ଭୋଟ ଦିନ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ସପ୍ତଦଶ ଲୋକସଭା ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସୋମବାର ଭୋଟ ଦିନକୁ ସରକାରୀ ଛୁଟି ଘୋଷଣା କରିଛନ୍ତି। ମତଦାନ ଦିନ ସରକାରୀ କାର୍ଯ୍ୟାଳୟ ଏବଂ ମାଜିଷ୍ଟ୍ରେଟ କୋର୍ଟ…
Read More...

ଆରଜେଡିର ନିର୍ବାଚନୀ ଇସ୍ତାହାର: ସଂରକ୍ଷଣ ଓ ରୋଜଗାର ପ୍ରତିଶ୍ରୁତି

ପାଟନା : ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୋମବାର ନିଜ ନିର୍ବାଚନୀ ଇସ୍ତାହାର ଜାରି କରିଛି। ଦଳୀୟ ନିର୍ବାଚନୀ ଇସ୍ତାହାରରେ ସଂରକ୍ଷଣ ଏବଂ ରୋଜଗାରକୁ ପ୍ରମୁଖ ସ୍ଥାନ ଦିଆଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଆରଜେଡି…
Read More...

ବିକ୍ରି ହେବ ଜେଟ୍‌ ଏୟାରୱେଜ୍‌ର ୭୫% ଅଂଶଧନ

ନୂଆଦିଲ୍ଲୀ: ଭାରତର ସର୍ବ ପୁରାତନ ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଜେଟ୍‌ ଏୟାରୱେଜ୍‌ ଋଣଭାରରେ ବୁଡିଛି। ସଂସ୍ଥା ପାଖାପାଖି ୧୦୦ କୋଟି ଡଲାର ଅର୍ଥରାଶି ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କଠାରୁ ଋଣ କରିଛି।…
Read More...

୧୫ରେ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ : ଆସନ୍ତା ୧୫ ତାରିଖରେ ବିଶ୍ବକପ ପାଇଁ ଭାରତୀୟଦଳ ଘୋଷଣା ହେବ । ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଥିବା ଚୟନ କମିଟି ବିଶ୍ବକପ ପାଇଁ ୧୫ ଜଣିଆ ଦଳ ଚୟନ କରିବ । ଏ ସଂପର୍କରେ ଆଜି ବିସିସିଆଇର ପ୍ରଶାସନିକ…
Read More...

ଆତଙ୍କବାଦୀଙ୍କ ବିରୋଧରେ ୨୦୩ ଆସଲ୍ଟ ରାଇଫଲ ବ୍ୟବହାର କରିବ ସେନା

ନୂଆଦିଲ୍ଲୀ : ଖୁବଶୀଘ୍ର ଆତଙ୍କବାଦୀ ବିରୋଧୀ ଅଭିଯାନରେ ସାମିଲ ଯବାନଙ୍କୁ ଏକେ-୨୦୩ ଆସଲ୍ଟ ରାଇଫଲ ପ୍ରଦାନ କରାଯିବ। ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ଏହି ରାଇଫଲ ବ୍ୟବହାର କରାଯିବ। ଏହି ଆସଲ୍ଟ ରାଇଫଲ…
Read More...

ଲଣ୍ଡନ କୋର୍ଟରେ ମାଲ୍ୟାଙ୍କୁ ଝଟକା: ପ୍ରତ୍ୟାର୍ପଣ ବିରୋଧୀ ଆବେଦନ ଖାରଜ

ନୂଆଦିଲ୍ଲୀ : ପଳାତକ ମଦ ବ୍ୟବସାୟୀ ତଥା ଅର୍ଥନୈତିକ ଅପରାଧୀ ବିଜୟ ମାଲ୍ୟାଙ୍କୁ ସୋମବାର ଲଣ୍ଡନ କୋର୍ଟରେ ବଡ଼ ଝଟକା ଲାଗିଛି। ସୂଚନା ଅନୁସାରେ ପ୍ରତ୍ୟାର୍ପଣ  ନିର୍ଦେଶ ବିରୋଧରେ ମାଲ୍ୟାଙ୍କ ଆବେଦନକୁ ଲଣ୍ଡନ କୋର୍ଟ ଖାରଜ…
Read More...

ନବୀନଙ୍କ ଘୋଷଣା: ଗରିବ ଝିଅଙ୍କୁ ବିବାହ ସମୟରେ ୨୫ ହଜାର ଟଙ୍କାର ସହାୟତା ପ୍ରଦାନ

ନୂଆପଡ଼ା : ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନୂଆପଡ଼ା କୋମନା ନିର୍ବାଚନୀ ସଭାରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ନିଜ ଅଭିଭାଷଣରେ…
Read More...

ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି ଅମିତ ଶାହା

ଭୁବନେଶ୍ୱର : ସାଧାରଣ ନିର୍ବାଚନ ମତଦାନ ପାଇଁ ଆଉ ଅଳ୍ପ ଦିନ ବାକି ରହିଲା। ଓଡ଼ିଶାକୁ ବାରମ୍ବାର ବିଜେପି ବରିଷ୍ଠ ନେତାମାନେ ଆସି ନିଜର ଉଦବୋଧନ ଦେଉଛନ୍ତି। ବିଜେପି ଅଧ୍ୟକ୍ଷ ଅମିତ ଶାହା ନିକଟରେ ଅନେକ ଥର ଓଡ଼ିଶା ଆସି…
Read More...

ବିଜେପିର ‘ସଙ୍କଳ୍ପ ପତ୍ର’ ଉନ୍ମୋଚିତ: କୃଷକଙ୍କୁ ବିନା ସୁଧରେ ଋଣ ମିଳିବ

ନୂଆଦିଲ୍ଲୀ:  ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ସୋମବାର ନୂଆଦିଲ୍ଲୀଠାରେ ସଙ୍କଳ୍ପ ପତ୍ର ଉନ୍ମୋଚନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ,…
Read More...

ଫେସବୁକରେ ବିଜ୍ଞାପନ ୧୦କୋଟି ଟପିଲା

ନୂଆଦିଲ୍ଲୀ: ନିର୍ବାଚନ ସମୟ ପାଖେଇ ଆସୁଥିବାବେଳେ ସାମାଜିକ ଗଣମାଧ୍ୟମରେ ପ୍ରଚାର ବଢିବାରେ ଲାଗିଛି। ବିଭିନ୍ନ ଦଳ ଓ ପ୍ରାର୍ଥୀ ସାମାଜିକ ଗଣମାଧ୍ୟମକୁ ଅନ୍ୟତମ ପ୍ରଚାର ମାଧ୍ୟମ ଭାବେ ଗ୍ରହଣ କରିଛନ୍ତି। ଏହି କ୍ରମରେ…
Read More...