Sports ଜାରି ହେଲା ଆଇପିଏଲ୍-୨୦୧୯ ଖେଳସୂଚୀ:ପ୍ରଥମ ମ୍ୟାଚ୍ ଖେଳିବ ଚେନ୍ନାଇ-ବେଙ୍ଗାଲୁର OPA Feb 19, 2019 0 ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୧୯ ପାଇଁ ମଙ୍ଗଳବାର ଖେଳସୂଚୀ ଜାରି ହୋଇଛି। ଖେଳ ସହିତ ମନୋରଂଜନ ଯୋଗାଉଥିବା ଟି-୨୦ ମ୍ୟାଚ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ। ଉଦ୍ଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍କୁ!-->… Read More...
Odisha ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ OPA Feb 19, 2019 0 କଟକ: ଅନୁଗୁଳ ଜିଲ୍ଲାର ଜଣେ ନାବାଳିକାଙ୍କୁ କଟକରେ ଗଣଦୁଷ୍କର୍ମ ହୋଇଥିବା ଆଜି ଅଭିଯୋଗ ହୋଇଛି । ସମ୍ପୃକ୍ତ ନାବାଳିକଙ୍କୁ ୫ଜଣ ଯୁବକ ଶନିବାର ଠାରୁ ଅଟକ ରଖି ଗଣଦୁଷ୍କର୍ମ କରିଥିବା ଜିଆରପି ଥାନାରେ ଅଭିଯୋଗ ହୋଇଛି । ଏକ!-->… Read More...
Bignews ପୁଣିଥରେ ଜୈଶ୍-ଇ-ମହମ୍ମଦ ଜାରି କଲା ନୂଆ ଭିଡିଓ OPA Feb 19, 2019 0 ନୂଆଦିଲ୍ଲୀ: ଗୋଟିଏ ପଟେ ପାକିସ୍ତାନ ନିଜର ପୁଲୱାମା ଆକ୍ରମଣରେ କୌଣସି ହାତ ନ ଥିବା ସଫେଇ ଦେଇଥିବାବେଳେ ଅନ୍ୟପଟେ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ ଆଜି ଏକ ନୂଆ ଭିଡିଓ ଜାରି କରିଛି । ଜୈଶ୍-ଇ-ମହମ୍ମଦ ସଂଗଠନ ପକ୍ଷରୁ!-->… Read More...
National ପାକିସ୍ତାନ ସପକ୍ଷରେ ମୁହଁ ଖୋଲିଲେ ମେହବୁବା ମୁଫତି OPA Feb 19, 2019 0 କଶ୍ମୀର: ପୁଲୱାମା ଆକ୍ରମଣ ପରେ ଦେଶର ଏଥିରେ କୌଣସି ଭୂମିକା ନାହିଁ ବୋଲି ଆଜି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସଫେଇ ଦେଇଛନ୍ତି । ତେବେ ଏହାର ଜବାବରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ!-->… Read More...
National ଜାତିସଂଘର ସହାୟତା ଲୋଡିଲା ପାକିସ୍ତାନ OPA Feb 19, 2019 0 ନ୍ୟୁୟର୍କ: ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କ ତିକ୍ତ ହୋଇଯାଇଛି । ଏହି ଘଟଣା ପରେ ଭାରତ ପାକିସ୍ତାନକୁ କଡା ଯବାବ ଦେବାରେ ଲାଗିଛି । ତେବେ ଏହି ଘଟଣାର ପ୍ରତିଶୋଧରେ ଥିବା ଭାରତ କେଉଁ!-->… Read More...
Odisha ରୁନାୟା ରିଫାଇନାରୀର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ OPA Feb 19, 2019 0 ଝାରସୁଗୁଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଝାରସୁଗୁଡ଼ାଠାରେ ରୁନାୟା ରିଫାଇନାରୀ ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ଏକ ଅବିଶ୍ରାନ୍ତ ପ୍ରକଳ୍ପ ଅଟେ ଯାହା ପ୍ରଥମ ଏକମାତ୍ର ସବୁଜ ଜ୍ଞାନକୌଶଳରେ!-->… Read More...
Odisha ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର କଲେ ଉଦ୍ଘାଟନ, ଶିଳାନ୍ୟାସ OPA Feb 19, 2019 0 ଯାଜପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଯାଜପୁର ଗସ୍ତ କରି ବିଞ୍ଝାରପୁରରେ ପହଂଚିଥିଲେ । ସେଠାରେ ୩୮କୋଟି ଟଙ୍କାର ୫ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାସହ ୩କୋଟି ଟଙ୍କାର ୨ଟି ପ୍ରକଳ୍ପର ଭିତିପ୍ରସ୍ତର!-->… Read More...
National ଭାରତକୁ ଧମକ ଦେଲା ପାକ୍ OPA Feb 19, 2019 0 ନୂଆଦିଲ୍ଲୀ: ଭାରତକୁ ପାକିସ୍ତାନ ଧମକ ଦେଇଛି । ତେବେ ଏହି ଧମକ ପ୍ରଧାନମନ୍ତ୍ରୀ ଦେଇଛନ୍ତି । କଥା ହେଉଛି ପୁଲୱାମା ଆକ୍ରମଣକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏକ ପ୍ରେସ୍ମିଟ୍ କରିଛନ୍ତି । ଏଥିରେ ସେ!-->… Read More...
Odisha ରାଜଧାନୀରେ ବାଘ ଆତଙ୍କ: ଫେଲ ମାରିଛି ଅପରେସନ୍ ଲିଓପାର୍ଡ ପ୍ରଥମ ପର୍ଯ୍ୟାୟ OPA Feb 19, 2019 0 ଭୁବନେଶ୍ୱର: ଗତକାଲି ଠାରୁ ରାଜଧାନୀରେ ବାଘ ଆତଙ୍କ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି । ତେବେ ଭୁବନେଶ୍ୱର ବିମାନବନ୍ଦର ନିକଟ ଜଙ୍ଗଲରେ ବାଘ ବୁଲୁଥିବା ସୂଚନା ମିଳିବା ପରେ ତାକୁ ଧରିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ!-->… Read More...
National ହିନ୍ଦୁ ଦେବାଦେବୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାରେ ପୂର୍ବତନ କଂଗ୍ରେସ ବିଧାୟକ ନୀରଜ ଭାରତୀ OPA Feb 19, 2019 0 ନୂଆଦିଲ୍ଲୀ: ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଥିବା ପୂର୍ବତନ କଂଗ୍ରେସ ବିଧାୟକ ନୀରଜ ଭାରତୀ ପୁଣି ଥରେ ହିନ୍ଦୁ ଦେବାଦେବୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାରେ ଅଛନ୍ତି । ଲୱାମାରେ ହୋଇଥିବା ଆତଙ୍କବାଦୀ!-->… Read More...