Odisha ଦ୍ୱିତୀୟ ଜଗନ୍ନାଥ ମନ୍ଦିର ନିର୍ମାଣକୁ ବିରୋଧ କଲେ ହାଇକୋର୍ଟ OPA Mar 9, 2019 0 ଇସ୍କନ୍କୁ ଅନ୍ୟ ଦେବଦେବୀ ମନ୍ଦିର କମ୍ପ୍ଲେକ୍ସ ନିର୍ମାଣ ପାଇଁ ଅନୁମତି ମିଳିବ, କିନ୍ତୁ ଜଗନ୍ନାଥ ମନ୍ଦିର ପାଇଁ ନୁହେଁ। ଏମିତି ସର୍ତ୍ତରେ ନିର୍ମାଣ କରିବାକୁ ହାଇକୋର୍ଟ ଦେଇଛନ୍ତି ଅନୁମତି। ହାଇକୋର୍ଟଙ୍କଠାରୁ ଏହି!-->… Read More...
Odisha ୩୦୦ରୁ ୫୦୦ ଟଙ୍କାକୁ ବଢ଼ିଲା ନିର୍ମାଣ ଶ୍ରମିକଙ୍କ ପେନସନ୍, ଝିଅ ବାହାଘରରେ ୫୦ ହଜାର ସହାୟତା ଦେବେ ସରକାର OPA Mar 9, 2019 0 ଭୁବନେଶ୍ୱର :ନିର୍ମାଣ ଶ୍ରମିକମାନେ ପେନସନ୍ ବାବଦରେ ଏଣିକି ୩୦୦ ଟଙ୍କା ପରିବର୍ତ୍ତେ ୫୦୦ ଟଙ୍କା ପାଇବେ । ନିର୍ମାଣ ଶ୍ରମିକମାନଙ୍କ ପାଇଁ ପେନସନ୍ ଓ ସହାୟତାର ପରିମାଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃଦ୍ଧି କରିଛନ୍ତି!-->… Read More...
National ଜାମ୍ମୁ -କାଶ୍ମୀର ବଡଗାମରେ ଯବାନଙ୍କୁ ଅପହରଣ OPA Mar 9, 2019 0 ଜାମ୍ମୁ -କାଶ୍ମୀର : ଜମ୍ମୁ-କଶ୍ମୀରରେ ଯବାନଙ୍କୁ ଅପହରଣ । ଜାମ୍ମୁ-କାଶ୍ମୀରର ବଡଗାମ୍ ଜିଲ୍ଲାରେ ଏପରି ଏକ ଘଟଣା ଏବେ ସେନା ବାହିନୀର ମୁଣ୍ଡ ବିଂଧାର କାରଣ ହୋଇଛି । ଅପହୃତ ଯବାନଙ୍କ ନାଁ ମହମ୍ମଦ ୟାସିନ୍ ବୋଲି ଜଣାପଡିଛି!-->… Read More...
National ବେଶ ବଦଳାଇଲେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି OPA Mar 9, 2019 0 ନୂଆଦିଲ୍ଲୀ : ନୀରବ ମୋଦିଙ୍କୁ ଖୋଜୁଛି ଭାରତୀୟ ଯାଂଚ ଏଜେନ୍ସି । ହେଲେ ନୀରବ ମୋଦି ଏବେ ଏବେ ବେଶ ବଦଳାଇ ଲଂଡନରେ ବିନ୍ଦାସରେ ବୁଲୁଛି । ଲଣ୍ଡନର ରାଜରାସ୍ତାରେ ବୁଲୁଥିବା ବେଳେ ତାଙ୍କୁ ଠାବ କରିଥିଲେ ଇଂରାଜୀ ଖବର କାଗଜ!-->… Read More...
National ମେ ୯ରେ ଖୋଲିବ କେଦାରନାଥ ମନ୍ଦିର OPA Mar 9, 2019 0 ନୂଆଦିଲ୍ଲୀ: ଦୀର୍ଘଦିନ ଅପେକ୍ଷାର ହେବ ଅନ୍ତ । ପୁଣି ଥରେ ଆରମ୍ଭ ହେବ ଚାରିଧାମର ଯାତ୍ରା । ତେବେ ମିଳିଥିବା ସୂଚନା ଅନୁସାରେ ଭୋଲାବାବାଙ୍କ ଦର୍ଶନ କରିବା ପାଇଁ ଭକ୍ତଙ୍କୁ ଆଉମାତ୍ର ମାସ ଅପେକ୍ଷା କରିବା ପାଇଁ ପଡିବ ।!-->… Read More...
Odisha ସଡକ ଦୁର୍ଘଟଣାରେ ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କ ସମେତ ୩ ଜଣ ଗୁରୁତର OPA Mar 9, 2019 0 ସୁନ୍ଦରଗଡ:ସଡକ ଦୁର୍ଘଟଣାରେ ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କ ସମେତ ୩ ଜଣ ଗୁରୁତର । ରାତି ପ୍ରାୟ ୩ଟା ବେଳେ ହୋଇଛି ଏହି ଦୁର୍ଘଟଣା । ସୁନ୍ଦରଗଡରୁ ଭୁବନେଶ୍ୱର ଆସୁଥିବା ବେଳେ, ଅନୁଗୁଳ ମହିଧରପୁର ନିକଟରେ!-->… Read More...
Odisha ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ OPA Mar 8, 2019 0 ନୂଆପଡ଼ା: ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । ଏମିତି ଗୋଟିଏ ବିବତ୍ସ କାଣ୍ଡ ଘଟିଛି ନୂଆପଡା ଜିଲା ଖଡିଆଳ ଥାନା ସୁନାରୀସିକୁଆଁ ଗ୍ରାମରେ । ପତ୍ନୀଙ୍କ ଚାରିତ୍ରକୁ ସନ୍ଦେହ କରି ଗ୍ରାମର ମୋତିଲାଲ ଛତ୍ରିଆ!-->… Read More...
Odisha ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟଣା: ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଏସ୍ସିବି ଅଧୀକ୍ଷକଙ୍କ ନିର୍ଦ୍ଦେଶ OPA Mar 8, 2019 0 କଟକ: ଶୁକ୍ରବାର କଟକ ବଡ଼ ଡାକ୍ତରଖାନାରେ ପାଥୋଲୋଜି ବିଭାଗର ଦୁଇଟି କୋଠରୀରେ ନିଆଁ ଲାଗିଥିବା ଖବର ମିଳିଥିଲା। ଏହି ଅଗ୍ନିକାଣ୍ଡ କିପରି ଘଟିଲା ସେ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଏଥିରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ!-->… Read More...
Odisha ଶାସନକୁ ଆସିଲେ ମହିଳା ସଂରକ୍ଷଣ ନିଶ୍ଚିତ:ରାହୁଲ OPA Mar 8, 2019 0 ଜୟପୁର: ଜୟପୁର ମହିଳା ସମାବେଶରେ ରାହୁଲ ଗାନ୍ଧୀ । ମହିଳା ଦିବସରେ ଶୁଭେଚ୍ଛା ଜଣାଇବା ସହ ମହିଳାଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ରାହୁଲ ଗାନ୍ଧୀ । ଏକ ସ୍ବତନ୍ତ୍ର ବିମାନ ଯୋଗେ ଜୟପୁର ଆସି ସ୍ଥାନୀୟ ଗାନ୍ଧୀ ଛକସ୍ଥିତ!-->… Read More...
Odisha ବିଜେଡିରେ ସାମିଲ ହେଲେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ OPA Mar 8, 2019 0 ଭୁବନେଶ୍ୱର : ବିଜେଡିରେ ସାମିଲ ହେଲେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ଶଙ୍ଖ ଧରିଲେ ନଳିନୀ । ଗତ ୨୮ ତାରିଖରେ!-->… Read More...