୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୧ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଖୋର୍ଦ୍ଧା, ପୁରୀ, ଢ଼େଙ୍କାନାଳ, କଟକ,…
Read More...

ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ବାସଗୃହ ବଂଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ବାସଗୃହ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଜନତା ମଇଦାନରେ ଆୟୋଜିତ ଏକ ବିଶାଳ ଜନସମାବେଶରେ ମହାନଗର ନିଗମ ଅଂଚଳରେ ୧୦,୦୦୦ ବସ୍ତିବାସିନ୍ଦାଙ୍କୁ ଆବାସ ମିଶନ…
Read More...

ସ୍ୱଚ୍ଛ ସେର୍ବେକ୍ଷଣ ୨୦୧୯: ସବୁଠାରୁ ପରିଷ୍କାର ସହର ଇନ୍ଦୋର, ପରିଷ୍କାର ରାଜଧାନୀ ଭୋପାଳ

ନୂଆଦିଲ୍ଲୀ:ସ୍ୱଚ୍ଛ ସର୍ବେକ୍ଷଣ ୨୦୧୯ ଘୋଷଣା କରାଯାଇଛି । ଏହି ସର୍ବେକ୍ଷଣ ଅନୁଯାୟୀ, ପରିଷ୍କାର ସହର ଭାବେ ଘୋଷଣା କରାଯାଇଥିବାବେଳେ ସ୍ୱଚ୍ଛ ରାଜଧାନୀ ଭାବେ ଭୋପାଳକୁ ଘୋଷଣା କରାଯାଇଛି । ଏଥରକୁ ମିଶାଇ ଇନ୍ଦୋର ତୃତୀୟ…
Read More...

ପ୍ରଧାନମନ୍ତ୍ରୀ ସଫେଇ କର୍ମଚାରୀଙ୍କୁ ଦାନ କଲେ ନିଜର ୨୧ ଲକ୍ଷର ଜମାପୁଞ୍ଜି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ନିଜର ମହାନତାର ପରିଚୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୨୧ ଲକ୍ଷ ଜମାପୁଞ୍ଜିକୁ କୁମ୍ଭ ସଫେଇ କର୍ମଚାରୀ କର୍ପସର ପାଣ୍ଠିକୁ ଦାନ…
Read More...

ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀ: ମହିଳାଙ୍କୁ ଅଭିନନ୍ଦନ ଜଣାଇଲେ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପଥରଚପାଠାରେ ଆୟୋଜିତ ମିଶନ ଶକ୍ତି ସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ…
Read More...

ପ୍ରତିଶ୍ରୁତି ପୂରଣ କରିବେ ୟୁପି ମୁଖ୍ୟମନ୍ତ୍ରୀ: ସହିଦ୍ ପରିବାରର ଜଣେ ସଦସ୍ୟଙ୍କୁ ଦେବେ ଚାକିରୀ

ଲକ୍ଷେ୍ନø: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ସହିଦ ପରିବାରକୁ ଦେଇଥିବା ପ୍ରତିଶ୍ରୁତି ଆଜି ପୂରଣ କରିବେ । ପୁଲୱାମା ଆକ୍ରମଣରେ ପ୍ରାଣ ହରାଇଥିବା ଯବାନଙ୍କ ପରିବାରଙ୍କୁ ଆଜି ଆଜି ନିଯୁକ୍ତି ପତ୍ର ପ୍ରଦାନ କରିବେ ଯୋଗୀ ।…
Read More...

ମେଡିକାଲରୁ ନବଜାତ ଶିଶୁ ଗାଏବ

ପାଟଣାଗଡ: ମେଡିକାଲରୁ ୪ ଦିନର ଶିଶୁ ପୁତ୍ର ଗାଏବ । ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରୁ ୪ ଦିନ ଶିଶୁ ପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଆଶାକର୍ମୀ ଡ୍ରେସ ପିନ୍ଧି ଜଣେ ମହିଳା ବେଡରୁ ଶିଶୁକୁ ଚୋରି କରିନେଇଥିବା ଶିଶୁର…
Read More...

ଆରମ୍ଭ ହୋଇନି ଯୁକ୍ତ ଦୁଇ ପରୀକ୍ଷା, ଗାଏବ ହେଲା ସିସିଟିଭି

ବ୍ରହ୍ମଗିରି: ଆସନ୍ତାକାଲିଠାରୁ ଆରମ୍ଭ ହେବ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା । ତେବେ ପରୀକ୍ଷା ଆରମ୍ଭ ନ ହେଉଣୁ ସିସିଟିଭି ଗାଏବ ହୋଇଯାଇଥିବା ଖବର ମିଳିଛି । ପୁରୀ ଜିଲ୍ଲା ସାତପଡ଼ା ପଞ୍ଚାୟତ ଜୁନିଅର କଲେଜ୍‌ରେ ଘଟିଛି ଏହି…
Read More...

ଅଯୋଧ୍ୟା ଜମି ବିବାଦ ମାମଲା : ଶୁଣାଣି ଶେଷ, ରାୟ ସଂରକ୍ଷିତ

ସୁପ୍ରିମକୋର୍ଟ ରାମ ଜନ୍ମଭୂମି-ବାବରୀ ମସଜିଦ୍ ବିବାଦକୁ ନେଇ ଶୁଣାଣି ହୋଇଛି । ପାଖାପାଖି ଦେଢ଼ ଘଂଟାର ଶୁଣାଣି ପରେ ସୁପ୍ରିମକୋର୍ଟ ମଧ୍ୟସ୍ଥତା ଉପରେ ନିଜର ଫଇସଲା ସୁରକ୍ଷିତ ରଖିଛନ୍ତି । ସେ କହିଛନ୍ତି କି, ସେ ଅତି ଶୀଘ୍ର…
Read More...

୧୦ରୁ ଆରମ୍ଭ ହେବ ବିଜେପିର ‘ବିଜୟ ସଂକଳ୍ପ ଅଭିଯାନ’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆସନ୍ତା ୧୦ରୁ ବିଜେପି ପକ୍ଷରୁ ଆରମ୍ଭ ହେବ ବିଜୟ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ । ସାରା ଓଡିଶାରେ ୫ ହଜାରରୁ ଅଧିକ ସଭା ହେବ କରାଯିବ । ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣ ଯୋଜନା ମାଧ୍ୟମରେ ଅବଗତ କରାଯିବ ।…
Read More...