ୱାଘା-ଅଟ୍ଟାରି ସୀମାରେ ହେବନି ଧ୍ୱଜାବତରଣ

ନୂଆଦିଲ୍ଲୀ: ୱାଘା-ଅଟ୍ଟାରି ସୀମାରେ ଆଜି ଧ୍ୱଜାବତରଣ ହେବନାହିଁ। ଏହି ସୀମାରେ ଉଭୟ ଭାରତ ଓ ପାକିସ୍ତାନ ସେନା ପ୍ରତିଦିନ ସନ୍ଧ୍ୟାରେ ଧ୍ୱଜା ଅବତରଣ କରିଥାଆନ୍ତି। ଏହି ସମୟରେ ବେଶ କିଛି ସମୟ ଧରି ଉଭୟ ପକ୍ଷର ପ୍ୟାରେଡ୍‌…
Read More...

ଇସ୍ତଫା ଦେଲେ ପୂର୍ତ୍ତ ସଚିବ ନଳିନୀ

ଭୁବନେଶ୍ୱର: ସାଧାରଣ ନିର୍ବାଚନରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହେବାକୁ ଗୋଡ଼ ଟେକି ବସିଥିବା ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ଆଜି ନିଜର ଇସ୍ତଫା ପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ଶ୍ରୀ ପ୍ରଧାନଙ୍କୁ ବିଜେଡି…
Read More...

ମାସୁଦ୍ ପାକିସ୍ତାନରେ ଥିବା ନେଇ ମାନିଲେ ପାକ୍ ସରକାର

ଇସଲାମାବାଦ୍: ଆତଙ୍କୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ବଡ଼ ବଡ଼ ଆତଙ୍କବାଦୀଙ୍କ ସୁରକ୍ଷା କବଚ ପାଲଟିଥିବା ନେଇ ବାରମ୍ବାର ପ୍ରମାଣିତ ହୋଇଆସୁଥିଲେ ମଧ୍ୟ ପ୍ରମାଣର ବାହାନା ଦେଖାଇ ଖସିଯାଉଥିଲା ଏହି ଦେଶ। କିନ୍ତୁ ପ୍ରଥମ…
Read More...

ପ୍ରଶ୍ନପତ୍ର ଭାଇରାଲ୍ ଘଟଣା:୩ ଅଭିଭାବକ ଓ ଜେରକ୍ସ ଦୋକାନୀ ଗିରଫ

ଜୟପୁର: ମ୍ୟାଟ୍ରିକ୍ ପରୀକ୍ଷାର ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ୍ ମାମଲାରେ ଆଉ ୪ ଜଣଙ୍କୁ ଗିରଫ କରାଯାଇଛି। କୋରାପୁଟ ଜିଲ୍ଲାର ଜଣେ ଜେରକ୍ସ ଦୋକାନୀ ଓ ୩ ଅଭିଭାବକକୁ ଗିରଫ କରିଛି ପୁଲିସ୍‌। ବନ୍ଧୁଗାଁ ସରକାରୀ ସ୍କୁଲ୍‌ରେ…
Read More...

କମାଣ୍ଡର ଅଭିନନ୍ଦନଙ୍କ ଆଗମନ ବିଳମ୍ବିତ

ନୂଆଦିଲ୍ଲୀ: ବର୍ତ୍ତମାନ ଇସ୍‌ଲାମାବାଦରୁ ଆସି ଲାହୋର ପହଞ୍ଚଥିବା ଭାରତୀୟ ବୀର ବାୟୁସେନାର ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନ୍‌ ପ୍ରାୟ ଅପରାହ୍ଣ ୪ଟା ବେଳେ ଓ୍ଵାଘା- ଅଟ୍ଟାରୀ ସୀମାରେ ଥିବା ଯୁଗ୍ମ-ଚେକ୍‌ପୋଷ୍ଟରେ…
Read More...

ଓପିଜିସିର ତୃତୀୟ ଓ ଚତୁର୍ଥ ୟୁନିଟ୍‌କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡା: ଆଜି ଝାରସୁଗୁଡା ଜିଲ୍ଲାର ବନହରପାଲିଠାରେ ଓପିଜିସିର ତୃତୀୟ ଓ ଚତୁର୍ଥ ୟୁନିଟ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ୧୩୨୦ ମେଗାଓ୍ଵାଟ୍‌ କ୍ଷମ୍‌ତା ବିଶିଷ୍ଟ ଏହି ନିଜସ୍ୱ ତାପଜ ବିଜୁଳି…
Read More...

ଅନ୍ଧବିଶ୍ବାସ : ଝିଅ ଆଖିରେ କଣ୍ଟା ଫୋଡ଼ିଲେ ପରିବାର

ଅଭାବନୀୟ! ‌ଜଣେ ମହିଳା ନିଜ ରକ୍ତ ସଂପର୍କୀୟଙ୍କ ଦ୍ବାରା ନିର୍ଯାତିତା ହୋଇଛନ୍ତି। ଧନୀ ହେବାର ଲୋଭରେ ଅନ୍ଧବିଶ୍ବାସୀ ବାପା, ମାଆ, ଭାଇ, ଭାଉଜ ମିଳିମିଶି ବର୍ବର କାଣ୍ଡ ଭିଆଇଛନ୍ତି। ତନ୍ତ୍ର ସାଧନା ପାଇଁ ସେମାନେ…
Read More...

କର୍କଟ ଔଷଧର ମୂଲ୍ୟ କମାଇଲେ ସରକାର

କର୍କଟ ରୋଗ ଭାରତରେ ଅସଂକ୍ରାମକ ରୋଗ ଜନିତ ଅସୁସ୍ଥତା ଏବଂ ମୃତ୍ୟୁର ଏକ ପ୍ରମୂଖ କାରଣ ଭାବେ ଉଭା ହୋଇଛି । ଦେଶରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । 2004ରେ ବାର୍ଷିକ 8 ଲକ୍ଷ ଲୋକ କର୍କଟ ରୋଗରେ…
Read More...

ଥମିନି ଗୁଳିବର୍ଷା: ସେନାର ସୁରକ୍ଷା ବଳୟରେ ୫ ହଜାର ଗ୍ରାମବାସୀ

ଜମ୍ମୁ କଶ୍ମୀ‌ର ନିୟନ୍ତ୍ରଣ ରେଖା ଅଂଚଳରେ ପାକିସ୍ତାନ ଆଜି ଗୋଟିଏ ଦିନରେ 3 ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପ୍ରାୟ 7 ଘଣ୍ଟା ଧରି ଉଭୟ ପଟୁ ପ୍ରବଳ ଗୁଳିଗୋଳା ବର୍ଷା ହୋଇଥିଲା। ଭାରତ ପଟୁ କଡ଼ା ଜବାବ ମିଳିବା ଏବଂ…
Read More...

ଜୈସ ଉପରେ ଇମ୍ରାନ କିପରି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତା ଉପରେ ଏବେ ସମସ୍ତଙ୍କ ଆଖି

ପୁଲଓ୍ବାମା ଆକ୍ରମଣ ଘଟଣାରେ ଜୈସ-ଇ-ମୋହମ୍ମଦର ସଂପୃକ୍ତି ସଂପର୍କରେ ପାକିସ୍ତାନକୁ ଭାରତ ସରକାର ସବୁ ପ୍ରକାରର ତଥ୍ୟପ୍ରମାଣ ହସ୍ତାନ୍ତର କରିବା ପରେ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ଏବ ସମସ୍ତଙ୍କ…
Read More...