ମୁମ୍ବାଇ, ପୁଣେ ଓ ନାଗପୁରରେ ରେଡଆଲର୍ଟ ଜାରି

ନୂଆଦିଲ୍ଲୀ: ମୁମ୍ବାଇ, ପୁଣେ ଓ ନାଗପୁରରେ ରେଡଆଲର୍ଟ ଜାରି ହୋଇଛି । ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଦୃଷ୍ଟିରୁ ମେଟ୍ରୋ ସମେତ ୧୨ଟି ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା…
Read More...

ପାଇଲଟ୍‌ ଅଭିନନ୍ଦନଙ୍କୁ ତୁରନ୍ତ ଦେଶକୁ ଫେରାଇବାକୁ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟକୁ ଚିଠି

ଇସ୍‌ଲାମବାଦ୍‌: ଇସ୍‌ଲାମବାଦଠାରେ ଅବସ୍ଥାପିତ ଭାରତୀୟ ହାଇ କମିସନ ବୁଧବାର ସଂଧ୍ୟାରେ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟକୁ ଏକ ପତ୍ର ଲେଖିଛନ୍ତି। ଏହି ପତ୍ର ପୂର୍ବରୁ ସେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ମାର୍ଫତରେ…
Read More...

ଭାରତ-ପାକିସ୍ତାନ ଉତେଜନା ଥଣ୍ଡା ହେଲେ ଛାଡିବା କଥା ଭାବିବୁ: ପାକ୍ ବୈଦେଶିକ ମନ୍ତ୍ରୀ କ୍ୱିରେସି

ନୂଆଦିଲ୍ଳୀ: ପାକିସ୍ତାନୀ ସେନା କବ୍ଜାରେ ଥିବା ଭାରତୀୟ ବାୟୁ ସେନାର ପାଇଲଟ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତମାନଙ୍କୁ ଛାଡ଼ିବା ନେଇ ମୁହଁ ଖୋଲିଛନ୍ତି ପାକ୍‌ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୱିରେସି। ସେ କହିଛନ୍ତି…
Read More...

ବସ୍‌ ଧକ୍କାରେରେ ବାଇକ୍‌ ଆରୋହୀ ମୃତ:ରାସ୍ତାରୋକ

ମାଲକାନଗିରି: ମାଲକାନଗିରିଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଜିଲ୍ଳାର କୋତାମେଟା ଗ୍ରାମ ନିକଟରେ ସକାଳ ପ୍ରାୟ ୮.୧୦ ସମୟରେ କଟକରୁ ମାଲକାନଗିରି ଫେରୁଥିବା ନିଳକଣ୍ଠ ବସ୍‌ ସହ ଏକ ବାଇକ୍‌ ଧକ୍କା ହୋଇଥିଲା। ଏହି…
Read More...

ରାଜ୍ୟରେ ତିନୋଟି ଜାତୀୟ ରାଜପଥ ପ୍ରକଳ୍ପର ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ରାଜ୍ୟରେ ତିନୋଟି ଜାତୀୟ ରାଜପଥ ପ୍ରକଳ୍ପର ଭୂମିପୂଜନ । ଏହି ସବୁ ପ୍ରକଳ୍ପର ଭୂମିପୂଜନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପ୍ରକଳ୍ପ ଲାଗି ମୋଟ୍ ୧୧୯.୫ କିଲୋମିଟର ରାସ୍ତା ପାଇଁ…
Read More...

୧୦ ସହରରେ ଗ୍ୟାସ୍ର ରିଟେଲ୍ କାରବାର କରିବ ଆଇଓସି

ନୂଆଦିଲ୍ଲୀ : ସରକାରୀ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସି)କୁ ୧୦ଟି ସହରରେ ଗ୍ୟାସ୍ର ରିଟେଲ୍ କାରବାର କରିବା ଲାଗି ଲାଇସେନ୍ସ ପ୍ରଦାନ କରାଯାଇଛି । ସେହିପରି ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍…
Read More...

ହେଲିକପ୍ଟର ଦୁର୍ଘଟଣାରେ ୬ ବାୟୁସେନା ଅଧିକାରୀ ସହ ଜଣେ ନାଗରିକ ମୃତ

ଶ୍ରୀନଗର: ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନର ମୁକାବିଲା ଓ ସୀମାନ୍ତରେ ପ୍ୟାଟ୍ରୋଲିଂ କରୁଥିବା ବାୟୁସେନାର ଏକ ହେଲିକପ୍ଟର ଆଜି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୬ଜଣ ବାୟୁସେନା ଅଧିକାରୀ ଓ ଜଣେ ସ୍ଥାନୀୟ ଲୋକ…
Read More...

ଆଲୋଚନା ପାଇଁ ପ୍ରସ୍ତାବ ଦେଲେ ଇମ୍ରାନ୍

ନୂଆଦିଲ୍ଲୀ: ଏୟାରଷ୍ଟ୍ରାଇକ୍ ପରେ ଦମ୍ଭ ଦେଖାଉଥିବା ପାକିସ୍ତାନ ଏବେ ଦୁଇ ଦେଶ ମଧ୍ୟରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିବା ଜଣାପଡିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଆଲୋଚନା ପାଇଁ ଭାରତକୁ ପ୍ରସ୍ତାବ…
Read More...

ରାୟଗଡ଼ାରେ ମୁଖ୍ୟମନ୍ତ୍ରୀ: ୧୨୫୦କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ, ଭିତ୍ତିପ୍ରସ୍ତର ସ୍ଥାପନ କଲେ

ରାୟଗଡା: ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାୟଗଡା ଜିଲ୍ଲାର କଲିଗୁଡାଠାରେ ଆୟୋଜିତ ହୋଇଥିବା ମହିଳା ସଶକ୍ତିକରଣ ମହାସମାବେଶରେ ଯୋଗ ଦେଇଥିଲେ । ପାଗ ଖରାପ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ବିମାନଟି ଲାଞ୍ଜିଗଡଠାରେ…
Read More...

ହଟିଲା ବିମାନ ଉଡ଼ାଣ ଉପରେ ଲାଗିଥିବା ପ୍ରତିବନ୍ଧକ

ନୂଆଦିଲ୍ଳୀ: ଭାରତ-ପାକିସ୍ତାନ ଭିତରେ ଲାଗିଥିବା ବିବାଦ ହେତୁ ବୁଧବାର ଶ୍ରୀନଗର, ଜମ୍ମୁ, ଲେହ୍‌, ଅମୃତସର୍‌, ପଠାନକୋଟ, ଗଗଲ୍‌, ଡେରାଡୁନ୍‌ ଏବଂ ଚଣ୍ଡିଗଡ଼ ସମେତ କେତକ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏବେ ସେହି…
Read More...