Entertainment ପୁଣି ଥରେ ଏକାଠି ସିଦ୍ଧାନ୍ତ-ରଚନା ଯୋଡ଼ି OPA Mar 9, 2019 0 ଭୁବନେଶ୍ୱର : ପୁଣି ଥରେ ଏକାଠି ହେବାକୁ ଯାଉଛନ୍ତି ଓଲିଉଡ଼ର ରୋମାଣ୍ଟିକ୍ ଯୋଡ଼ି ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ। ଅନେକ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ମନ କିଣିନେଇଥିବା ଏହି ଯୋଡ଼ିଙ୍କୁ ନେଇ ହେବାକୁ ଯାଉଛି!-->… Read More...
Odisha ମହାନଦୀ ଜଳ ବିବାଦ: ମାର୍ଚ୍ଚ ୩୦ରେ ମଧ୍ୟବର୍ତ୍ତୀକାଳୀନ ଆବେଦନର ରାୟ OPA Mar 9, 2019 0 ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ରାୟକୁ ସ୍ଥଗିତ ରଖିଛନ୍ତି। ଏହି ରାୟ ଆସନ୍ତା ମାର୍ଚ୍ଚ ୩୦ ତାରିଖ ଦିନ ପ୍ରକାଶ ପାଇବ ବୋଲି ଟ୍ରିବ୍ୟୁନାଲ୍!-->… Read More...
Odisha ପାଟଣାଗଡ଼ ମେଡିକାଲ୍ରୁ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର OPA Mar 9, 2019 0 ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରୁ ଗତ ବୁଧବାର ମଧ୍ୟାହ୍ନରେ ଏକ ଶିଶୁପୁତ୍ରକୁ ଜଣେ ମହିଳା ଚୋରି କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କ୍ରମେ ପୁଲିସ ସିସିଟିଭି ଫୁଟେଜ!-->… Read More...
Odisha ବିଜେଡିରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା OPA Mar 9, 2019 0 ଭୁବନେଶ୍ୱର : ବିଜେଡିରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ । ନବୀନ ନିବାସରେ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି ସୁନୀତା ।!-->… Read More...
National ଝାଡ଼ଖଣ୍ଡରେ ସଡ଼କ ଦୁର୍ଘଟଣା: ୧୦ମୃତ OPA Mar 9, 2019 0 ରାଞ୍ଚି: ଝାଡ଼ଖଣ୍ଡ ରାମଗଡ଼ ଜିଲାର କୁଜୁଠାରେ ଶନିବାର ସକାଳୁ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ୩ ମହିଳା, ୩ ପିଲା ଓ ୪ ପୁରୁଷ ଅଛନ୍ତି। ଏମାନେ ସମସ୍ତେ!-->… Read More...
Odisha ସହିଦ ନଗର ଥାନା ଅଧିକାରୀ ,ଏଏସ୍ଆଇଙ୍କୁ ମାଡ଼ ମାରିବା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ OPA Mar 9, 2019 0 ଭୁବନେଶ୍ୱର : ସହିଦ ନଗର ଥାନା ଅଧିକାରୀ ଓ ଏଏସ୍ଆଇଙ୍କୁ ମାଡ଼ ମାରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀଙ୍କୁ କମିଶନରେଟ୍ ପୁଲିସ୍ ଗିରଫ କରିଛି। ସେ ବିଜୁ ଯୁବ ଜନତା ଦଳର ଉପସଭାପତି ଅଛନ୍ତି।ଗତ ୩ ତାରିଖ!-->!-->!-->… Read More...
National ଆତଙ୍କବାଦୀମାନେ ପାକିସ୍ତାନ ମାଟି ବ୍ୟବହାର କରିପାରବେ ନାହିଁ : ଇମ୍ରାନ୍ ଖାନ୍ OPA Mar 9, 2019 0 ନୂଆଦିଲ୍ଲୀ:ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବାରୁ ପାକିସ୍ତାନ ଉପରେ ଅନ୍ତରାଷ୍ଟ୍ରୀୟ ଚାପ ବଢ଼ିବାରେ ଲାଗିଛି । ପରିଶେଷରେ ଚାପରେ ନଇଁଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ବିଦେଶରେ ଆକ୍ରମଣ କରିବା ପାଇଁ ଆତଙ୍କବାଦୀମାନେ!-->… Read More...
Odisha ୨୫ରୁ ମାଟ୍ରିକ୍ ଖାତା ମୂଲ୍ୟାୟନ ଆରମ୍ଭ OPA Mar 9, 2019 0 କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଶୁକ୍ରବାର ଶେଷ ହୋଇଛି । ଆସନ୍ତା ୨୫ତାରିଖରୁ ଖାତା ମୂଲ୍ୟାୟନ ଆରମ୍ଭ ହୋଇ ଏପ୍ରିଲ୍ ୫ତାରିଖରେ ଶେଷ କରିବାକୁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ!-->… Read More...
National ବାରଣାସୀରୁ ୨୦୧୯ ଲୋକସଭା ନିର୍ବାଚନ ଲଢିପାରନ୍ତି ମୋଦି OPA Mar 9, 2019 0 ବାରାଣାସୀ: ପୁଣି ଥରେ ଆଗାମୀ ଲୋକସଭା ନିର୍ବାଚନ ୨୦୧୯ରେ ଉତ୍ତର ପ୍ରଦେଶର ବାରାଣସୀ ଆସନରୁ ଲଢିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ଦଳର ସଂସଦୀୟ ବୋର୍ଡ ବୈଠକରେ ଏନେଇ ଏକପ୍ରକାର ଚୂଡାନ୍ତ ହୋଇଛି ।!-->… Read More...
National ଯବାନଙ୍କୁ ଅପହରଣ ଖବର ଭୁଲ୍,ସେ ନିରାପଦରେ ଅଛନ୍ତି: ପ୍ରତିରକ୍ଷା ମନ୍ତ୍ରାଳୟ OPA Mar 9, 2019 0 ନୂଆଦିଲ୍ଲୀ: ବଡ୍ଗାମ୍ ଠାରେ ସେନା ଯବାନଙ୍କୁ ଆତଙ୍କବାଦୀମାନେ ଅପହରଣ କରିଥିବା ଖବର ପ୍ରକାଶ ପାଇବା ପରେ ଶନିବାର ଦିନ ପ୍ରତିରକ୍ଷା ମନ୍ତ୍ରାଳୟ ସ୍ପଷ୍ଟିକରଣ ଦେଇ କହିଛି କି, ସେ ନିରାପଦ୍ ଅଛନ୍ତି। ତାଙ୍କୁ ଅପହରଣ କରା!-->… Read More...