ପୁଣିଥରେ ନୂଆ ଅଡ଼ିଓ ଜାରି କଲା ମସୁଦ ଅଜହର

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଠିକ ଏକ ସପ୍ତାହ ପରେ ପୁଣିଥରେ ମସୁଦ ଆଜହର ଏକ ନୂଆ ଅଡ଼ିଓ ଜାରି କରିଛି । ପୁଲୱାମା ଘଟଣାରେ ତା’ର କୌଣସି ପ୍ରକାର ହାତ ନାହିଁ ବୋଲି ଅଡ଼ିଓରେ କରିଛି । କେବଳ…
Read More...

କଳିଙ୍ଗାଘାଟିରେ ଓଲଟିଲା ବସ୍: ୪୦ରୁ ଊଦ୍ଧ୍ୱର୍ ଆହତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ଅଧୀନ କଳିଙ୍ଗାଘାଟିରେ ଆଜି ସକାଳେ ବସ୍ ଓଲଟି ୪୦ରୁ ଊଦ୍ଧ୍ୱର୍ ବ୍ୟକ୍ତି ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଂଚି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି…
Read More...

ହିମାଂଚଳପ୍ରଦେଶରେ ବରଫସ୍ଫଳନ: ଜଣେ ଯବାନ ମୃତ, ୫ ନିଖୋଜ

କିନ୍ନାଉର: ହିମାଂଚଳ ପ୍ରଦେଶ କିନ୍ନାଉର ଜିଲ୍ଲା ମନଗୟାରେ ବୁଧବାର ବରଫ ସ୍ଫଳନ ହୋଇଛି । ଏଥିରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ନିଖୋଜ ଥିବା ଜଣାପଡ଼ିଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାରର…
Read More...

ବମିଖାଲ ଓଭର ବ୍ରିଜକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ରାଜଧାନୀର ଅନ୍ୟତମ ବ୍ୟସ୍ତ ବହୁଳ ସ୍ଥାନ ବମିଖାଳ ଓଭର ବ୍ରିଜକୁ ଉଦ୍‌ଘାଟନ କରିଛନ୍ତି। ପ୍ରାୟ ୪୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବ୍ରିଜ ଉଦ୍‌ଘାଟନ…
Read More...

ଜୟପୁର ଜେଲରେ ପାକିସ୍ତାନ କଏଦୀଙ୍କୁ ହତ୍ୟା

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରର ସେଣ୍ଟ୍ରାଲ ଜେଲରେ ଜଣେ ପାକିସ୍ତାନୀ କଏଦୀର ହତ୍ୟା କରାଯାଇଥିବା ଘଟଣା ସାମନାକୁ ଆସିଛି । ଜୟପୁର ପୁଲିସ ଅନୁସାରେ, ଜେଲରେ ଏହି ହତ୍ୟା ପଛର କାରଣ କିଛି କଏଦୀଙ୍କ ମଧ୍ୟରେ ବିବାଦ ପରେ…
Read More...

ଫେସ୍‌ବୁକ୍‌ ପ୍ରେମ କରି ଅଡୁଆରେ ଯୁବତୀ

ଭୁବନେଶ୍ୱର: ଜଣେ ଯୁବତୀ ଫେସ୍‌ବୁକ୍‌ ଜରିଆରେ ପ୍ରେମ କରି ଏବେ ପଡିଛନ୍ତି ଅଡୁଆରେ । ଫେସ୍‌ବୁକ୍‌ ପ୍ରେମ୍ ପରେ ଘରଛାଡି ପଳାଇ ଆସି କହିଥିଲେ ବିବାହ । ବାହାଘର ମାସେ ହୋଇନି ସେହି ଯୁବତୀଙ୍କୁ ବୁଧବାର ବରମୁଣ୍ଡା ଅଂଚଳରୁ…
Read More...

୨୪ରୁ ୨୬ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଫେବୃଆରୀ ୨୪ରୁ ୨୬ତାରିଖ ମଧ୍ୟରେ ଓଡ଼ିଶାର ଉତ୍ତର ଏବଂ ଉପକୂଳବର୍ତୀ ଜିଲ୍ଲା ଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଝଡ଼ତୋଫାନ ସହ କୁଆପଥର ମାଡ଼ ହେବାର ଆଶଙ୍କା ମଧ୍ୟ…
Read More...

୨୬ରେ ରାମଜନ୍ମଭୂମି ବାବରୀ ମସଜିଦ୍ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାମଜନ୍ମଭୂମି ବାବରୀ ମସଜିଦ୍ ମାମଲାର ଶୁଣାଣି ଫେବୃଆରୀ ୨୬ରେ ସୁପ୍ରିମକୋର୍ଟ କରିବେ ବୋଲି ଜଣାପଡ଼ିଛି । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଥିବା ଏକ ୫ ଜଣିଆ…
Read More...

୧୮୦ କିଲୋମିଟର ବିଶିଷ୍ଟ ପଦଯାତ୍ରା କଲା କିଷାନ ସଭା

ମୁମ୍ବାଇ: ଦାବି ପୂରଣ ଲାଗି କୃଷକମାନେ ନାସିକ୍‌ରୁ ମୁମ୍ବାଇ ପର‌୍ୟ୍ୟନ୍ତ ୧୮୦ କିଲୋମିଟରର ଲମ୍ବାର ପଦଯାତ୍ରା ବୁଧବାର ଆରମ୍ଭ କରିଛନ୍ତି । ରାଜଧାନୀ ମୁମ୍ବାଇ ଆଡ଼େ ପଦଯାତ୍ରା କରିବା ପାଇଁ ମହାରାଷ୍ଟ୍ରରେ ଥିବା ୨୩ଟି…
Read More...

୨ଶହ ୫୧ କୋଟିର ୧୨ଟି ପ୍ରକଳ୍ପର ଉଦଘାଟନ୍‌, ଭିତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ବୁଧବାର ମୁଖ୍ୟମନ୍ତ୍ରୀ ପୁରୀ କଣାସଗସ୍ତରେ ଯାଇ ୨ଶହ ୫୧ କୋଟିର ୧୨ଟି ପ୍ରକଳ୍ପର ଉଦଘାଟନ୍‌ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ ନିବନିର୍ମିତ ସତ୍ୟବାଦୀ ତହସିଲ କାର‌୍ୟ୍ୟାଳୟର ଶୁଭ ଉଦଘାଟନ କରିଛନ୍ତି…
Read More...