କଂଗ୍ରେସ ଛାଡିଲେ ସୁମିତ୍ରା ଜେନା

ଭୁବନେଶ୍ବର : ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଟିକେଟ ବଣ୍ଟନକୁ ନେଇ ସୁମିତ୍ରା ଅସନ୍ତୁଷ୍ଟ ଥିଲେ। ଏହି କାରଣରୁ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଆୟୋଜିତ…
Read More...

ଯୌନ କେଳେଙ୍କରୀରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବିଜେଡି ପ୍ରାର୍ଥୀ କରିଛି: ଧର୍ମେନ୍ଦ୍ର

ଭୁବନେଶ୍ଵର: ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଯେଉଁ ସଭାକୁ ଯାଉଛନ୍ତି ୫ବର୍ଷରେ କ’ଣ କରିଛନ୍ତି ତାହା…
Read More...

ସମସ୍ତ ଝିଅଙ୍କୁ ମାଗଣାରେ ଶିକ୍ଷା ସୁବିଧା ଉପଲବ୍ଧ କରାଯିବ : ନବୀନ

ଭବାନୀପାଟଣା : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜୟପାଟଣାର ସାଧାରଣ ସଭାରେ ଯୋଗଦେଇ କହିଛନ୍ତି ମା’ମାନେ ବିକାଶର ପ୍ରକୃତ ଡବଲ ଇଞ୍ଜିନ୍ । ବିଜେଡ଼ି କ୍ଷମତାକୁ ଆସିଲେ ମହିଳାଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ…
Read More...

ହସ୍ପିଟାଲରେ ଆତଙ୍କବାଦୀ ଆକ୍ରମଣ; ସୁରକ୍ଷାକର୍ମୀ ମୃତ: ଆରଏସଏସ ନେତା ଗୁରୁତର

ଜାମ୍ମୁ: ଜାମ୍ମୁ-କାଶ୍ମୀରର ଏକ ହସ୍ପିଟାଲରେ ମଙ୍ଗଳବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଜଣେ ଆରଏସଏସ ନେତାଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିବାବେଳେ ଏଥିରେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି।…
Read More...

ଦୁଇ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ବର: ଆଜି ଦୁଇଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଛି କଂଗ୍ରେସ । ନିମାପଡା ଓ ବଡଚଣା ବିଧାନସଭା ଆସନ ପାଇଁ ଆଜି ନୂଆ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବଡଚଣାରୁ କଂଗ୍ରେସ ପ୍ରାର୍ଥୀ ହେବେ ଅଜୟ ସାମଲ…
Read More...

ମା’ ମାଣିକେଶ୍ବରୀଙ୍କୁ ଦର୍ଶନ କଲେ ନବୀନ

କଳାହାଣ୍ଡି : ନିର୍ବାଚନ ପ୍ରଚାର ପାଇଁ ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିଛନ୍ତି। ସେଠାରେ ସେ ମା’ ମାଣିକେଶ୍ବରୀଙ୍କ ପୀଠକୁ ଯାଇ ଆଶୀର୍ବାଦ ଭିକ୍ଷା କରିଛନ୍ତି। ମାଣିକେଶ୍ବରୀଙ୍କ ଦର୍ଶନ ପ​‌ରେ…
Read More...

+୨ ଖାତାଦେଖା ଆରମ୍ଭରୁ ବିଭ୍ରାଟ

ଭୁବନେଶ୍ୱର: ସୋମବାରଠାରୁ ଯୁକ୍ତ ଦୁଇ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଅନଲାଇନ ମୂଲ୍ୟାୟନ କେନ୍ଦ୍ରଗୁଡିକରେ ନାହିଁ ନ ଥିବା ଅସୁବିଧା ସୃଷ୍ଟି ହୋଇଛି। ପ୍ରଥମ ଦିନରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ…
Read More...

ଆଜି ଶେଷ ହେଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର

ଭୁବନେଶ୍ବର : ଆସନ୍ତା ୧୧ରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର ଶେଷ ହେଉଛି। ସେଥିପାଇଁ ସମସ୍ତ ଦଳର ପ୍ରାର୍ଥୀମାନେ ଜୋରସୋର ପ୍ରଚାରରେ ଲାଗି ପଡିଛନ୍ତି। ଅନେକ ଦଳରେ…
Read More...

ପୁଣି ଏସ୍‌ସିବି ମେଡିକାଲରେ ଅଗ୍ନିକାଣ୍ଡ

କଟକ : ପୁଣି ଏସ୍‌ସିବି ବଡ଼ ମେଡିକାଲରେ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଏସ୍‌ସିବି ବଡ଼ ମେଡିକାଲର ରେକର୍ଡ ସେକ୍‌ସନରେ ଘଟିଛି ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ମେଡିକାଲର ରେକର୍ଡ ସେକ୍‌ସନରେ ଥିବା ବହୁ…
Read More...

ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ବିଜୟ କୁମାର ଶର୍ମା

ଭୁବନେଶ୍ୱର: ହୋମଗାର୍ଡ ଏବଂ ପୁଲିସ ଡିଜି ବି.କେ ଶର୍ମା ସୋମବାର ଡିଜିପି ଇନଚାର୍ଜ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।  ଡିଜିପ ଭାବେ ଦାୟିତ୍ୱ ନେବା ପରେ ଶ୍ରୀ ଶର୍ମା ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ନକ୍ସଲ…
Read More...