Odisha ବିପଜ୍ଜନକ ସ୍ଥାନରେ ନିୟୋଜିତ ଅର୍ଦ୍ଧସାମରିକ ଫୋର୍ସଙ୍କ ପ୍ରୋତ୍ସାହନ ଭତ୍ତା ବୃଦ୍ଧି OPA Mar 5, 2019 0 ଭୁବନେଶ୍ୱର:ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ନେଇଥିବା ନିଷ୍ପତ୍ତି ଅନୁଯାୟୀ ବିପଜ୍ଜନକ ଓ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଯବାନ ଓ ଅଫିସରଙ୍କ ରିସ୍କ/ ହାର୍ଡଶିପ୍ ଭତ୍ତାରେ ବୃଦ୍ଧି!-->… Read More...
National ମାସୁଦ ଅଝାର ଭାଇ ସମେତ ୪୪ ଆତଙ୍କବାଦୀ ଗିରଫ OPA Mar 5, 2019 0 ନୂଆଦିଲ୍ଲୀ: ଚାପରେ ପଡି ପରିଶେଷରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପାକିସ୍ତାନ । ଏହି ଆତଙ୍କବାଦୀ ସଂଗଠନର ୪୪ ଜଣ ଆତଙ୍କବାଦୀଙ୍କୁ ପାକିସ୍ତାନ ଗିରଫ କରିଥିବା ସୂଚନା ମିଳିଛି ।!-->… Read More...
Odisha ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ମାନଧନ ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ OPA Mar 5, 2019 0 ଭୁବନେଶ୍ୱର: ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଗସ୍ତ ଯାଇ ଆଜି ପ୍ରଧାମନ୍ତ୍ରୀ ଶ୍ରମୟୋଗୀ ମାନଧନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଦ୍ୱାରା ସମାଜର ଗରିବ ଓ ଉପେକ୍ଷିତ ବର୍ଗର ସାଧାରଣ ଲୋକମାନେ ମାସିକ!-->… Read More...
National ଆଫ୍ଗାନୀ ଆତଙ୍କବାଦୀଙ୍କ ସାହାଯ୍ୟ ଲୋଡ଼ିଲେ ପାକ୍ ସେନା ମୁଖ୍ୟ! OPA Mar 5, 2019 0 ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟ୍ରେ ଥିବା ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦ (ଜେଇଏମ୍)ର ଟ୍ରେନିଂ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ଏବେ ପ୍ରତିହିଂସା ପରାୟଣ ହୋଇ ଉଠିଛି। !-->… Read More...
Odisha ଶିଶୁକନ୍ୟାର ମୃତଦେହ ଉଦ୍ଧାର OPA Mar 5, 2019 0 ଭୁବନେଶ୍ୱର: ଆଜି ଏକ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ଶିଶୁଟିର ବୟସ ୮ରୁ ୯ମାସ ହେବ ବୋଲି ଅନୁମାନ କରାଯାଉଛି । ସୂଚନାଯୋଗ୍ୟ, ଆଜି ଭୁବନେଶ୍ୱର ପଟିଆ ଅଞ୍ଚଳରେ ଜଣେ ଗାଈଆଳ ପିଲା ଖଲିଖମା ପୋଲ ତଳେ ଥିବା ବିଲ୍!-->… Read More...
Odisha ୮ରେ ଜୟପୁର ଆସୁଛନ୍ତି ରାହୁଲ OPA Mar 5, 2019 0 ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସିବା ନେଇ ତାରିଖ ଧାର୍ଯ୍ୟ ହେଉଥିଲେ ମଧ୍ୟ ବାରମ୍ବାର ତାହା ସମ୍ଭବ ହୋଇପାରୁନାହିଁ । ରାହୁଲ ୮ ତାରିଖରେ ବରଗଡ ଆସିବାର କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିଲେ!-->… Read More...
National ବିଜେପିର ବରିଷ୍ଠ ନେତାଙ୍କ ପାଦ ଛୁଇଁଲେ ମୋଦି OPA Mar 5, 2019 0 ଗୁଜରାଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମାରୋହରେ ଯୋଗ ଦେବା ଲାଗି ଗୁଜରାଟ ଗସ୍ତରେ ଯାଇଛନ୍ତି । ତେବେ ଏହି ଗସ୍ତରେ ସମୟରେ ବିଜେପି ନେତା କେଶୁଭାଇ ପଟେଲଙ୍କ ପାଦ ଛୁଇଁ ପ୍ରଣାମ କରିଛନ୍ତି ନରେନ୍ଦ୍ର ମୋଦି । ଜାତୀୟ!-->… Read More...
National ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର ହେଉଛି ଗୁରୁଗ୍ରାମ OPA Mar 5, 2019 0 ନୂଆଦିଲ୍ଲୀ: ଭାରତର ଗୁରୁଗ୍ରାମ ହେଉଛି ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର। ୨୦୧୮ର ପ୍ରଦୂଷଣ ରିପୋର୍ଟ ଅନୁଯାୟୀ ଗୁରୁଗ୍ରାମ ବ୍ୟତୀତ ଭାରତର ଗାଜିଆବାଦ,ଫରିଦାବାଦ,ନୋଏଡା ଏବଂ ଭିଓ୍ଵାଡି ହେଉଛି ବିଶ୍ୱର ଛଅଟି ସର୍ବାଧିକ!-->… Read More...
Bignews ସହିଦନଗର ଥାନା ପୁଲିସକୁ ଆକ୍ରମଣ ଘଟଣା : ୨ ଗିରଫ OPA Mar 5, 2019 0 ଭୁବନେଶ୍ୱର: ଭୁବନେଶ୍ୱର ସହିଦନଗର ଥାନା ପୁଲିସକୁ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୁଲିସ । ମାମଲାରେ ୬ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ଗଣ୍ଡଗୋଳକାରୀଙ୍କୁ ଧରିବା ଲାଗି ବିଭିନ୍ନ ଟିମ ଗଠନ!-->… Read More...
National ଇମ୍ରାନଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ OPA Mar 5, 2019 0 ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ କଲେ ପ୍ରଶଂସା । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ ରାମଦାସ ଅଠାୱେଲ ନିଜର ହରିୟାଣା ଗସ୍ତ!-->… Read More...