ପ୍ଲେ ସ୍କୁଲ ଓ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି

ଚଳିତ ଶିକ୍ଷାବର୍ଷ ପାଇଁ ପ୍ଲେ ସ୍କୁଲ ଓ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି । ଚଳିତ ନିର୍ଦ୍ଦେଶନାମା ଅନୁଯାଇ ୨୦୦୯ ଶିକ୍ଷା ଅଧିକାର ଆଇନ (RTE) ବଳରେ ୩ବର୍ଷ ବୟସର ପିଲାମାନେ…
Read More...

ପୁଣି ଭାରତର ସବୁଠୁ ବଡ଼ ଧନୀ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମୁକେଶ ଅମ୍ୱାନୀ

ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମୁକେଶ ଅମ୍ୱାନୀ ଭାରତର ସବୁଠୁ ବଡ଼ ଧନୀ। ଏହାସହ ଦୁନିଆର ଧନୀ ତାଲିକାରେ ଦଶମ ସ୍ଥାନରେ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି। ମୁକେଶ ଅମ୍ୱାନୀଙ୍କ ମୋଟ ସମ୍ପତ୍ତି ୯୦.୭ ବିଲିୟନ ଡଲାର ରହିଛି।…
Read More...

ଏଫଆଇଏଚ ହକି ପ୍ରୋ ଲିଗ ମ୍ୟାଚ; ଭାରତୀୟ ମହିଳା ଦଳରେ ୪ ଓଡ଼ିଆ

ନେଦରଲାଣ୍ଡ ବିପକ୍ଷ ଏଫଆଇଏଚ ହକି ପ୍ରୋ ଲିଗ ମ୍ୟାଚ ପାଇଁ ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି । ଏଥିରେ ୪ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଦୀପ ଗ୍ରେସ ଏକ୍କା, ରଶ୍ମିତା ମିଞ୍ଜ, ନମିତା ଟପ୍ପୋ ଓ ମାରିଆନ…
Read More...

୯ରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା

ହଟିଲା କଟକଣା, ଏବେ ନିନ୍ଦ୍ୱର୍ନ୍ଦରେ ଗଡ଼ିବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଭକ୍ତଶୂନ୍ୟ ଭାବରେ ପାଳିତ ହେଉଥିବା ରଥଯାତ୍ରାରେ ଯୋଗଦେବେ ସାଧାରଣ ଭକ୍ତ । ସୂଚନା ଅନୁଯାୟୀ,…
Read More...

Twitter ବୋର୍ଡରେ ସାମିଲ ହେଲେ ଏଲନ ମସ୍କ

Twitter ବୋର୍ଡରେ ସାମିଲ ହେଲେ ସ୍ପେସଏକ୍ସ ମୁଖ୍ୟ ଏଲନ ମସ୍କ । ଟ୍ୱିଟରରେ ୯.୨% ଅଂଶଧନ କିଣିବାର ଗୋଟିଏ ଦିନ ପରେ ଏହି ବୋର୍ଡରେ ସାମିଲ ହୋଇଛନ୍ତି । ମକ୍ସଙ୍କ ସାମିଲ ହେବା ସମ୍ପର୍କରେ ଟ୍ବିଟରର ମୁଖ୍ୟ କାର୍ଯ୍ୟ ନିର୍ବାହୀ…
Read More...

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା; ହତ୍ୟାକାଣ୍ଡରେ ବ୍ୟବହୃତ ଜିନିଷ ଜବତ କଲା କ୍ରାଇମବ୍ରାଞ୍ଚ

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚକୁ ଆଜି ଆଉ କିଛି ନୂଆ ତଥ୍ୟ ମିଳିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଜିନିଷ ଜବତ କରିଛି କ୍ରାଇମବ୍ରାଞ୍ଚ। ହତ୍ୟା ବେଳେ ବ୍ୟବହୃତ ୩ଟି ବାଉଁଶ ଫାଳିଆ ଓ ୧ କାଠ…
Read More...

ଧାମନଗର ଏନଏସି ଅଞ୍ଚଳରେ ୧୪୪ ଧାରା ଜାରି

ଭୋଟ ଗଣତି ପାଇଁ ୧୪୪ ଧାରା ଜାରି । ଧାମନଗର ଏନଏସି ଅଞ୍ଚଳରେ ୧୪୪ ଧାରା ଜାରି କଲା ଜିଲ୍ଲା ପ୍ରଶାସନ । ୫ ତାରିଖ ରାତି ୯ ରୁ ୭ ତାରିଖ ସକାଳ ୬ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି । ୫ ରୁ ଅଧିକ ଲୋକଙ୍କ ସମାଗମ ଉପରେ କଟକଣା…
Read More...

ବନ୍ଦ ହେଲା ଭାରତ ବିରୋଧରେ ମିଥ୍ୟା ଖବର ପ୍ରସାରଣ କରୁଥିବା ୨୨ଟି ୟୁଟ୍ୟୁବ୍‌ ସମାଚାର ଚ୍ୟାନେଲ

ଭାରତ ବିରୋଧରେ ମିଥ୍ୟା ଖବର ପ୍ରସାରଣ କରୁଥିବା ୨୨ଟି ୟୁଟ୍ୟୁବ୍‌ ସମାଚାର ଚ୍ୟାନେଲ, ୩ଟି ଟୁଇଟର ଆକାଉଣ୍ଟ, ଗୋଟିଏ ଫେସବୁକ ଆକାଉଣ୍ଟ ଏବଂ ଗୋଟିଏ ସମାଚାର ୱେବସାଇଟ୍‌କୁ ବ୍ଲକ୍‌ କରିବା ଲାଗି ସୂଚନା ଏବଂ ପ୍ରସାରଣ…
Read More...

ଜମି ଜାଲିଆତି ମାମଲା; ଶିବସେନା ନେତା ସଞ୍ଜୟ ରାଉତଙ୍କ ପରିବାରର ପ୍ରାୟ ୧୧ କୋଟି ଟଙ୍କାର ସଂପତ୍ତି ବ୍ୟାଜାପ୍ତ କଲା…

ମୁମ୍ବାଇ ଜମି ଜାଲିଆତି ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ କରି ଶିବସେନା ନେତା ସଞ୍ଜୟ ରାଉତଙ୍କ ପରିବାରର ପ୍ରାୟ ୧୧ କୋଟି ଟଙ୍କାର ସଂପତ୍ତି ବ୍ୟାଜାପ୍ତ କରିଛି। ଏଥିରେ ଅଲିବାଗ ଏବଂ ଦାଦରରେ ନିର୍ମିତ ସଞ୍ଜୟ ରାଉତଙ୍କ…
Read More...

ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପରିବାର ଓ କମ୍ପାନୀର ୪.୮୧ କୋଟି ଟଙ୍କାର ସଂପତ୍ତି ବ୍ୟାଜାପ୍ତ କଲା ଇଡି

ମନି ଲଣ୍ଡ୍ରିଂ ଯାଞ୍ଚ ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦିଲ୍ଲୀ ସରକାରର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପରିବାର ଏବଂ କମ୍ପାନୀର ୪.୮୧ କୋଟି ଟଙ୍କାର ସଂପତ୍ତି ବ୍ୟାଜାପ୍ତ କରିଛି। ଜୈନ ଅରବିନ୍ଦ କେଜ୍ରିଓ୍ଵାଲଙ୍କ…
Read More...