ପ୍ରଥମ ଭାରତୀୟ ମହିଳା ବୈଜ୍ଞାନିକ OPA Apr 20, 2019 0 ଫରିଦାବାଦ: ବିଶ୍ଵର ସର୍ବପୁରାତନ ବୈଜ୍ଞାନିକ ସୋସାଇଟି ତଥା ଲଣ୍ଡନର ରୟାଲ ସୋସାଇଟିରେ ସଦସ୍ୟତା ଲାଭ କରିବାରେ ଗୌରବ ଅର୍ଜନ କରିଛନ୍ତି ଜଣେ ଭାରତୀୟ ମହିଳା ବୈଜ୍ଞାନିକ ପ୍ରଫେସର ଗଗନଦୀପ କାଙ୍ଗ। ଭାରତୀୟ ମହିଳା ଭାବେ!-->… Read More...
Odisha ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କର ପରଲୋକ OPA Apr 20, 2019 0 ଭୁବନେଶ୍ବର: ବରିଷ୍ଠ ବିଜେଡି ନେତା ତଥା ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କର ଭୋର ସମୟରେ ଆଜି ପରଲୋକ ଘଟିଛି। ଗତକିଛି ଦିନ ଧରି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ୨୦୦୯ ଏବଂ ୨୦୧୪ରେ ପାଟକୁରାରୁ !-->… Read More...
National ଉତ୍ତରପ୍ରଦେଶରେ ଟ୍ରେନ ଦୁର୍ଘଟଣା: ହଓଡା-ଦିଲ୍ଲୀ ପୂର୍ବା ଏକ୍ସପ୍ରେସର ୧୨ ବଗି ଲାଇନଚ୍ୟୁତ OPA Apr 20, 2019 0 କାନପୁର: ଉତ୍ତରପ୍ରଦେଶର କାନପୁର ଅନ୍ତର୍ଗତ ରୁମା ରେଳ ଷ୍ଟେଶନ ନିକଟରେ ଶୁକ୍ରବାର ରାତି ସାଢ଼େ ୧୨ଟାରେ ଏକ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି। ହାଓଡ଼ାରୁ ନୂଆଦିଲ୍ଲୀ ଯାଉଥିବା ପୂର୍ବା ଏକ୍ସପ୍ରେସର ୧୨ଟି ବଗି ଲାଇନଚ୍ୟୁତ!-->… Read More...