Politics ପୁରୀରେ ଅମିତ ଶାହାଙ୍କ ରୋଡ ଶୋ’ OPA Apr 9, 2019 0 ପୁରୀ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଥମି ଯାଇଛି। ମାତ୍ର ଦ୍ଵିତୀୟ ପର୍ୟ୍ୟାହୟ ମତଦାନ ହେବାକୁ ଥିବା ଅଞ୍ଚଳରେ ରାଜନୈତିକ ଦଳ ଗୁଡିକ ପକ୍ଷରୁ ପ୍ରଚାର ଜୋରସୋରରେ ଚାଲିଛି। ଓଡ଼ିଶାରେ ମିଶନ ୧୨୦ରେ!-->… Read More...
Odisha ଛତିଶଗଡ଼ ମାଓ ଆକ୍ରମଣ ପରେ ନକ୍ସଲ ପ୍ରବଣ ଜିଲାକୁ ଆଲର୍ଟ କଲେ ଡିଜିପି OPA Apr 9, 2019 0 ଭୁବନେଶ୍ଵର : ଛତିଶଗଡ଼ରେ ମଙ୍ଗଳବାର ମାଓ ଆକ୍ରମଣ ପରେ ନକ୍ସଲ ପ୍ରବଣ ଜିଲାର ଏସପିମାନଙ୍କୁ ଆଲର୍ଟ ରହିବା ପାଇଁ ଓଡ଼ିଶା ଅତିରିକ୍ତ ଦାୟିତ୍ଵରେ ଥିବା ଡ଼ିଜିପି ବିଜୟ ଶର୍ମା ପରାମର୍ଶ ଦେଇଛନ୍ତି। ଏହାସହିତ ପ୍ରାର୍ଥୀ!-->… Read More...
Politics ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ OPA Apr 9, 2019 0 ଭୁବନେଶ୍ୱର: ମଙ୍ଗଳବାର ଅପରାହ୍ନରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ କିଛି ସରକାରୀ କର୍ମଚାରୀ ବିଜେଡିର ଦଳୀୟ କର୍ମୀଙ୍କ ପରି!-->… Read More...
National ଦାନ୍ତେୱାଡାରେ ମାଓବାଦୀଙ୍କ ଆକ୍ରମଣ: ବିଧାୟକ ମୃତ, ୫ ଯବାନ ସହିଦ OPA Apr 9, 2019 0 ଦାନ୍ତେୱାଡା : ଲୋକସଭା ନିର୍ବାଚନ ପ୍ରଥମ ପ୍ରର୍ଯ୍ୟାୟ ମତଦାନର ଦୁଇ ଦିନ ପୂର୍ବରୁ ମଙ୍ଗଳବାର ଅପରାହ୍ଣରେ ମାଓବାଦୀମାନେ ଛତିଶଗଡ଼ ଦାନ୍ତେୱାଡାରେ ବଡ଼ଧରଣର ଆକ୍ରମଣ କରିଛନ୍ତି। ଏଥିରେ ସ୍ଥାନୀୟ ବିଧାୟକଙ୍କ ମୃତ୍ୟୁ!-->… Read More...
Bignews ଇସ୍ତାହାର ଜାରି କଲା ବିଜେଡି OPA Apr 9, 2019 0 ଭୁବନେଶ୍ୱର: ବିଜୁ ଜନତା ଦଳର ନିର୍ବାଚନୀ ଇସ୍ତାହାର ମଙ୍ଗଳବାର ଉନ୍ମୋଚିତ ହୋଇଯାଇଛି। ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ନବୀନ କହିଛନ୍ତି, ଆମେ!-->… Read More...
Politics ଗୋଆ ପାଇଁ ଶିବସେନାର ନିର୍ବାଚନୀ ଇସ୍ତାହାର ପ୍ରକାଶ OPA Apr 9, 2019 0 ପାଣାଜୀ : ଗୋଆ ଲୋକସଭା ନିର୍ବାଚନ ପାଇଁ ଶିବସେନା ପକ୍ଷରୁ ମଙ୍ଗଳବାର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ଏଥିରେ ଖଣି ଖନନ ପୁନଃ ଆରମ୍ଭ, ବନ୍ୟଜୀବୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି।!-->… Read More...
Politics ବିଜେପିରେ ମିଶିଲେ ବରିଷ୍ଠ ନେତା ରବି ପାଣି OPA Apr 9, 2019 0 ଭୁବନେଶ୍ୱର : ପୂର୍ବତନ ସାଂସଦ ତଥା ପୂର୍ବତନ ବିଧାୟକ ରବି ପାଣି ବିଜେପିରେ ଯୋଗ ଦେଇଛନ୍ତି । ମଙ୍ଗଳବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ରବି ପାଣି ବିଧିବଦ୍ଧ ଭାବେ ବିଜେପିରେ ଯୋଗ!-->… Read More...
Politics ଖାତାରେ ୧୫ ଲକ୍ଷ ଲେଖାଏଁ ଜମା କରାଯିବ ବୋଲି କେବେ କୁହାଯାଇନାହିଁ: ରାଜନାଥ ସିଂହ OPA Apr 9, 2019 0 ନୂଆଦିଲ୍ଲୀ : ଲୋକଙ୍କ ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଲେଖାଏଁ ଟଙ୍କା ଜମା କରାଯିବ ବୋଲି କେବେ ବି କୁହାଯାଇନାହିଁ। ୨୦୧୪ ଲୋକସଭା ନିର୍ବାଚନ ସମୟରେ ଏଭଳି କୌଣସି ପ୍ରତିଶ୍ରୁତି ଦିଆଯାଇନଥିଲା ବୋଲି ଗୃହ ମନ୍ତ୍ରୀ ରାଜନାଥ!-->… Read More...
Politics ମୁଣ୍ଡିଆମାରି ଗ୍ରାମବାସୀଙ୍କୁ ଭୋଟ ଭିକ୍ଷା କଲେ ପୂର୍ବତନ ଡିଜି ପ୍ରକାଶ ମିଶ୍ର OPA Apr 9, 2019 0 ନରସିଂହପୁର: ବିଜେପି ପ୍ରାର୍ଥୀ ତଥା ପୂର୍ବତନ ଡିଜି ପ୍ରକାଶ ମିଶ୍ର ଅଭିନବ ଢଙ୍ଗରେ ଭୋଟ ମାଗିଛନ୍ତି। ବଡ଼ମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀରେ ବୁଲି ବୁଲି ସେ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି।ବଡ଼ମ୍ବା!-->!-->!-->… Read More...
Politics ବିରୋଧୀଙ୍କ ଉପରେ ବର୍ଷିଲେ ମୋଦୀ OPA Apr 9, 2019 0 ଲାତୁର: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ଦିବଗନ୍ତ ନେତା ବିଳାସ ରାଓ ଦେଶମୁଖଙ୍କ ନିର୍ବାଚନ ମଣ୍ଡଳୀ ଲାତୁରରେ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ କଂଗ୍ରେସ ଉପରେ!-->… Read More...