ଆଜି ପ୍ରଧାନମନ୍ତ୍ରୀ ‘ମେଁ ଭି ଚୌକିଦାର’ କାର୍ଯ୍ୟକ୍ରମ ଜରିଆରେ ୫୦୦ ରୁ ଅଧିକ ସହର ସହିତ ଯୋଡ଼ି ହେବେ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦୀ ନୂଆଦଲ୍ଲୀର ତାଲକଟୋରା ଷ୍ଟାଡିଅମ୍‌ ରେ ଏକ ମେଗା କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହା ଜରିଆରେ ସେ ଦେଶର ୫୦୦ରୁ ଅଧିକ ଅଞ୍ଚଳ ସହିତ ଯୋଡ଼ି ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
Read More...

ଏବେ ମୁଁ ଭାରତରେ ପୋଷ୍ଟର ବୟ:ବିଜୟ ମାଲ୍ୟା

ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କ୍‌ଗୁଡ଼ିକଠାରୁ କୋଟି କୋଟି ଟଙ୍କା ଋଣ ନେଇ ପଳାତକ ଘୋଷିତ ହୋଇଥିବା ବିଜୟ ମାଲ୍ୟା ଆଜି ସକାଳେ ଏକ ଟ୍ୟୁଟ୍‌ କରିଛନ୍ତି। ସେଥିରେ ସେ ଦର୍ଶାଇଛନ୍ତି ଯେ ଭାରତରେ ଏବେ ସେ ଜଣେ ପୋଷ୍ଟର ବୟ। ଏହା…
Read More...

ବିଜେଡିରୁ ଇସ୍ତଫା ଦେଲେ ରଘୁନାଥ ମହାନ୍ତି

ଭୁବନେଶ୍ବର : ଗତକାଲି ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ତଥା ବସ୍ତାର ପୂର୍ବତନ ବିଧାୟକ ରଘୁନାଥ ମହାନ୍ତି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି।। ସେ ଦଳର ପ୍ରାଥମିକ ସଦସ୍ୟ…
Read More...

ନିର୍ବାଚନ ପ୍ରଚାର ପାଇଁ ନବୀନଙ୍କ ସ୍ୱତନ୍ତ୍ର ବସ୍

ଭୁବନେଶ୍ୱର : ରାଜ୍ୟରେ ନିର୍ବାଚନ ପ୍ରଚାର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଅଭିନବ ଉପାୟ ଆପଣାଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ କରି ଲୋକଙ୍କ ନିକଟତର ହେବା ପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଏକ…
Read More...

ପୁଲଓ୍ଵାମାରେ ସିଆର୍‌ପିଏଫ୍‌ ଯବାନଙ୍କ ଉପରକୁ ଗ୍ରେନେଡ୍‌ ଫିଙ୍ଗିଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ପୁଣି ଏକ ଆତଙ୍କବାଦୀ ଆକ୍ରମଣ ଘଟିଛି। ପୁଲଓ୍ଵାମାସ୍ଥିତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ନିକଟରେ କିଛି ଆତଙ୍କବାଦୀ ସିଆର୍‌ପିଏଫ୍‌ ଯବାନଙ୍କର ଏକ ଦଳ ଉପରକୁ ଗ୍ରେନେଡ୍‌ ମାଡ଼…
Read More...

ପଦ୍ମ ଧରିଲେ ଭଦ୍ରକ ସାଂସଦ ଅର୍ଜୁନ ସେଠୀ

ଭୁବନେଶ୍ୱର: ଆଜି ସକାଳେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଶନିବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ ଓ ତାଙ୍କ ପୁତ୍ର…
Read More...

ଆସନ୍ତାକାଲି ଖୋଲା ରହିବ ସରକାରୀ ବ୍ୟାଙ୍କ

ନୂଆଦିଲ୍ଲୀ:ରବିବାର ଖୋଲା ରହିବ ବ୍ୟାଙ୍କ । ଆସନ୍ତାକାଲି ଅଥାର୍ତ ମାର୍ଚ୍ଚ ୩୧ରେ ଦେଶର ସମସ୍ତ ସରକାରୀ ନେଣଦେଣ କରୁଥିବା ନିର୍ଦ୍ଦିଷ୍ଟ ବ୍ୟାଙ୍କ୍ ଶାଖା ଗୁଡିକ ଖୋଲା ରହିବ । ଏନେଇ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ…
Read More...

୪.୪୨ଲକ୍ଷ କୋଟି ଟଙ୍କା ଋଣ ନେବେ ମୋଦି ସରକାର, ଏହି କାରଣ ପାଇଁ ନିଆଗଲା ଏତେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆର୍ଥିକ ବର୍ଷ ଆରମ୍ଭ ହେବା ପରେ ପରେ ୪.୪୨ଲକ୍ଷ କୋଟି ଟଙ୍କାର ଋଣ କରିବେ ବୋଲି ସାମ୍ନାକୁ ଆସିଛି । ଆର୍ଥିକ ବର୍ଷ ୨୦୧୯-୨୦ମସିହା ପାଇଁ ସରକାର ବଣ୍ଡକୁ ନିଲାମ କରି ଏହି ଋଣ କରିବେ ବୋଲି ଜଣା…
Read More...

ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢିବେ ବିଏସଏଫରୁ ବରଖାସ୍ତ ହୋଇଥିବା ଏହି ଯବାନ୍

ନୂଆଦିଲ୍ଲୀ: ବୋର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ୍‌)ରୁ ବାହାର ହୋଇଥିବା ଯବାନ ତେଜ୍‌ ବାହାଦୁର ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବାରାଣାସୀରେ ନିର୍ବାଚନ ଲଢିବା ପାଇଁ ଘୋଷଣା କରିଛନ୍ତି। ରେୱାଡି…
Read More...

ନିର୍ବାଚନ ପୂର୍ବରୁ ଚମ୍ପୁଆର କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ କାରରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦୁଝର: ଚମ୍ପୁଆର କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ କାର୍‌ରୁ ଶନିବାର ପୁଲିସ ଟଙ୍କା ଜବତ କରିଛି। ଟଙ୍କା ଜବତ ହୋଇଥିବା ବିଧାୟକ ପ୍ରାର୍ଥୀ ନାମ ଯଦୁମଣି ବାରିକ ବୋଲି ଜଣାପଡ଼ିଛି। ଯଦୁମଣିଙ୍କ କାରରୁ ଚମ୍ପୁଆ ପୁଲିସ ୧ଲକ୍ଷ…
Read More...