ଆଇଆଇସି ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ କିଛିଦିନ ହେବ ସରକାରୀସ୍ତରରେ ବଡ଼ ଧରଣର ଅଦଳବଦଳ ଚାଲିଛି । ତେବେ ଗୁରୁବାର କମିଶନରେଟ୍ ପୋଲିସରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି । ତେବେ କଟକ ଓ ଭୁବନେଶ୍ୱରର ମୋଟ ୨୬ଟି ଥାନାର…
Read More...

ନିର୍ବାଚନ ପୂର୍ବରୁ ବଜାରକୁ ଆସିଲା ମୋଦି ଶାଢ଼ୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମାତ୍ର ଆଉ କିଛି ମାସ ରହିଲା । ଏ ନେଇ ଚାରିଆଡେ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଯାଇଛି । ନିଜ ନିଜ ଦଳକୁ ଜିତାଇବା ପାଇ ନେତା ମାନେ ବିଭିନ୍ନ ପ୍ରକାରର ଚେଷ୍ଟା ଚଳାଇଛନ୍ତି । ଏଥିପାଇଁ…
Read More...

ନବୀନଙ୍କୁ ଧମେନ୍ଦ୍ରଙ୍କ ଟାର୍ଗେଟ

ବଲାଙ୍ଗିର: ବଲାଙ୍ଗିର କଂଟାବାଞଚିରେ ଆୟୋଜିତ ହୋଇଥିବା ମହାସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ,…
Read More...

କ୍ୱାର୍ଟର ଫାଇନାଲରେ ସିନ୍ଧୁ

ଗୁଆହାଟି: ଆୟୋଜିତ ହୋଇଛି ୮୩ତମ ସିନିୟର ନ୍ୟାସନାଲ ବ୍ୟାଡମିଂଟନ ଚାମ୍ପିଅନ୍ସିପ୍ । ଏଥିରେ ଅଲିମ୍ପିକ ରୌପ୍ୟ ପଦକଧାରୀ ପିଭି ସିନ୍ଧୁ ଗୁରୁବାର ବିଜୟର ଏକପାଦ ଆଗକୁ ବଢ଼ି କ୍ୱାର୍ଟର ଫାଇନାଲରେ ପହଂଚିଛନ୍ତି । ସେ ପ୍ରଥମ…
Read More...

ଗୁଳିମାଡରେ ଆହତ ହୋଇ ଝିଅକୁ ପରୀକ୍ଷା କେନ୍ଦ୍ରରେ ପହଂଚାଇଲେ ପିତା

ପାଟନା: ଶୁଣି ଟିକେ ଆଶ୍ଚର୍ଯ୍ୟ ଲାଗୁଛି ନା । ମାତ୍ର ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ । ଏଭଳି ଘଟଣା ଘଟିଛି ବିହାରର ବୀରପୁରରେ । ଆରଜେଡି ନେତା ରାମକୃପାଳ ମହତୋ ଝିଅ ଦାମିନୀଙ୍କୁ ବେଗୁସରାଇ ସ୍ଥିତ…
Read More...

ମୃତ ଡଲଫିନ୍ ଉଦ୍ଧାର

ବ୍ରହ୍ମଗିରି: ସାତପଡ଼ା ରେଞ୍ଜ ଅନ୍ତର୍ଗତ ଚିଲିକା ହ୍ରଦର ମଗରମୁଖ ମଧ୍ୟରୁ ଗୁରୁବାର ସକାଳେ ଏକ ମୃତ ଡଲଫିନ୍ ଉଦ୍ଧାର କରାଯାଇଛି । ଏହା ଇର୍ୱାଡି ପ୍ରଜାତିର ବୋଲି ଜଣାପଡ଼ିଛି । ମୃତ ମାଈ ଡଲ୍‌ଫିନ୍‌ର ଲମ୍ବ ୬ ଫୁଟ୍‌ ୫…
Read More...

ଦିଲ୍ଲୀ ସରକାର-ଉପରାଜ୍ୟପାଳଙ୍କ ବିବାଦ: କ୍ଷମତା ଭାଗକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁଦିନ ଧରି ଦିଲ୍ଲୀ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ବିବାଦ ଗୁରୁବାର ଶେଷ ହୋଇଥିବା ଆଶା କରାଯାଉଛି । କାରଣ ସୁପ୍ରିମକୋର୍ଟ ଏହି ବିବାଦକୁ ନେଇ ନିଜର ମତ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଦୁଇ…
Read More...

ଦିଲ୍ଲୀର ନାରାୟଣା ଶିଳ୍ପାଂଚଳରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ନାରାୟଣା ଶିଳ୍ପାଂଚଳରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଏହି ଅଂଚଳର ଏକ ପେପର କାର୍ଡ କାରଖାନାରେ ହୋଇଥିବା ଜଣାପଡ଼ିଛି । ଖବରପାଇ ଘଟଣାସ୍ଥଳରେ ୨୩ଟି ଦମକଳ ଗାଡି ଆସି ନିଆଁକୁ…
Read More...

ବିଚାରାଧୀନ କଏଦୀ ମୃତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଅଂଚଳର ବାରିମୂଳ ଜେଲରେ ଗୁରୁବାର ପ୍ରତ୍ୟୁଷରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଛି । ମୃତକ କଏଦୀ ଜଣଙ୍କ ମାର୍ଶାଘାଇ ଥାନା ଅନ୍ତର୍ଗତ ପାଟଳିପ ଗାଁର ଧୀରେନ୍ ବେହେରା(୪୯) । ସେ ସିଆରପିଏଫ୍…
Read More...

ଗାତରେ ପଡ଼ି ହାତୀଛୁଆ ମୃତ

ରାଉଲକେଲା: ରାଉଲକେଲା ବିଶ୍ରା ଫରେଷ୍ଟ ରେଞ୍ଜ ମହୀପାଣି ପାଖରେ ଗୋଟିଏ ହାତୀଛୁଆ ମୃତ୍ୟୁବରଣ ଘଟଣା ଗୁରୁବାର ଦେଖିବାକୁ ମିଳିଛି । ବୁଧବାର ବିଳମ୍ବିତ ରାତିରେ ଗାତରେ ପଡ଼ିବା ଫଳରେ ଏକ ଅଘଟଣ ହୋଇଛି । ରେଳ ଧାରଣା ପାଇଁ ସେହି…
Read More...