National ଅରୁଣାଚଳ ପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାରେ ନିଆଁ ଲଗାଇଲେ ପ୍ରତିବାଦକାରୀ OPA Feb 24, 2019 0 କୋଲ୍କାତା: ଇଟାନଗର ଠାରେ ରାଜ୍ୟ ସରକାରଙ୍କ ବିରୋଧରେ ରାଗ ଓ ଅସନ୍ତୋଷ ଚାଲିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଚୋଓନା ମେନ୍ଙ୍କ ବଙ୍ଗଳାରେ ନିଆଁ ଲଗାଇ ଦିଆଯାଇଛି। ଏହାପରେ ଚୋଓନା ମେନ୍ଙ୍କୁ ରାଜ୍ୟ ରାଜଧାନୀ ଇଟାନଗରରୁ!-->… Read More...
Odisha ୪୮ ଘଣ୍ଟା ମଧ୍ୟରେ ହୋଇପାରେ ବର୍ଷା OPA Feb 24, 2019 0 ଭୁବନେଶ୍ୱର: ଟ୍ରାପ୍ ଲାଇନ୍ ପ୍ରଭାବରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ। ଏହାସହ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଏପରି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।!-->… Read More...
National ପିଏମ କିଷାନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ,ପ୍ରଥମ କିସ୍ତିରେ ଚାଷୀଙ୍କୁ ମିଳିବ ୨ ହଜାର ଟଙ୍କା OPA Feb 24, 2019 0 ଲକ୍ଷେ୍ନø: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଗୋରଖପୁରଠାରେ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଦେଶ ପାଇଁ!-->… Read More...
National ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ସଂକଳ୍ପ ନେଇଛି ସେନା: ପ୍ରଧାନମନ୍ତ୍ରୀ OPA Feb 24, 2019 0 ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ ଜରିଆରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି । ପ୍ରଥମେ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ବୀର ପୁତ୍ରଙ୍କୁ ପ୍ରଣାମ ଜଣାଇଛନ୍ତି!-->… Read More...
National ପରମାଣୁ ବୋମା ପକାଇବାର ଧମକ ଦେଲେ ପାକିସ୍ତାନୀ ସାମ୍ବାଦିକ OPA Feb 24, 2019 0 ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟର ତିକ୍ତତା ବଢ଼ିବାରେ ଲାଗିଛି । ଅନ୍ୟପଟେ ଜଣେ ପାକିସ୍ତାନୀ ସାମ୍ବାଦିକ ଏକ ଭିଡିଓରେ ଭାରତରେ ବୋମା ପକାଇବାର ଧମକ ଦେଇଛନ୍ତି । ସାମ୍ବାଦିକ ଜଣଙ୍କ ହେଉଛନ୍ତି!-->… Read More...
National କୁମ୍ଭ ମେଳାରେ ଡ୍ୟୁଟି କରୁଥିବା ପୁଲିସକର୍ମୀଙ୍କୁ ମିଳିବ ସମ୍ମାନ OPA Feb 24, 2019 0 ଲକ୍ଷେ୍ନø: କୁମ୍ଭ ମେଳାରେ ଡ୍ୟୁଟି କରୁଥିବା ପ୍ରତ୍ୟକ ପୁଲିସକର୍ମୀଙ୍କୁ କୁମ୍ଭ ମେଳା ୨୦୧୯ ମେଡାଲ ଦ୍ୱାରା ସମ୍ମାନିତ କରାଯିବ । ଏ ନେଇ ଏବେ ପ୍ରସ୍ତୁତି ଚାଲିଛି ବୋଲି ଉତ୍ତର ପ୍ରଦେଶର ପୁଲିସ ମହାନିର୍ଦ୍ଦେଶକ ଓପି ସିଂହ!-->… Read More...
Odisha ଚିଲିକା କୂଳରୁ ମଲା ଡଲ୍ଫିନ୍ ଉଦ୍ଧାର OPA Feb 24, 2019 0 ବ୍ରହ୍ମଗିରି: ରବିବାର ସକାଳେ ବନ ବିଭାଗ ଗୋଟାଏ ଇରାଓ୍ଵାଡ଼ି ପ୍ରଜାତିର ମଲା ଡଲ୍ଫିନ୍ ଉଦ୍ଧାର କରିଛି। ମଲା ଡଲ୍ଫିନ୍ଟି ଗତ ରାତିରୁ କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ଚିଲିକା ନୂଆପଡ଼ା ରେଞ୍ଜ ଅଞ୍ଚଳର ଚିଲିକା ହ୍ରଦର!-->… Read More...
National ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ନକ୍ସଲ ନିହତ OPA Feb 24, 2019 0 ରାଞ୍ଚି: ଓଡିଶା ସୀମାନ୍ତରେ ଥିବା ଝାଡ଼ଖଣ୍ଡର ଗୁମଲା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଜଣ ନକ୍ସଲ ନିହତ ହୋଇଛନ୍ତି । ସେମାନଙ୍କ ଠାରୁ ଦୁଇଟି ଏକେ ୪୭ ବନ୍ଧୁକ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ!-->… Read More...
Odisha ରାଜ୍ୟ ସରକାରଙ୍କ ପାଇଁ କାଳିଆ ଛାତ୍ରବୃତି ଯୋଜନା ଏକ ବାହାନା: ଧର୍ମେନ୍ଦ୍ର OPA Feb 24, 2019 0 ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପାଇଁ କାଳିଆ ଛାତ୍ରବୃତି ଯୋଜନା ଏକ ବାହାନା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ରାଜ୍ୟର ସଂଖ୍ୟାଧିକ ଚାଷୀ ତଥା ଓବିସି ପରିବାରକୁ ଧୋକା!-->… Read More...
Odisha ମଦ୍ୟପ ବରର ହାତ ଧରିବାକୁ ମନାକଲା ମଙ୍ଗୁଳା କନିଆ, ଶିଶୁପାଳ ହୋଇ ଫେରିଗଲା ବର OPA Feb 24, 2019 0 କଳାହାଣ୍ଡି: କଳାହାଣ୍ଡି ଜୁନାଗଡ ବ୍ଲକ ଦୁନ୍ଦେଲମାଲ ଗାଁରେ ଦେଖିବାକୁ ମିଳିଛି ଏମିକି ଏକ ଅଭାବନୀୟ ଘଟଣା । ବିବାହ ବେଦିରେ ମାତାଲ ବରର ହାତ ଧରିବାକୁ ଝିଅ ମନା କରିଦେଇଥିଲା । ଶେଷରେ ନିରାଶ ହୋଇ ବର ଶିଶୁପାଳ ହୋଇ!-->… Read More...