Politics ବିଜେଡି ଛାଡ଼ିଲେ ଭଦ୍ରକ ସାଂସଦ: ଟିକେଟ୍ ନମିଳିବାରୁ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଲେ ଅର୍ଜୁନ ସେଠୀ OPA Mar 30, 2019 0 ଭଦ୍ରକ: ଭଦ୍ରକ ବିଜେଡିକୁ ବଡ଼ ଝଟକା । ବିଜେଡି ଛାଡ଼ିଲେ ଭଦ୍ରକ ସାଂସଦ ଅର୍ଜୁନ ସେଠୀ । ଟିକେଟ୍ ନପାଇବାରୁ ବିଜେଡିରୁ ଇସ୍ତଫା ଦେଇଛନ୍ତି ଅର୍ଜୁନ । ଦଳର ପ୍ରାଥମିକ ସଦସ୍ୟ ସହ ସାଂସଦ ପଦ ଏବଂ ଜିଲ୍ଲା ବିଜେଡି ସଭାପତି!-->… Read More...
Politics ଉତ୍ତର ପ୍ରଦେଶରେ ଭାଜପା ସହିତ ମେଣ୍ଟ କରିବ ନିଷାଦ ପାର୍ଟି OPA Mar 30, 2019 0 ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶର ମହାମେଣ୍ଟରୁ ଏକ ରାଜନୈତିକ ଦଳ ନିଜକୁ ଅଲଗା ହେବାର ଘୋଷଣା କରିଛି। ତିନି ଦିନ ପୂର୍ବରୁ ଉତ୍ତର ପ୍ରଦେଶରେ ମହାମେଣ୍ଟର ଅଂଶୀଦାର ଥିବା ନିଷାଦ ପାର୍ଟି ଲୋକସଭା!-->… Read More...
Politics ପ୍ରୟାଗରାଜ୍ରୁ ନିର୍ବାଚନ ଲଢ଼ିବେ ଆପ୍ର ସର୍ବପ୍ରଥମ କିନ୍ନର ପ୍ରାର୍ଥୀ ଭଓ୍ଵାନୀ OPA Mar 30, 2019 0 ନୂଆଦିଲ୍ଲୀ: ଆମ୍ ଆଦ୍ମୀ ପାର୍ଟି (ଆପ୍)ର ସର୍ବପ୍ରଥମ କିନ୍ନର ପ୍ରାର୍ଥୀ ଭାବେ ଭଓ୍ଵାନୀ ନାଥ ବାଲ୍ମିକୀ ଚଳିତ ୨୦୧୯ ନିର୍ବାଚନରେ ଉତ୍ତରପ୍ରଦେଶର ପ୍ରୟାଗରାଜ ଲୋକସଭା ଆସନରୁ ଆଜି ନିଜର ନାମାଙ୍କନ ପତ୍ର ଦାଖଲ!-->… Read More...
Politics ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା OPA Mar 30, 2019 0 ଅହମ୍ମଦାବାଦ : ଶନିବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ୨୦୧୯ ନିର୍ବାଚନ ପାଇଁ ଗାନ୍ଧିନଗର ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଭରିଛନ୍ତି ବିଜେପି ଚାଣକ୍ୟ । ଅହମ୍ମଦାବାଦରେ!-->… Read More...
Odisha ବୋଲେରୋ ଭିତରୁ ୬. ୭ ଲକ୍ଷ ଟଙ୍କା ଜବତ OPA Mar 30, 2019 0 ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଛକରୁ ଶୁକ୍ରବାର ରାତି ପ୍ରାୟ ୧୧: ୩୦ରେ ଗୋଟାଏ ବୋଲେରୋ ଗାଡ଼ିରୁ ନିର୍ବାଚନ ଫ୍ଲାଇଙ୍ଗ୍ ସ୍କ୍ଵାଡ୍ ଟିମ୍ ୬ ଲକ୍ଷ ୭୦ ଟଙ୍କା ଜବତ କରିଛି।ଜବତ ଟଙ୍କା ସ୍ଥାନୀୟ ରଶ୍ମୀ!-->!-->!-->… Read More...
Politics ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା OPA Mar 30, 2019 0 ଗାନ୍ଧୀନଗର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଆଜି ଗୁଜୁରାଟର ଗାନ୍ଧୀନଗର ଲୋକସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଏବଂ ନିତିନ୍ ଗଡକରୀ ,ଶିବସେନା ପ୍ରମୁଖ ଉଦ୍ଧବ!-->… Read More...
Politics ଜନତାଙ୍କ ଭଲ ଅପେକ୍ଷା ନିଜକୁ ମଲେଇ ଯୋଗାଇ ଆସୁଥିଲା କଂଗ୍ରେସ:ପ୍ରଧାନମନ୍ତ୍ରୀ ମୋଦି OPA Mar 30, 2019 0 ଗାନ୍ଧୀନଗର: ଅରୁଣାଚଳ ପ୍ରଦେଶର ଆଲୋ ନିର୍ବାଚନ ରାଲିରେ ସମ୍ବୋନ୍ଧିତ କରି ପିଏମ୍ ମୋଦି କହିଛନ୍ତି , ବିକାଶର ଡବଲ୍ ଇଞ୍ଜନ୍ ପାଇଁ ମିଳୁଥିବା ଆଶିର୍ବାଦକୁ ମୁଁ ମୋ ମୁଣ୍ଡ ଉପରେ ରଖୁଛି । ଗତ ୫ ବର୍ଷରେ ନୂଆ ଭାରତର ନୂଆ!-->… Read More...
Politics ଆଜି ଅବଶିଷ୍ଟ ୩ ଲୋକସଭା ଓ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ ବିଜେଡି OPA Mar 30, 2019 0 ଭୁବନେଶ୍ୱର: ଆଜି ବିଜେଡିର ବଳକାଥିବା ୩ ଲୋକସଭା ଓ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ତାଲିକା ଆସିପାରେ । ଏନେଇ ନବୀନ ନିବାସରେ ନେତାଙ୍କ ଭିଡ଼ ମଧ୍ୟ ଜୋର ଧରିଛି । କିଏ ଟିକେଟ୍ ପାଇବ ଆଉ କାହାର ପତ୍ତା କଟିବ ତାକୁ!-->… Read More...
Odisha ମହାନଦୀ ଜଳବିବାଦ ମାମଲା: ପୁନର୍ବାର ଆପୋସ ସମାଧାନ ପାଇଁ ଦୁଇ ରାଜ୍ୟକୁ ନିର୍ଦେଶ, ପରବର୍ତ୍ତୀ ଶୁଣାଣି ମେ ୧୧ ତାରିଖ OPA Mar 30, 2019 0 ନୂଆଦିଲ୍ଲୀ: ମହାନଦୀ ଜଳ ସଂକ୍ରାନ୍ତରେ ଓଡ଼ିଶା ଓ ଛତିଗଡ଼ ମଧ୍ୟରେ ଉପୁଜି ଥିବା ଜଳ ବିବାଦ ଘଟଣାକୁ ପୁଣି ଥରେ ଆପୋସ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଶନିବାର ଦିନ ଟ୍ରିବୁନାଲ୍ ନିର୍ଦେଶ ଦେଇଛି।ଓଡ଼ିଶା କରିଥିବା!-->!-->!-->… Read More...
Odisha ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ବିଜେଡିର ବରିଷ୍ଠ ନେତା ରଘୁନାଥ OPA Mar 30, 2019 0 ଭୁବନେଶ୍ୱର: ଆଜି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ସେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଦେଲେ ଇସ୍ତଫାପତ୍ର!-->… Read More...