ଘୋଷଣା ପରେ ଆଜିଠୁ ଆଚରଣ ବିଧି,ଏଥର ଭୋଟଦେବେ ୮୯କୋଟି ୮୮ଲକ୍ଷ ମତଦାତା

୪ଲକ୍ଷ ୩୬ହଜାର କେନ୍ଦ୍ରରେ ୧୦ଲକ୍ଷ ୩୫ହଜାର ପୁଲିଂ ବୁଥ୍ ରେ ହେବ ଭୋଟଭୁବନେଶ୍ବର : ୨୦୧୯ ସାଧାରଣ ନିର୍ବାଚନ ଲାଗି ଆଜି ନିର୍ବାଚନ କମିଶନ ଘୋଷଣା କରିବେ ! ଏହା ପରେ  ଆଜିଠୁ ଆଚରଣ ବିଧି ଲାଗୁ କରାଯିବ । ନିର୍ବାଚନ…
Read More...

ଲୋକସଭା ସିଟରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବ ବିଜେଡି- ନବୀନ

ଆଇନ କଲନି କାହିଁକି, ବିଧାନସଭାରେ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ କାହିଁକି ନୁହେଁ- ବିଜେପିକେନ୍ଦ୍ରାପଡା : ଲୋକସଭା ନିର୍ବାଚନର କ୍ଷେତ୍ରରେ ଓଡିଶାରୁ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇବେ ।…
Read More...

ବୟୋଜ୍ୟେଷ୍ଠ ନେତାଙ୍କ ନିର୍ବାଚନ ଲଢ଼ିବା ଉପରେ ରୋକ୍ ଲଗାଇବନି ବିଜେପି

ନୂଆଦିଲ୍ଲୀ:  ଲୋକସଭା ନିର୍ବାଚନର ପ୍ରସ୍ତୁତିକୁ ଅନ୍ତିମ ରୂପ ଦେଉଥିବା ବିଜେପି ୭୫ ବର୍ଷ ପୁରା କରିସାରିଥିବା ନେତାଙ୍କ ନିର୍ବାଚନ ଲଢ଼ିବା ଉପରେ ସଂପୂର୍ଣ୍ଣ ରୂପେ ରୋକ୍ ଲଗାଇବନି ଏବଂ ଯେଉଁମାନେ ନିର୍ବାଚନ ଜିତିପାରିବେ,…
Read More...

ଦେଶର ସୁରକ୍ଷାରେ ସିଆଇଏସଏଫ୍ ର ଭୂମିକା ଗୁରୁତ୍ୱପୂର୍ଣ୍ଣ : ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସିଆଇଏସଏଫ୍ ର ୫୦ ତମ ସ୍ଥାପନା ଦିବସରେ ଆୟୋଜିତ ହୋଇଥିବା ସମାରୋହରେ ସମ୍ମିଳିତ ହେବାକୁ ପହଞ୍ôଚଥିଲେ । ମୋଦି ସିଆଇଏସଏଫ୍ ର ସଲାମୀ ଗାରଦକୁ ନିରୀକ୍ଷଣ କରିବାକୁ…
Read More...

କେନ୍ଦ୍ରାପଡା ମିଶନ ଶକ୍ତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ: ସଂସଦକୁ ଯିବେ ଓଡିଶାରୁ ୩୩% ମହିଳା

କେନ୍ଦ୍ରାପଡା: କେନ୍ଦ୍ରାପଡା ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାସମାବେଶରେ ସାମିଲ ହେବା ସହ କେନ୍ଦ୍ରାପଡା ମହିଳାମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।…
Read More...

ଆଜି ଘୋଷଣା ହେବ ଲୋକସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ଘୋଷଣା ହେବ ତାରିଖ। ତା’ସହିତ ଓଡ଼ିଶା ସମେତ ଚାରୋଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଆଜି ତାରିଖ ଘୋଷଣା କରାଯିବ। ମିଳିଥିବା ସୂଚନା…
Read More...

ଅସ୍ତରଙ୍ଗ ଉପକୂଳରେ ପାଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ: ଓଡିଶା ସମୂଦ୍ର ଉପକୂଳରେ ସୁରକ୍ଷା କଡାକଡି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳରେ ନିୟମିତ ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରୁଛନ୍ତି ନୌସେନା ଅଧିକାରୀ । ପୁଲୱାମା ହମଲା ପରେ ସମୁଦ୍ର ପଥରେ ଆତଙ୍କବାଦୀ…
Read More...

ପଞ୍ଜିକୃତ, ଅଣସ୍ୱୀକୃତି ରାଜନୈତିକ ଦଳର ଚିହ୍ନକୁ ଅନୁମତି ଦେଲେ ଭାରତୀୟ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଖୁବ ଶିଘ୍ର ଘୋଷଣା ହୋଇପାରେ ଆଗାମୀ ସାଧାରଣ ନିର୍ବାଚନର ତାରିଖ । ଆଉ ଏହା ପୂର୍ବାରୁ ୩୯ଟି ଚିହ୍ନକୁ ସ୍ୱୀକୃତି ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପାଇଁ ସ୍ୱୀକୃତି…
Read More...

ବାଲିଗୁଡାରେ କାଳିଆ ଚାଷୀ ସମାବେଶରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

କନ୍ଧମାଳ: ଦିନିକିଆ କନ୍ଧମାଳ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କନ୍ଧମାଳର ଉନ୍ନତି ପାଇଁ ସରକାର ତତ୍ପର ବୋଲି ଶନିବାର ବାଲିଗୁଡ଼ାରେ ଆୟୋଜିତ କାଳିଆ ଓ ମିଶନ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ…
Read More...

ବାବୁ ସିଂହଙ୍କ ବିଜେଡିରୁ ଇସ୍ତଫା

ଭୁବନେଶ୍ୱର : ବିଜେଡିରୁ ବାବୁ ସିଂହ ଇସ୍ତଫା ଦେଇଛନ୍ତି।  ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ତାଙ୍କର ଇସ୍ତଫାର କାରଣ ସଂପର୍କରେ କିଛି କହି ନାହାନ୍ତି।ସେ ବିଜେଡିର…
Read More...