ଦଳୀୟ ବିଶୃଙ୍ଖଳା ପାଇଁ ୧୮ଜଣଙ୍କୁ ବିଜେପିରୁ ବହିଷ୍କୃତ

ଭୁବନେଶ୍ୱର:ଦଳୀୟ ଅନୁଶାସନ ଭଙ୍ଗ ଏବଂ ବିଶୃଙ୍ଖଳା ପାଇଁ ରାଜ୍ୟସଭାପତି ବସନ୍ତ ପଣ୍ଡାଙ୍କ ଅନୁମୋଦନକ୍ରମେ ୧୮ଜଣ ଛାମୁଆ ନେତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ସେଥିମଧ୍ୟରେ ଧର୍ମଗଡ ବିଧାନସଭା କ୍ଷେତ୍ରରୁ ରବି ପାଟ୍ଟଯୋଶୀ,…
Read More...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ୪ ଘଣ୍ଟା ବନ୍ଦ

ପୁରୀ : ପୁରୀ ଶ୍ରୀମନ୍ଦିରର ମହାପ୍ରଭୁଙ୍କ ଗୁପ୍ତ ନୀତି ଖସାପଡ଼ା ସୋମବାର ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀଜିଉଙ୍କ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ। ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ…
Read More...

ଫ୍ଲୋରିଡାରେ ୧୭ ଫୁଟିଆ ଅଜଗର ଧରି ରେକର୍ଡ କଲେ ବୈଜ୍ଞାନିକ

ମିଆମି: ପ୍ରଥମ ଥର ଲାଗି ବୈଜ୍ଞାନିକମାନେ ଗୋଟାଏ ୧୭ ଫୁଟ୍‌ରୁ ଅଧିକ ଲମ୍ବ ମାଈ ଅଜଗରଟାଏ ଧରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡାରୁ ଧରାଯାଇଥିବା ଏହି ଅଜଗରଟିର ଓଜନ ୬୩ କିଲୋ ୫୦୦ ଗ୍ରାମ୍‌। ତା’ ପେଟରେ ରହିଛି…
Read More...

ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ସୋମବାର ସକାଳ ସମୟରୁ ବର୍ଷା ସହ ପବନ ମଧ୍ୟ ହୋଇଛି। ୨୪ ଘଣ୍ଟା…
Read More...

ଆଜିଠୁ ଯୁକ୍ତ ଦୁଇ ଖାତା ଦେଖା

ଭୁବନେଶ୍ୱର : ଯୁକ୍ତ ଦୁଇ ଖାତା ଦେଖା ସୋମବାର ଠାରୁ ଆରମ୍ଭ ହେଉଛି। ଆଜିଠାରୁ ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଏପ୍ରିଲ ୧୮ ତାରିଖ ଯାଏ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାଙ୍କନ…
Read More...

କଂଗ୍ରେସ ଓ ଏନସିପି ମେଣ୍ଟର ଷ୍ଟାର ପ୍ରଚାରକ ହେବେ ରାଜ୍‌ ଠାକ୍‌ରେ

ମୁମ୍ବାଇ: ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ମେଣ୍ଟର ଷ୍ଟାର ପ୍ରଚାରକ ବନିଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ ଏନ୍‌ଏସ)ର ଅଧ୍ୟକ୍ଷ ରାଜ୍‌ ଠାକ୍‌ରେ। ୨୦୧୯ ଲୋକସଭା ନିର୍ବାଚନରେ ଏମଏନଏସ କୌଣସି ପ୍ରାର୍ଥୀ…
Read More...

ଆସନ୍ତାକାଲି ଭାରତୀୟ ସେନାରେ ସାମିଲ ହେବ ପ୍ରଥମ ‘ଦେଶୀ ବୋଫୋର୍ସ’ ଧନୁଷ

ନୂଆଦିଲ୍ଲୀ: ଭାରତୀୟ ସେନାର ଶକ୍ତି ଓ ସାମର୍ଥ୍ୟକୁ ବଢ଼ାଇବା ପାଇଁ ସୋମବାରଠାରୁ ସେନାରେ ସାମିଲ୍‌ ହେବାକୁ ଯାଉଛି ଦେଶର ପ୍ରଥମ ‘ଦେଶୀ ବୋଫୋର୍ସ’ ଧନୁଷ ୧୫୫ଏମ୍‌ଏମ୍‌/୪୫ କ୍ୟାଲିବରେ ଟୋଡ୍‌ ଗନ୍‌ ସିଷ୍ଟମ। ଏହା ଏବେ…
Read More...

ସାଢ଼େ ୪ କୋଟି ଓଡ଼ିଆ ମୋର ପରିବାର: ନବୀନ

ରାୟଗଡ଼ା:ରବିବାର ଦକ୍ଷିଣ ଓଡ଼ିଶାର ରାୟଗଡ଼ାରେ ହାଇଟେକ୍‌ ନିର୍ବାଚନୀ ପ୍ରଚାର କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ନବୀନ କହିଛନ୍ତି, ରାଜ୍ୟର ବିକାଶ ପାଇଁ ବିଜେଡ଼ି ସରକାର କାମ କରୁଛି। ଚାଷ ଓ…
Read More...

ବିଜେପି ନିର୍ବାଚନୀ ଗୀତ ଉପରେ କଟକଣା, କଂଗ୍ରେସ ଗୀତର ଶବ୍ଦ ବଦଳାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନୀ ପ୍ରଚାର ପାଇଁ ସମସ୍ତ ରାଜନୈତିକ ଦଳ ଗୀତ, ନାଚଠାରୁ ଆରମ୍ଭ କରି ବହୁ ମାଧ୍ୟମ ଆପଣାଉଛନ୍ତି। ଏହି କ୍ରମରେ ବିଜେପି, କଂଗ୍ରେସ ଓ ଅନ୍ୟ ଦଳଗୁଡ଼ିକ ନିର୍ବାଚନୀ ଗୀତ ମାଧ୍ୟମରେ ପ୍ରଚାର…
Read More...

ବିଜେଡି ଶାସନ କଂଗ୍ରେସଠାରୁ ନିକୃଷ୍ଟ: ଅମିତ ଶାହ

ଭୁବନେଶ୍ଵର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ରବିବାର ଓଡ଼ିଶା ଗସ୍ତରେ ଆସିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିଜେପିର ରାଜ୍ୟ କାର୍ଯ୍ୟାଳୟଠାରେ ଦଳର ସଙ୍କଳ୍ପ ପତ୍ର ଉନ୍ମୋଚନ…
Read More...