ବୁନ୍ଦେଲଖଣ୍ଡରେ ୫ଜଣଙ୍କୁ ହତ୍ୟା କରିବା ଘଟଣା: ୧୦ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

କାନପୁର: ବୁନ୍ଦେଲଖଣ୍ଡରେ ୫ଜଣଙ୍କୁ ହତ୍ୟା କରିବା ଘଟଣାରେ ଆଜି ୧୦ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଯାହାଫଳରେ ଉତ୍ତର ପ୍ରଦେଶର ହମୀରପୁର ଜିଲାର ବିଜେପି ବିଧାୟକ ଅଶୋକ ସିଂହ ଚନ୍ଦେଲଙ୍କୁ ବଡ଼ ଝଟ୍‌କା…
Read More...

ଜୈସ୍‌ ଧମକ ପରେ ପଞ୍ଜାବ ଓ ରାଜସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: ପାକିସ୍ତାନରୁ ସଂଚାଳିତ ହେଉଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦ (ଜେଇଏମ୍‌) ପଞ୍ଜାବର ଫିରୋଜପୁର ରେଳ ଡିଭିଜନ ଅନ୍ତର୍ଗତ ପାଞ୍ଚଟି ରେଳ ଷ୍ଟେସନ୍‌କୁ ବୋମା ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଧମକ…
Read More...

୨୪ ବର୍ଷ ପରେ ଗୋଟିଏ ମଞ୍ଚରେ ମୁଲାୟମ-ମାୟାବତୀ

ମୈନପୁରୀ : ଉତ୍ତରପ୍ରଦେଶରେ ଦୀର୍ଘ ୨୪ ବର୍ଷ ପରେ ସମାଜବାଦୀ ପାର୍ଟି (ଏସ୍‍ପି)ର ପୂର୍ବତନ ଅଧ୍ୟକ୍ଷ ମୁଲାୟମ ସିଂହ ଯାଦବ ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‍ପି) ଅଧ୍ୟକ୍ଷା ମାୟାବତୀଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ…
Read More...

୬ ପୋଲିଂ କର୍ମଚାରୀ ନିଲମ୍ବିତ

ବରଗଡ : ନିର୍ବାଚନ କାର୍ଯ୍ୟରେ ଅବହେଳା ଯୋଗୁଁ ୬ ଜଣ ପୋଲିଂ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣ ପ୍ରିଜାଇଡିଂ ଏବଂ ଅନ୍ୟ ୩ ଜଣ ସେକ୍ଟର ଅଫିସର ରହିଛନ୍ତି । ୬୮ ନମ୍ବର ବୁଥର ପ୍ରିଜାଇଡିଂ ଅଫିସର…
Read More...

କୁମ୍ଭୀର ମୃତଦେହ ଉଦ୍ଧାର

କେନ୍ଦ୍ରାପଡା : ଆଳି ବ୍ଲକ ଅନ୍ତର୍ଗତ ବଳିତର ଘାଟିରେ ଏକ ମୃତ କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି । ମୃତ କୁମ୍ଭୀରର ଲମ୍ବ ପ୍ରାୟ ୮ ଫୁଟ ଏବଂ ଏହା ବଉଳା ପ୍ରଜାତିର ବୋଲି ଜଣାପଡିଛି । ଶୁକ୍ରବାର ସକାଳେ ସ୍ଥାନୀୟ ଲୋକେ…
Read More...

ବିଜୁ ଜନତା ଦଳ ମହିଳାମାନଙ୍କୁ ହକ୍‌ ଦେଇଛି: ନବୀନ

ଭୁବନେଶ୍ୱର: ବିଜୁ ଜନତା ଦଳ ମହିଳାମାନଙ୍କୁ ହକ୍‌ ଦେଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନେ କେନ୍ଦ୍ର ଯୋଜନା ଠାରୁ ଦୁଇଗୁଣ ଟଙ୍କା ପାଉଥିବା କଥା ଶୁକ୍ରବାର ଦିନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର…
Read More...

ପୁଣି ୧୫ କିମି ଜଙ୍ଗଲୀ ରାସ୍ତାରେ ଚାଲିଲେ ପୋଲିଂ ପାର୍ଟି ଅଧିକାରୀ

ଭୁବନେଶ୍ୱର : ପ୍ରଥମ ପର୍ୟ୍ୟାୟ ନିର୍ବାଚନ ଭଳି ଦ୍ୱିତୀୟ ପର୍ୟ୍ୟାୟରେ ମଧ୍ୟ ମାଓ ପ୍ରବଣ ଅଞ୍ଚଳରେ ପୋଲିଂ ପାର୍ଟିଙ୍କୁ ସମାନ ଅବସ୍ଥା ଭୋଗିବାକୁ ପଡିଛି ।  କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକର ୨ଟି ବୁଥର ପୋଲିଂ ପାର୍ଟିର…
Read More...

ଉଷାଶ୍ରୀ ହତ୍ୟାକାଣ୍ଡ ମାମଲା : ଅଭିଯୁକ୍ତଙ୍କ ଜାମିନ ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ : ବହୁ ଚର୍ଚ୍ଚିତ ଉଷାଶ୍ରୀ ପରିଡ଼ା ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ସ୍ୱାମୀ ଡାକ୍ତର ସୋମନାଥ ପରିଡ଼ାଙ୍କ ଜାମିନ ଆବେଦନର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର…
Read More...

ନନ୍ଦନକାନନରେ ଅଣ୍ଡିରା ତାମାରିନ୍‌ ମାଙ୍କଡ଼ ମୃତ

ବାରଙ୍ଗ: ଶୁକ୍ରବାର ଦିନ ବାରଙ୍ଗସ୍ଥିତ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଗୋଟିଏ ଅଣ୍ଡିରା ତାମାରିନ୍‌ ମାଙ୍କଡ଼ର ମୃତ୍ୟୁ ଘଟିଛି। ସେ ପ୍ରାଣୀ ଚିକିତ୍ସା କେନ୍ଦ୍ରର କ୍ୱାରେଣ୍ଟାଇନ୍‌ରେ ରହୁଥିଲା। ତା’ର ଶବ ବ୍ୟବଚ୍ଛେଦ…
Read More...

ହିଙ୍ଗୁଳା ପୀଠରେ ଅଘଟଣ

ଅନୁଗୁଳ: ତାଳଚେରର ମା’ ହିଙ୍ଗୁଳା ପୀଠରେ ଅଘଟଣ । ମା’ଙ୍କ ଅଗ୍ନିରୂପ ଲାଗିଥିବା ଚାନ୍ଦୁଆ ଛିଣ୍ଡିଲା । ସଂନ୍ଧ୍ୟାରେ ହଠାତ୍ ଝଡ ତୋଫାନ ଆସିବାରୁ ଚାନ୍ଦୁଆ ଛିଡି ପଡିଛି । ଝଡ଼ ତୋଫାନରେ ପ୍ରାୟ ଦୋକାନ ଏବଂ ଅସ୍ଥାୟୀ ଟେଂଟ…
Read More...