ନୂଆପଡାରେ ୩୯ ପ୍ରକଳ୍ପର ଉଦ୍ଘାଟନ, ଭିତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ନୂଆପଡା: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ଗସ୍ତ କରିଛନ୍ତି । ସେଠାରେ ୨୪୦କୋଟି ଟଙ୍କାର ୩୯ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବା ସହ ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ…
Read More...

ପ୍ରେମିକା-ପ୍ରେମିକ ଲହୁଲୁହାଣ, ଡାକ୍ତରଖାନାରେ ଭର୍ତି

ଯାଜପୁର: ଯାଜପୁର ଜିଲ୍ଲାରେ ଆଜି ଘଟିଛି ଅଭାବନୀୟ ଘଟଣା । ଉଭୟ ପ୍ରେମିକା ଓ ପ୍ରେମିକ ଲହୁଲୁହାଣ ଅବସ୍ଥାରେ ରାସ୍ତାରେ ପଡିଥିବାର ଦେଖିବାକୁ ମିଳିଛି । ଏହାପରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିବା ଜଣାପଡ଼ିଛି ।…
Read More...

ମହଙ୍ଗା ଭତ୍ତା ବଢ଼ିଲା ୩ ପ୍ରତିଶତ: ୨୦୧୯ ଜାନୁୟାରୀ ପହିଲାରୁ ଲାଗୁ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଘୋଷଣା କରିଛନ୍ତି । ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତାକୁ ସରକାର ୩ ପ୍ରତିଶତ ବୃଦ୍ଧି କରିଛନ୍ତି ।…
Read More...

ବସ୍ ଓଲଟି ୧୦ ଆହତ

ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ ଆଳନ୍ଦା ଗାଁ ନିକଟରେ ଏକ ବସ୍‌ ଓଲଟି ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବରଜଦେଉଳିରୁ ବାଲେଶ୍ୱର ଯାଉଥିବା ଝାଡେଶ୍ୱର ନାମକ ଏକ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ବସ୍‌ରେ…
Read More...

ଗୁହାଳରେ ଅଗ୍ନିକାଣ୍ଡ: ୪ ଗୋରୁ ଜୀବନ୍ତ ଦଗ୍ଧ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ମଧୁପୁରା ଗାଁରେ ଏକ ଗୁହାଳରେ ଅଗ୍ନିକାଣ୍ଡ । ନିଆଁ ଲାଗି ୪ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏଥିସହ ୫ଟି ଗୋରୁ ଅର୍ଦ୍ଧଦଗ୍ଧ ହୋଇଛନ୍ତି। କେଉଁ କାରଣରୁ…
Read More...

ଏମ୍‌ଜେ ଆକବର ମିଠୁ ମାମଲା, ସାମ୍ବାଦିକା ପ୍ରିୟାଙ୍କୁ ମିଳିଲା ଜାମିନ୍‌

ନୂଆଦିଲ୍ଲୀ: ସୋମବାର ଦିଲ୍ଲୀର ଏକ ଅଦାଲତ ସାମ୍ବାଦିକା ପ୍ରିୟା ରମାନିଙ୍କୁ ୧୦ ହଜାର ଟଙ୍କାର ବ୍ୟକ୍ତିଗତ ବେଲ୍‌ ବଣ୍ଡ୍‌ରେ ଜାମିନ ମଞ୍ଜୁର କରିଛନ୍ତି। ୨୦ ବର୍ଷ ତଳେ ତାଙ୍କ ସହ ବ୍ୟଭିଚାର କରିଥିବା ମିଠୁରେ ଅଭିଯୋଗ…
Read More...

ଅଭିନେତ୍ରୀ ସୋନାକ୍ଷୀଙ୍କ ନାମରେ ଅଭିଯୋଗ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦବଙ୍ଗ ଗାର୍ଲ ଓରଫ୍ ସୋନାକ୍ଷୀ ସିହ୍ନାଙ୍କ ନାମରେ ଅଭିଯୋଗ ଆସିଛି । ତାଙ୍କ ନାମରେ ମୁରାଦାବାଦରେ ଠକେଇ ଅଭିଯୋଗ ହୋଇଛି । ସୋନାକ୍ଷୀଙ୍କ ସମେତ ଆଉ ୫ ଜଣଙ୍କ ନାମରେ ମଧ୍ୟ ଏହି ଅଭିଯୋଗରେ…
Read More...

ପୁଣିଥରେ ମ୍ୟାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ

ଭୁବନେଶ୍ୱର: ପୁଣିଥରେ ମ୍ୟାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଓଡିଆ ପ୍ରଶ୍ନପତ୍ର ପରେ ଆଜି ଇରାଂଜୀ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ ହୋଇଛି । ବଲାଙ୍ଗୀରରେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି କୋଶ୍ଚିନ । ପରୀକ୍ଷାରୁ…
Read More...

ବିବାହ ବନ୍ଧନରେ ନଗଡା ସୁନ୍ଦରୀ

ଯାଜପୁର: ପୁଣିଥରେ ଯାଜପୁରର ନଗଡା ଚର୍ଚ୍ଚାରେ । ନଗଡାର ସୁନ୍ଦରୀ ରଇବାରୀ ପ୍ରଧାନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତଳ ନଗଡାର ଗୁରୁ ପ୍ରଧାନଙ୍କ ବଡଝିଅ ରୁଇ ଢେଙ୍କାନାଳ ଜିଲ୍ଲା ବିରଶାଳା ପାଖ ମୁତୁରିବନ୍ଧ ଗାଁର…
Read More...

ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା,୨୧ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ପବନ ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ୨୧ଟି ଜିଲ୍ଲାକୁ ସତର୍କ ରହିବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ…
Read More...