କଳାହାଣ୍ଡିରେ ଯୋଗୀ ଆଦିତ୍ୟନାଥ: ଆତଙ୍କବାଦୀଙ୍କୁ ଗୁଳିର ଜବାବ ଗୁଳିରେ ଦେବୁ

କଳାହାଣ୍ଡି: ବୁଧବାର ଓଡ଼ିଶା ଗସ୍ତରେ ଆସିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାୟପୁର ହେଲକପ୍ଟର ଯୋଗେ କଳାହାଣ୍ଡିରେ ପହଂଚିଥିଲେ ଯୋଗୀ ଆଦିତ୍ୟନାଥ । କଳାହାଣ୍ଡିରେ ପହଂଚି ଆରାଧ୍ୟ ଦେବତା ମା’…
Read More...

ବକେୟା ନଦେଲେ ଜେଲ ଯିବେ ଅନୀଲ ଅମ୍ବାନୀ

ନୂଆଦିଲ୍ଲୀ: ବକେୟା ନ ଦେଲେ ରିଲାଏନ୍ସ କମ୍ୟୁନିକେସନ୍ର ଅଧ୍ୟକ୍ଷ ତଥା ଶିଳ୍ପପତି ଜେଲ ଯିବେ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ମାମଲାରେ ସୁପ୍ରିମକୋର୍ଟ ଅନୀଲ ଅମ୍ବାନୀ ଓ ୨ ଜଣ…
Read More...

ଗାଡିରୁ ୧୦ କୋଟି ୯୦ ଲକ୍ଷ ଟଙ୍କା ଜବତ ମାମଲା: ତଦନ୍ତ କରିବ କ୍ରାଇମବ୍ରାଂଚ

ଭୁବନେଶ୍ୱର: କଟକରୁ ଆଗ୍ରା ଯାଉଥିବା ଗାଡିରୁ ୧୦ କୋଟି ୯୦ ଲକ୍ଷ ଟଙ୍କା ଜବତ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଂଚ । କେଉଁଠୁ ଆସୁଥିଲା କିଏ ନେଉଥିଲା ଟଙ୍କା ସେ ନେଇ କ୍ରାଇମବ୍ରାଂଚ ଇଓଡବ୍ଲ୍ୟୁ ତନାଘନା କରିବ । ଯେହେତୁ…
Read More...

ସାରଦା ଚିଟ୍‌ ଫଣ୍ଡ୍‌ ତଦନ୍ତ ଘଟଣା : ଶୁଣାଣିରୁ ଓହରି ଗଲେ ସୁପ୍ରିମ କୋର୍ଟ ବିଚାରପତି

ନୂଆଦିଲ୍ଲୀ: ସାରଦା ଚିଟ୍‌ ଫଣ୍ଡ୍‌ ଦୁର୍ନୀତି ତଦନ୍ତରେ ବାଧା ସୃଷ୍ଟି କରିଛନ୍ତି ବୋଲି ଦର୍ଶାଇ ତିନି ଜଣ ପଶ୍ଚିମବଙ୍ଗ ଅଧିକାରୀଙ୍କ ବିରୋଧ ଅଦାଲତ ଅବମାନନା କରିଥିବା ଦର୍ଶାଇ ସିବିଆଇ ଆବେଦନ କରିଥିବା ମାମଲାରୁ ସୁପ୍ରିମ୍‌…
Read More...

ମହିଳାଙ୍କ ବ୍ୟାଗ୍ରୁ ମିଳିଲା ୮ ସୁନା ବିସ୍କୁଟ୍

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦରରୁ ଜଣେ ମହିଳାଙ୍କ ବ୍ୟାଗ୍ରୁ ୮ଟି ସୁନା ବିସ୍କୁଟ ଜବତ କରାଯାଇଛି । ଯାହା ପ୍ରାୟ ୧ କେଜି ଓଜରର ସୁନା ହେବ । ଏହାକୁ ରାଜସ୍ୱ ବିଭାଗର ଗୁଇନ୍ଦା ଅଧିକାରୀ…
Read More...

ମାର୍ଚ୍ଚ ୫ରେ ଓଡ଼ିଶା ଆସିବେ ରାହୁଲ

ଭୁବନେଶ୍ୱର: କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମାର୍ଚ୍ଚ ୫ରେ ଓଡ଼ିଶା ଆସୁଥିବା ନେଇ ତାରିଖ ଧାର୍ଯ୍ୟ ହୋଇଛି । ଏନେଇ ପିସିସି ଗଣମାଧ୍ୟମ ମୁଖ୍ୟ ସତ୍ୟପ୍ରକାଶ ନାୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମାର୍ଚ୍ଚ ୫ରେ…
Read More...

ବାଘକୁ ଧରି ଚନ୍ଦକାରେ ଛଡାଗଲା

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦର କାର୍ଗୋ ଗେଟ୍‌ ପାଖରୁ ଧରା ଯାଇଥିବା କଲରାପତରିଆ ବାଘକୁ ଚନ୍ଦକା ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଛି। ବନ ବିଭାଗ କର୍ମଚାରୀ ବାଘଟିକୁ ଧରିବା ପରେ ନନ୍ଦନକାନନ ନେଇ ଯାଇଥିଲେ।…
Read More...

ଜଳିଗଲା ୧୦ ବଖରା

ଭଦ୍ରକ: ଭଦ୍ରକ ଜିଲ୍ଲା ଗ୍ରାମାଂଚଳ ଥାନା ଅନ୍ତର୍ଗତ ଆମ୍ବରୋଲି ଗାଁରେ ଅଗ୍ନିକାଣ୍ଡ ଘଟି ୧୦ ବଖରା ଜଳିଯାଇଛି । ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲା । ଖବର ମିଳିଛି ଯେ, ଏହି ନିଆଁ ପ୍ରଥମେ…
Read More...

କୁକୁଡି ଯୋଗୁ ଘରେ ପଶିଲା ହାଇୱା

ନିଶ୍ଚିତକୋଇଲି: ଘନ କୁକୁଡି ଯୋଗୁଁ ବୁଧବାର ସକାଳେ ଏକ ହାଇୱା ଟ୍ରକ୍ ଭାରସାମ୍ୟ ହରାଇ ଜଣଙ୍କ ଘରକୁ ପଶିଯାଇଛି । ଏହି ଘଟଣାରେ ଗାଡିର ଡ୍ରାଇଭର ଓ ହେଲପର ଗୁରୁତର ଆହତ ଥିବା ଜଣାପଡ଼ିଛି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା…
Read More...

‘କାଳିଆ’ ଛାତ୍ରବୃତ୍ତି ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କାଳିଆ ଛାତ୍ରବୃତ୍ତି ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ସମସ୍ତ କାଳିଆ ହିତାଧୀକାରୀଙ୍କ ପିଲାମାନେ ‘କାଳିଆ’ ଛାତ୍ରବୃତ୍ତି ପାଇଁ kalia.co.in/scholarship…
Read More...