Odisha ବିଜେପିର ଉପସଭାପତି, ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତି ପାଇଲେ ବୈଜୟନ୍ତ OPA Mar 8, 2019 0 ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳ ପକ୍ଷରୁ ସାଂଗଠନିକ ଦାୟିତ୍ୱ ଦିଆଯାଇଛି। ବୈଜୟନ୍ତଙ୍କୁ ଦଳର ରାଷ୍ଟ୍ରୀୟ ଉପସଭାପତି ଓ ରାଷ୍ଟ୍ରୀୟ ମୁଖପାତ୍ର ଭାବେ ମଧ୍ୟ!-->… Read More...
More News ଖୋଲିଲା ବିଜେପିର ୨୪ ଘଂଟିଆ ନିର୍ବାଚନ ପ୍ରକୋଷ୍ଠ OPA Mar 7, 2019 0 ଭୁବନେଶ୍ୱର : ଆଜିଠୁ ଖୋଲିଲା ବିଜେପିର ୨୪ ଘଂଟିଆ ନିର୍ବାଚନ ପ୍ରକୋଷ୍ଠ । ଆଗାମୀ ସାଧାରଣ ନିର୍ବାଚବକୁ ଦୃଷ୍ଟିରେ ରଖି ଏହି ପ୍ରକୋଷ୍ଠ ଖୋଲାଯାଇଛି । ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ, ଆଦର୍ଶ ଆଚାରଣ ସଂହିତା ଉଲ୍ଲଘଂନ!-->… Read More...
Odisha ଦାଦାର ଟାଙ୍ଗିଆ ଚୋଟରେ ପୁତୁରା ଗୁରୁତର OPA Mar 7, 2019 0 ଯୁଯୁମୁରା: ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଥାନା ଅନ୍ତର୍ଗତ ଜମଲୋଇ ଗ୍ରାମରେ ଗୁରୁବାର ଦାଦାର ଟାଙ୍ଗିଆ ଚୋଟରେ ପୁତୁରା ଗୁରୁତର ହୋଇଛନ୍ତି। ଜମିବାଡ଼ିକୁ କେନ୍ଦ୍ର କରି ଦାଦା ପୂର୍ଣ୍ଣଚନ୍ଦ୍ର ଦେହୁରୀ (୩୦) ଏବଂ ପୁତୁରା!-->… Read More...
Corporate ବଜାରକୁ ଆସିବ ୨୦ଟଙ୍କିଆ କଏନ୍ OPA Mar 7, 2019 0 ନୂଆଦିଲ୍ଲୀ: ଖୁବଶୀଘ୍ର ବଜାରକୁ ଆସିବ ୨୦ଟଙ୍କିଆ କଏନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀରେ ଭିନ୍ନ-ଭିନ୍ନ ମୂଲ୍ୟର ନୂଆ କଏନ୍ ଉନ୍ମୋଚନ କରିଛନ୍ତି। ଏହି କଏନ୍ ଗୁଡ଼ିକ ମଧ୍ୟରେ ୧, ୨, ୫ ଓ ୧୦ ଟଙ୍କା!-->… Read More...
Odisha ଶ୍ରେଷ୍ଠ ବିମାନବନ୍ଦର ଭାବେ ସମ୍ମାନିତ ହେଲା ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦର OPA Mar 7, 2019 0 ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ୨୦୧୮ ବର୍ଷ ପାଇଁ ଶ୍ରେଷ୍ଠ ବିମାନବନ୍ଦର ଭାବେ ସମ୍ମାନଜନକ ଏୟାରପୋର୍ଟ ସର୍ଭିସ୍ କ୍ୱାଲିଟି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି।!-->… Read More...
Odisha ବିଡିଏ ଅଧ୍ୟକ୍ଷ ହେଲେ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା OPA Mar 7, 2019 0 ଭୁବନେଶ୍ୱର: ଭୁବନେଶ୍ୱରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ମିଳିଛି ନୂଆ ଦାୟିତ୍ୱ । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଧ୍ୟକ୍ଷ ଭାବେ ଅନନ୍ତ ନାରାୟଣ ଜେନାଙ୍କୁ ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ!-->… Read More...
Odisha ମାର୍ଚ୍ଚ ୩୧ରୁ ଝାରସୁଗୁଡ଼ାରୁ ଉଡ଼ିବ ବିମାନ OPA Mar 7, 2019 0 ଝାରସୁଗୁଡ଼ା: ମାର୍ଚ୍ଚ ୩୧ରୁ ଝାରସୁଗୁଡ଼ାରୁ ସିଧାସଳଖ ଦିଲ୍ଲୀକୁ ଉଡ଼ିବ ସ୍ପାଇସ୍ ଜେଟ୍ର ବିମାନ। ସେହିଦିନଠାରୁ ପ୍ରତ୍ୟେକ ଦିନ ଏହା ଦିଲ୍ଲୀ ଓ ଝାରସୁଗୁଡ଼ା ମଧ୍ୟରେ ଚଳାଚଳ କରିବ। ଏହି ବିମାନ ଦିଲ୍ଲୀରୁ ଅପରାହ୍ଣ ଗୋଟାଏ!-->… Read More...
National କଂଗ୍ରେସରେ ଯୋଗ ଦେଇପାରନ୍ତି ହାର୍ଦ୍ଦିକ ପଟେଲ OPA Mar 7, 2019 0 ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ପଟିଦାର ସଂପ୍ରଦାୟର ନେତା ହାର୍ଦ୍ଦିକ ପଟେଲ କଂଗ୍ରେସରେ ଯୋଗ ଦେଇ ପାରନ୍ତି। କଂଗ୍ରେସର ଉପର ସ୍ତରରୁ ପାଇଥିବା ସୂଚନା ଆଧାରରେ ନ୍ୟୁଜ୍ ଏଜେନ୍ସୀ ପିଟିଆଇ ଏହି ଖବର ପ୍ରକାଶ!-->… Read More...
National ଋଷ୍ ପାର୍ଲାମେଂଟରେ ବିଲ୍ ପାସ୍: ଅସମ୍ମାନସୂଚକ ଅନଲାଇନ୍ ପୋଷ୍ଟ କରୁଥିବା ଲୋକ ହେବେ ଦଣ୍ଡିତ OPA Mar 7, 2019 0 ନୂଆଦିଲ୍ଲୀ: ବୁଧବାର ଋଷ୍ ପାର୍ଲାମେଂଟ ଏକ ବିଲ୍ ପାସ୍ କରିଛି । ଦେଶ, ସମାଜ, ସରକାର ବା ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସମେତ କୌଣସି ସରକାରୀ କର୍ମଚାରୀଙ୍କୁ ଅସମ୍ମାନ ହେବା ପରି ଅନଲାଇନ୍ ପୋଷ୍ଟ୍ କରୁଥିବା ଲୋକଙ୍କୁ!-->… Read More...
National ଜମ୍ମୁ-କାଶ୍ମୀର ବସଷ୍ଟାଣ୍ଡରେ ବିସ୍ଫୋରଣ: ଅନ୍ୟୂନ ୨୬ ଜଣ ଆହତ OPA Mar 7, 2019 0 ଶ୍ରୀନଗର:ଜାମ୍ମୁରେ ବଡ ବିସ୍ଫୋରଣ ହୋଇଛି । ବସଷ୍ଟାଣ୍ଡରେ ଛିଡା ହୋଇଥିବା ବସରେ ବିସ୍ଫୋରଣ ହେବା ଫଳରେ ଅନ୍ୟୂନ ୨୬ ଜଣ ଣ ଆହତ ହୋଇଛନ୍ତି । ବସ ଉପରେ ଗ୍ରେନେଡରେ ଆକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି । ପୋଲିସ ସଂପୃକ୍ତ!-->… Read More...