ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦ୍ଦୁଲାଙ୍କୁ ଇଡିର ଜେରା

ମୋ ବିରୋଧରେ କୌଣସି ଅଭିଯୋଗ ନାହିଁ। ଇଡି ଜାଲରେ ଫସିଥିବା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦ୍ଦୁଲା ଏହା କହିଛନ୍ତି। ବ୍ୟାଙ୍କ ଦୁର୍ନୀତି ମାମଲାରେ ଗୁରୁବାର ତାଙ୍କୁ ଘଣ୍ଟା ଘଣ୍ଟା ଧରି ଜେରା କରିଥିଲା ଇଡି।…
Read More...

ଏଥର କଡାକଡି ହେବ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା; ଆଜିରାତିରୁ ଜେଟିପି ସହ ମୁତୟନ ରହିବେ ପୁଲିସ କର୍ମଚାରୀ

ରୋଷଘରେ ଚୁଲି ଭଙ୍ଗା ଘଟଣା ପରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ଆଜି ରାତିରୁ ଶ୍ରୀମନ୍ଦିରରେ ଜେଟିପି ସହ ମୁତୟନ ରହିବେ ପୁଲିସ କର୍ମଚାରୀ। ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏନେଇ ସୂଚନା ଦେଇଛନ୍ତି।…
Read More...

ହନୀ ସିଂଙ୍କୁ ମାରପିଟ; ଥାନାରେ ମାମଲା ରୁଜୁ

ର‌୍ୟାପର ହନୀ ସିଂଙ୍କୁ ୫ଜଣ ଅଜ୍ଞାତ ଲୋକ ମାରପିଟ କରିଛନ୍ତି । ଏ ନେଇ ହନୀ ସିଂ ଥାନାରେ ମାମଲା ରୁଜୁ କରିଛନ୍ତି । ସେ ଏକ ସ୍ଥାନରେ ତାଙ୍କ ଶୋ କରୁଥିବା ବେଳେ ଏହି ବ୍ୟକ୍ତିମାନେ ଷ୍ଟେଜ ଉପରେ ଚଢ଼ି ବିୟର ବୋତଲ ଦେଖାଇବା ସହ…
Read More...

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା; ୩୬ପାଳିଆ ସେବାୟତଙ୍କ ଦ୍ୱାରା ହେବ ରଥର ନୀତିକାନ୍ତି ସମାପନ

ଦୁଇ ଦିନ ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏକାମ୍ର କ୍ଷେତ୍ରରେ ଅନୁଷ୍ଠିତ ହେବାକୁ ବହୁ ପ୍ରତୀକ୍ଷିତ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର କରି ଦିଆଯାଇଛି । ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ…
Read More...

ଏକାଥରକେ ୨୪ ମନ୍ତ୍ରୀ ଦେଲେ ଇସ୍ତଫା

ଆଜି ଏକ ନାଟକୀୟ ମୋଡରେ ଆନ୍ଧ୍ର ପ୍ରଦେଶର ୨୪ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ଏହି ଇସ୍ତଫା ପତ୍ର ପଠାଇଛନ୍ତି।ଆଜି ଅପରାହ୍ନ ୩ ଟାରେ ମୁଖ୍ୟମନ୍ତ୍ରୀ ଏକ ଜରୁରୀ କ୍ୟାବିନେଟ ବୈଠକ…
Read More...

କାର କାଚ ଭାଙ୍ଗି ଲୁଟିନେଲେ ୨ ଲକ୍ଷ ୪୦ ହଜାର ଟଙ୍କା

ରାଜଧାନୀର ବିଚ୍ ବଜାରରେ ଲୁଟ । ଭୁବନେଶ୍ବର ଜନଗହଳିପୂର୍ଣ୍ଣ ବାପୁଜନଗରରୁ ଆସିଛି ଲୁଟ ଅଭିଯୋଗ । ବ୍ରହ୍ମପୁରର ଗୋଟିଏ ପରିବାର ବାପୁଜୀ ନଗରରୁ ଟିଭି, ଫ୍ରିଜ୍ କିଣିବା ପାଇଁ କାର ପାର୍କିଂ କରି ଏକ ସୋ ରୁମକୁ ଯାଇଥିଲେ ।…
Read More...

ଋଷ ସେନା କମାଣ୍ଡରଙ୍କ ନୃଶଂସ ନିର୍ଦ୍ଦେଶ; ୫୦ ବର୍ଷରୁ କମ୍ ବୟସର ପୁରୁଷଙ୍କୁ ହତ୍ୟା କର

ଗଣମାଧ୍ୟମ ରିପୋର୍ଟରେ ଋଷ ସେନାକୁ ୟୁକ୍ରେନ ନରସଂହାର ପାଇଁ ଦୋଷୀ କୁହାଯାଉଛି। କାରଣ ୟୁକ୍ରେନର ବୁଚାଠାରେ ହୋଇଥିବା ହତ୍ୟାକାଣ୍ଡର ପ୍ରକୃତ ଅପରାଧୀ ଥିଲେ ଋଷ ସାମରିକ। ଏମିତିକି ଋଷ ସେନା କମାଣ୍ଡର ନିଜର ସେନାଙ୍କୁ କଡ଼ା…
Read More...

ଜୁଲାଇ ୧୭ରେ ନିଟ୍ ପରୀକ୍ଷା

ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ଜୁଲାଇ ୧୭ରେ ନିଟ୍ ପରୀକ୍ଷା। ଗୋଟିଏ ସିଟିଂରେ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି ପରୀକ୍ଷା କରାଯିବ। ପରୀକ୍ଷା ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।…
Read More...

ଭାରତକୁ ଆମେରିକାର ଚେତାବନୀ

ଋଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଛି ସଂଘର୍ଷ । ଏଭଳି ପରିସ୍ଥିତିରେ ଶାନ୍ତି ପାଇଁ ପ୍ରୟାସରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଚେଷ୍ଟା କରୁଛି । ତେବେ ଭାରତର ଏହି ରୋଲକୁ ନାପସନ୍ଦ କରୁଛି ଆମେରିକା ।…
Read More...