କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ: ଦିଲ୍ଲୀରେ ମନୋଜ ତିୱାରୀଙ୍କ ବିରୋଧରେ ଲଢ଼ିବେ ଶିଲା ଦୀକ୍ଷିତ

ନୂଆଦିଲ୍ଲୀ: ଦିଲ୍ଲୀରେ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ୬ଟି ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ଏ ନେଇ ଦଳ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତ ଚଳିତ…
Read More...

ଶ୍ରୀଲଙ୍କା ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି, ୨୪ ଗିରଫ

କଲୋମ୍ବୋ: ଶ୍ରୀଲଙ୍କାର ବିଭିନ୍ନ ଚର୍ଚ୍ଚ ଏବଂ ବିଳାସପୂର୍ଣ୍ଣ ହୋଟେଲରେ ବୋମ୍ବା ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ସୋମବାର ୨୯୦କୁ ବୃଦ୍ଧି ପାଇଛି। ସେହିପରି ପାଖାପାଖି ୫୦୦ ଜଣ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ…
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ ଶୋ’

ଅନୁଗୁଳ: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ବନ୍ତଳାଠାରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି । ତାଙ୍କ ସହ ଅନୁଗୁଳ ବିଧାୟକ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଢ଼େଙ୍କାନାଳ ଲୋକସଭା ପ୍ରାର୍ଥୀ…
Read More...

ତ୍ରିଚି ମନ୍ଦିରରେ ଦଳାଚକଟା: ୭ ଭକ୍ତ ମୃତ,୧୦ରୁ ଅଧିକ ଆହତ

ତ୍ରିଚି : ତାମିଲନାଡୁ ତ୍ରିଚି ଜିଲା ଅଧୀନ ମୁତାୟାମାପାଲାୟମ ଗ୍ରାମ ସ୍ଥିତ କାରୁପାସ୍ୱାମୀ ମନ୍ଦିରରେ ରବିବାର ଦଳାଚକଟାରେ ୭ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି ଓ ୧୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା…
Read More...

ପୁଣି ଆସିବେ ଶାହ, ରାଜନାଥ ଓ ଗଡ଼କରୀ

ଭୁବନେଶ୍ୱର: ପୁଣି ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା…
Read More...

କଲମ୍ବୋରେ ଅପରାହ୍ନ ସୁଦ୍ଧା ଅଷ୍ଟମ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା

ନୂଆଦିଲ୍ଲୀ: ରବିବାର ସକାଳେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ୬ ଥର ବିସ୍ଫୋରଣ ହୋଇଥିବା କଥା ଶ୍ରୀଲଙ୍କା ପୁଲିସ କହିଥିବା ବେଳେ ଅପରାହ୍ନ ସୁଦ୍ଧା ଆଠ ଥଣ ବିସ୍ଫୋରଣ ହୋଇ ସାରିଲାଣି। ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ…
Read More...

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଥ୍‌ ଉଦ୍ଦେଶ୍ୟରେ ବାହାରିଲେ ପୋଲିଂ କର୍ମଚାରୀ

ସମ୍ବଲପୁର: ଆସନ୍ତା ମେ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପୋଲିଂ କର୍ମଚାରୀମାନେ ନିଜ ନିଜର ବୁଥ୍‌ ଉଦ୍ଦେଶ୍ୟରେ ବାହାରିଲେଣି। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ ଟି ବିଧାନସଭା…
Read More...

ପ୍ରଧାନମନ୍ତ୍ରୀ ମୋଦି ଲଢ଼ିବେ ଦୁଇଟି ଆସନରୁ ନିର୍ବାଚନ!

ନୂଆଦିଲ୍ଲୀ : ବିଜେପି ପଶ୍ଚିମବଙ୍ଗ ଶାଖାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟର କୌଣସି ଲୋକସଭା ସିଟରୁ ନିର୍ବାଚନ ଲଢ଼ିବାକୁ ଅନୁରୋଧ କରିଛନ୍ତି ବରିଷ୍ଠ ବିଜେପି ନେତା ମୁକୁଲ ରାୟ । ପଶ୍ଚିମବଙ୍ଗରେ ୪୨ଟି…
Read More...

ଜାହ୍ନବୀ ଓ ଇଶାନଙ୍କୁ ମିଳିଲା ଦାଦା ସାହେବ ଫାଲକେ ଆୱାର୍ଡ଼

ମୁମ୍ବଇ : ‘ଧଡ଼କ’ ଚଳଚ୍ଚିତ୍ର ଜରିଆରେ ନିଜ କ୍ୟାରିୟର୍‍ ଆରମ୍ଭ କରିଥିବା ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ଇଶାନ ଖଟ୍ଟରଙ୍କୁ ଦାଦା ସାହେବ ଫାଲକେ ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ କରାଯାଇଛି। ଭାରତୀୟ ସିନେମାର…
Read More...

ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳିବିନିମୟ: ୨ ମାଓବାଦୀ ନିହତ

ବିଜାପୁର : ଛତିଶଗଡ ବିଜାପୁରରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି । ନିହତ ମାଓବାଦୀଙ୍କ ମୃତଦେହ ସହ ଅସ୍ତ୍ରଶସ୍ତ୍ର ଓ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ…
Read More...