ଟ୍ରକ୍‌-ପୁଲିସ୍ ଭ୍ୟାନ୍‌ ମୁହାଁମୁହିଁ : 2 ମୃତ, 30ରୁ ଅଧିକ ଆହତ

ଏକ ଟ୍ରକ୍ ଓ ପୁଲିସ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 30ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 4 ଜଣ ଗୁରୁତର ଅଛନ୍ତି। ସମସ୍ତ ମୃତାହତ ହେଉଛନ୍ତି ପୁଲିସ୍ କର୍ମଚାରୀ। …
Read More...

ସ୍ୱର୍ଣ୍ଣ ପଦକ ଜିତିଲେ ଓଡ଼ିଆ ଝିଅ

ଭୁବନେଶ୍ୱର: ଆଉ ଜଣେ ଓଡ଼ିଆ ଝିଅ ବିଦେଶରେ କ୍ରୀଡା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଓଡ଼ିଶାର ନାମ ରଖିଛନ୍ତି । ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ସିଆଳିଯୋଡା ଗ୍ରାମର ମଞ୍ଜୁ ମୁଣ୍ଡା । ମଞ୍ଜୁ ଋଷ ରାଜଧାନୀ…
Read More...

ସ୍ୱଦେଶକୁ ଫେରିବେ ପାଇଲଟ୍ ଅଭିନନ୍ଦନ: ଆସନ୍ତାକାଲି ଛାଡିବ ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ପାଇଁ ଏକ ବଡ ଖୁସି ଖବର । ବିଶ୍ୱ ଜନମତ ଚାପରେ ଆସି ପରିଶେଷରେ ପାଇଲଟ୍ ଅଭିନନ୍ଦନଙ୍କୁ ପାକିସ୍ତାନ ଛାଡିବ ବୋଲି ନିଷ୍ପତି ନେଇଛି । ଆସନ୍ତାକାଲି ପାଇଲଟ୍ ଅଭିନନ୍ଦନଙ୍କୁ ମୁକ୍ତ କରାଯିବ ବୋଲି ପାକିସ୍ତାନ…
Read More...

ଯୁକ୍ତ ଦୁଇ ପରୀକ୍ଷାର୍ଥୀ ପାଇଁ ଜାରି ହେଲା କଡା ନିୟମ

ଭୁବନେଶ୍ୱର: ମ୍ୟାଟ୍ରିକ୍ ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଭାଇରାଲକୁ ଦୃଷ୍ଟିରେ ରଖି ଏବେ ଯୁକ୍ତ ଦୁଇ ପରୀକ୍ଷାର୍ଥୀ ପାଇଁ ସରକାର କଡା ନିୟମ ଲାଗୁ କରାଇଛନ୍ତି । ଏଥର ପରୀକ୍ଷାର୍ଥୀ ହଲ୍କୁ ଯିବା ପାଇଁ କେତେକ କଡା ନିୟମ…
Read More...

କରାଚିରେ ଜାରି ହେଲା ଜରୁରିକାଳୀନ ପରିସ୍ଥିତି

କରାଚି: ପାକିସ୍ତାନର କରାଚିରେ ଆଜି ଜରୁରିକାଳୀନ ପରିସ୍ଥିତି ଜାରି କରାଯାଇଛି। ଏଥିସହ ଖାଇବର ଓ ପଖତୁନ୍‌ଖାଓ୍ଵା ପ୍ରଦେଶକୁ ହାଇଆଲର୍ଟ ମଧ୍ୟରେ ଜାରି କରାଯାଇଛି। ସମସ୍ତ ସରକାରୀ ଅଧିକାରମାନଙ୍କର ଛୁଟିକୁ ରଦ୍ଦ କରି…
Read More...

ଓଡ଼ିଶାରେ ହାଇଆଲର୍ଟ ଜାରି

ଭୁବନେଶ୍ୱର: ଭାରତୀୟ ବାୟୁସେନା ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବା ପରେ ଏବେ ଦୁଇଦେଶ ମଧ୍ୟରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏ ମଧ୍ୟରେ ଓଡ଼ିଶାର ଗୁରୁତ୍ୱପୂଣତର୍ଣ ଓ ସମ୍ବେଦନଶୀଳ ପ୍ରତିଷ୍ଠାନ ଉପରେ…
Read More...

କମାଣ୍ଡର୍‌ ଅଭିନନ୍ଦନଙ୍କ ନିରାପଦ ପ୍ରତ୍ୟାବର୍ତନ କାମନା କରି ଟ୍ଵିଟ୍‌ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପାକିସ୍ତାନରେ ବନ୍ଦୀ ହୋଇ ରହିଥିବା ଭାରତୀୟ ବାୟୁ ସେନା ପାଇଲଟ୍‌ କମାଣ୍ଡର୍‌ ଅଭିନନ୍ଦନଙ୍କ ପାଇଁ ଟୁଇଟ୍‌ରେ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ଭାରତୀୟ ବାୟୁ…
Read More...

ଭିଡ଼ିଓ କନ୍‌ଫରେନ୍‌ସିଂ ଜରିଆରେ ଉଦ୍ବୋଧନ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିପ୍ରହର ୧୨ ଟା ସମୟରେ ଦେଶସାରା ଥିବା ଏକ କୋଟିରୁ ଅଧିକ ଭାରତୀୟ ଜନତା ପାର୍ଟିର କାର‌୍ୟ୍ୟକର୍ତ୍ତା, ସ୍ୱେଚ୍ଛାସେବୀ ଓ ଅନ୍ୟାନ୍ୟ ବିଶିଷ୍ଟ ନାଗରିକମାନଙ୍କୁ ଭିଡ଼ିଓ…
Read More...

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୧୨ ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ବିଶେଷ କରି ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଏହାର…
Read More...

ପ୍ରତିରକ୍ଷା ମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ଆଗାମୀ ପଦକ୍ଷେପ କ’ଣ ରହିବ, ସେ ନେଇ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ପୁଣିଥରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଏହି ବୈଠକ ତିନିସେନାର ମୁଖ୍ୟମାନଙ୍କୁ ନେଇ ହେବ । ଏହି…
Read More...