ରାହୁଲ ଗାନ୍ଧି ଆରମ୍ଭ କଲେ ‘ପ୍ରଧାନମନ୍ତ୍ରୀ ଜନ ଧନ ଲୁଟ୍ ଯୋଜନା’

'ପ୍ରଧାନମନ୍ତ୍ରୀ ଜନ ଧନ ଲୁଟ୍ ଯୋଜନା' । ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଏହି ଯୋଜନା ବିଷୟରେ ସୋମବାର ଅବଗତ କରିଛନ୍ତି । ରାହୁଲ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଗୋଟିଏ ଗ୍ରାଫିକ ଚିତ୍ର ସହ ଏହି ଯୋଜନା ବିଷୟରେ…
Read More...

ଏଣିକି ପୋଲିସ ଅଧିକାରୀମାନେ ଡ୍ରେସ ଉପରେ କ୍ରସ୍ ବେଲ୍ଟ ଓ ଟ୍ୟୁନିକ ପରିଧାନ କରିବେ ନାହିଁ

ରାଜ୍ୟରେ ପୋଲିସ ଅଧିକାରୀଙ୍କ ପୋଷାକୁ ନେଇ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ବ୍ରିଟିଶ ଅମଳରୁ ଚାଲିଆସିଥିବା ସର୍କୁଲାର ଏବେ ପରିବର୍ତ୍ତନ ହେବ । ଏଣିକି ପୋଲିସ ଅଧିକାରୀମାନେ ସେମାନଙ୍କର ଡ୍ରେସ ଉପରେ କ୍ରସ୍ ବେଲ୍ଟ ଓ…
Read More...

ପଳାଶୁଣିରେ ସିରିଜି୍‌ ଦୁର୍ଘଟଣା: କାରକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ

ପଳାଶୁଣିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ପଛରୁ ପିଟିଲା ହାୱା ଟ୍ରକ । ଏହି ଦୁର୍ଘଟଣାରେ କାର ଡ୍ରାଇଭର ମୃତ୍ୟୁ ହୋଇଥିବା ବେଳେ ଟ୍ରକ ଡ୍ରାଇଭର ଫେରାର ଅଛି।ଭୁବନେଶ୍ବରରୁ କଟକ ଆଡକୁ ଯାଉଥିଲା କାର ଓ ଟ୍ରକ। ବର୍ତ୍ତମାନ…
Read More...

ଏବେ ପିଞ୍ଜରାବଦ୍ଧ ଶୁଆ ନୁହେଁ ସିବିଆଇ

କେନ୍ଦ୍ର ଆଇନମନ୍ତ୍ରୀ କରେଣ ରିଜ୍ଜୁ ସିବିଆଇକୁ ନେଇ ରବିବାର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶର ଶୀର୍ଷ ତଦନ୍ତକାରୀ ସଂସ୍ଥାନ ଏବେ ନିଜ କାମ ସଠିକ କରିପାରୁଛନ୍ତି। ଏକ ସମୟ ଥିଲା ଯେତେବେଳେ ସରକାରରେ ବସିଥିବା…
Read More...

ଇମ୍ରାନଙ୍କୁ ଝଟକା; ବିରୋଧୀଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ପାକିସ୍ତାନରେ ଇମ୍ରାନ ଖାନ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ବିରୋଧୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦାଖଲ ହୋଇଥିବା ଆବେଦନ ମାମଲାରେ ଶୁଣାଣି ଆସନ୍ତାକାଲି ହେବ ବୋଲି ପାକିସ୍ତାନର…
Read More...

ଲୋକମାନ୍ୟ ତିଲକ ଟର୍ମିନିୟସ(ଏଲଟିଟି)-ଜୟନଗର ଏକ୍ସପ୍ରେସ ଲାଇନଚ୍ୟୁତ

ମହାରାଷ୍ଟ୍ରର ନାସିକ ନିକଟରେ ଲୋକମାନ୍ୟ ତିଲକ ଟର୍ମିନିୟସ(ଏଲଟିଟି)-ଜୟନଗର ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ପାଖାପାଖି ୧୦ଟି କୋଚ ଟ୍ରାକ ବାହାରକୁ ଖସିଯାଇଛି। ଦୁର୍ଘଟଣା ଯୋଗୁ କେତେକ ଟ୍ରେନ୍‌ର ଗତିପଥ ବଦଳାଯାଇଛି। ସେହିପରି…
Read More...

ହର୍ଷ-ଭାରତୀଙ୍କ ଘରକୁ ଆସିଲା ନୂଆ ଅତିଥି

ବହୁଦିନର ପ୍ରତୀକ୍ଷା ପରେ ଭାରତୀ ତାଙ୍କ ପ୍ରଶଂସକମାନଙ୍କୁ ଖୁସି ଖବର ଦେଇଛନ୍ତି | ହର୍ଷ-ଭାରତୀଙ୍କ ଔରସରୁ ଆଜି ପୁତ୍ର ସନ୍ତାନ ଜନ୍ମ ହୋଇଛି | କମେଡି କୁଇନ୍ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା ସୋସିଆଲ ମିଡିଆ ପ୍ଲାଟଫର୍ମ…
Read More...

ପୁଣି ଏକ ନୂଆ ରେକର୍ଡ କଲା ଓଡିଶା; ଜିଏସଟି ସଂଗ୍ରହରେ ଅନ୍ୟ ରାଜ୍ୟକୁ ପଛରେ ପକାଇଲା

ରାଜ୍ୟରେ ମୋଟ ଜିଏସଟି ସଂଗ୍ରହ ଗତ ମାର୍ଚ୍ଚ ମାସରେ ରେକର୍ଡ ସ୍ତରରେ ପହଞ୍ଚିଛି। ଓଡ଼ିଶା ଏକ୍ଷେତ୍ରରେ ୨୬ପ୍ରତିଶତ ରେକର୍ଡ ଅଭିବୃଦ୍ଧି ହାସଲ କରିଥିବାର ଜଣାପଡ଼ିଛି। ଗତବର୍ଷ ମାର୍ଚ୍ଚରେ ମୋଟ୩୨୮୫.୨୯କୋଟି ଟଙ୍କା ଆଦାୟ ହୋଇଥିଲା…
Read More...

ଆଇସିସି ମହିଳା ବିଶ୍ୱକପ ଟାଇଟେଲ ହାତେଇଲା ଅଷ୍ଟ୍ରେଲିଆ

ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ଆଇସିସି ମହିଳା ବିଶ୍ୱକପ କ୍ରିକେଟ ଫାଇନାଲରେ ଅଷ୍ଟ୍ରେଲିଆ ୭୧ ରନରେ ଇଂଲଣ୍ଡକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ଏହି ମେଗା ଇଭେଂଟରେ ଅଷ୍ଟ୍ରେଲିଆ ୭ମ ଥର ପାଇଁ ଟାଇଟଲ ହାସଲ କରିଛି । ଏଲିସା…
Read More...

ଶ୍ରୀମନ୍ଦିର ରୋଷଘରେ ଚୁଲି ଭାଙ୍ଗିବା ଘଟଣା; ତଦନ୍ତ ପାଇଁ ୨ ଜଣିଆ କମିଟି ଗଠନ

ଶ୍ରୀମନ୍ଦିରର ରୋଷଘରେ ଚୁଲି ଭାଙ୍ଗିବା ଘଟଣାର ତଦନ୍ତ ପାଇଁ ୨ ଜଣିଆ କମିଟି ଗଠନ ହୋଇଛି। ସୁରକ୍ଷା ପ୍ରଶାସକ ଓ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ନେଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ…
Read More...