ନଦୀରେ ଭାସୁଛି ମଲା ମାଛ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‌ ଅଞ୍ଚଳ ଦେଇ ଯାଇଥିବା ସୋନ ନଦୀରେ ମାଛ ମଡ଼କ ଦେଖା ଦେଇଛି। ବିଶେଷ କରି ପତ୍ରିପାଳ ଓ ଗନିପୁର ପଞ୍ଚାୟତ ପାଖରେ ଶହ ଶହ ମାଛ ମରି ଭାସୁଛନ୍ତି।ସ୍ଥାନୀୟ ଲୋକଙ୍କ କହିବା…
Read More...

ସୁନ୍ଦରଗଡ଼ରେ ହାତୀ

ସୁନ୍ଦରଗଡ଼: ସୁନ୍ଦରଗଡରେ ହାତୀ । ରବିବାର ସକାଳେ ସୁନ୍ଦରଗଡ଼ ସହର ମିସନ୍‌ ଛକ ଠାରେ ଅବସ୍ଥିତ ମିସନ୍‌ ଗୀର୍ଜା ପରିଧି ମଧ୍ୟକୁ ଗୋଟାଏ ବଣୁଆ ଦନ୍ତାହାତୀ ପଶି ଯାଇଛି। ଗୀର୍ଜା ପରିସର ଚଉହଦି ପାଚେରୀ ବୁଲିଥିବାରୁ ହାତୀଟି…
Read More...

ପୁଣି ଥରେ ଏକାଠି କାମ କରିବେ ସଲମାନ୍-ଭଂସାଲୀ

ମୁମ୍ବାଇ: ଦବଙ୍ଗ ଖାନ୍ ଏବଂ ବଲିଉଡ୍ର ଜଣାଶୁଣା ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ଏକାଠି କାମ କରିବାକୁ ଯାଉଛନ୍ତି । ଉଭୟ ଶେଷ ଥର ପାଇଁ ସୁପରହିଟ୍ ଫିଲ୍ମ “ହମ୍ ହିଲ୍ ଦେ ଚୁକେ ସନମ୍”ରେ ଏକାଠି କାମ କରିଥିଲେ । ଦୀର୍ଘ…
Read More...

ଯାତ୍ରାରେ ରେକଡ ଡ୍ୟାନ୍ସ ନାଁରେ ଲଙ୍ଗଳା ନୃତ୍ୟ , ପୋଶାକ ଖୋଲିଦେଲେ ମଡେଲ, ଦେଖନ୍ତୁ ଭିଡିଓ

ଭୁବନେଶ୍ବର : ଓଡିଶା ଯାତ୍ରା ଦୁନିଆରେ  ମନୋରଞ୍ଜନ ନାଁରେ ଅଶୀଳତା । ରେକଡ ଡ୍ୟାନ୍ସ ନାଁରେ ଚାଲିଛି ନଗ୍ନତା । ଦର୍ଶକଙ୍କୁ ଆକୃଷ୍ଠ କରିବାକୁ ଯେମିତି ଯାତ୍ରା ପାର୍ଠି ଭିତରେ ଚାଲିଛି ଡ୍ୟାନ୍ସର ମାନଙ୍କର ଦେହ ଦେଖା…
Read More...

ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ଘଟଣା: ୧୧ ସସ୍‌ପେଣ୍ଡ, ୫ ଶିକ୍ଷକ ଗିରଫ

ଭୁବନେଶ୍ୱର: ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ ଶନିବାର ଯାଏଁ ୧୧ ଜଣ କର୍ମଚାରୀ ସସ୍‌ପେଣ୍ଡ ହୋଇଛନ୍ତି। ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ୫ ଜଣ ଶିକ୍ଷକଙ୍କୁ ନୂଆପଡ଼ା ଜିଲ୍ଲାର ବୋଡେନ ପୁଲିସ ଗିରଫ କରିଥିବା ଜଣାପଡ଼ିଛି।…
Read More...

ମାର୍ଚ୍ଚ ୧ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଧାରଣାରେ ବସିବେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ: ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ ଦାବୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲ ଆସନ୍ତା ମାର୍ଚ୍ଚ ୧ ତାରଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ…
Read More...

ଭୁବନେଶ୍ୱର ବିମାନ ବନ୍ଦରରେ ହେବ ଟର୍ମିନାଲ-୩

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଟର୍ମିନାଲ-୩ ନିର୍ମାଣ ହେବ। ଏଠାରେ ବର୍ତ୍ତମାନ ୨ଟି ଟର୍ମିନାଲ ରହିଛି । ଏହା ଖୁବ ଶୀଘ୍ର ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। କେନ୍ଦ୍ର ପେଟ୍ରୋଲିୟମ…
Read More...

ଏୟାର ଇଣ୍ଡିଆ ବିମାନ ଅପହରଣ କରି ପାକିସ୍ତାନ ନେବା ପାଇଁ ଆତଙ୍କବାଦୀଙ୍କ ଧମକ

ନୂଆଦିଲ୍ଲୀ : ପାକିସ୍ତାନୀ ଆତଙ୍କବାଦୀମାନେ ଏୟାର ଇଣ୍ଡିଆର ଏକ ବିମାନ ଅପହରଣ କରି ନେବା ପାଇଁ ଆତଙ୍କବାଦୀ ଧମକ ଦେଇଛନ୍ତି । ଏହାପରେ ଦେଶବ୍ୟାପୀ ଥିବା ବିଭିନ୍ନ ଏୟାରପୋର୍ଟରେ ସୁରକ୍ଷାବ୍ୟବସ୍ଥାକୁ କଡାକଡି କରାଯାଇଛି । ଏ…
Read More...

ବାଣ କମ୍ପାନୀରେ ବିସ୍ଫୋରଣ: ୧୦ ମୃତ, ୧୨ ଗୁରୁତର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଭଦୋହିଠାରେ ଏକ ଗ୍ରାମରେ ଶନିବାର ସ୍ଥାନୀୟ ବାଣ ତିଆରି କମ୍ପାନୀରେ ବିସ୍ଫୋରଣ ଘଟି ୧୦ ଜଣଙ୍କ ଜୀବନ ଯାଇଛି। ଏହି ବିସ୍ଫୋରଣରେ ୧୨ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛିି। ଆହତମାନଙ୍କୁ…
Read More...

ଯୁଦ୍ଧ ବିମାନ ତେଜସ ଉଡ଼ାଇଲେ ସିନ୍ଧୁ

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ଶଟଲର ପି. ଭି. ସିନ୍ଧୁ ବ୍ୟାଡ୍‌ମିଣ୍ଟନ କୋର୍ଟ ଉପରରେ ଯୁଦ୍ଧ ବିମାନ ଉଡ଼ାଇଛନ୍ତି। ଶନିବାର ଦେଶର ହାଲୁକା ଯୁଦ୍ଧ ବିମାନ (ଏଲସିଏ), ଦ ତେଜସକୁ ବେଙ୍ଗାଲୁରୁଠାରେ ଏରୋ ଇଣ୍ଡିଆ ୨୦୧୯ ବେଳେ…
Read More...