ଭାରତ ବାୟୋଟେକକୁ ଝଟକା; କୋଭାକ୍ସିନର ଯୋଗାଣକୁ ସ୍ଥଗିତ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଭାରତ ବାୟୋଟେକର କରୋନା ଭ୍ୟାକ୍ସିନ କୋଭାକ୍ସିନକୁ ଲାଗିଛି ଝଟକା । ମିଳିତ ଜାତିସଂଘର ବିଭିନ୍ନ ଏଜେନ୍ସି ମାଧ୍ୟମରେ କୋଭାକ୍ସିନର ଯୋଗାଣକୁ ସ୍ଥଗିତ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଯାଞ୍ଚରେ ସାମ୍ନାକୁ ଆସିଥିବା ତ୍ରୁଟି…
Read More...

କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା; ପୁଣି ରାମ ନବମୀଠାରୁ ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି…

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା। କରୋନା ଯୋଗୁ ଦୀର୍ଘଦିନ ଧରି ବନ୍ଦ ଥିବା ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ରାମ ନବମୀଠାରୁ ପୁଣି ଗଡ଼ିବ।ଏହି ଟ୍ରେନ ଚଳାଚଳ କଲେ ଅନୁଗୁଳ, ତାଳଚେର ଓ…
Read More...

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା; ଆଉ ୩ ଦିନ ବଢ଼ିଲା ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ବଢ଼ିଲା ରିମାଣ୍ଡ ଅବଧି । ପୂର୍ବରୁ ଚାନ୍ଦବାଲି କୋର୍ଟରେ କ୍ରାଇମ୍‌ବ୍ରାଞ୍ଚ ୧୦ ରିମାଣ୍ଡ ମାଗିଥିବା ବେଳେ କୋର୍ଟ ୫ ଦିନର ଅନୁମତି ଦେଇଥିଲେ । ଗତକାଲି ପ୍ରଥମ…
Read More...

ହାରିବା ବାଜି ଜିତିଲେ ଇମ୍ରାନ; କହିଲେ ଦେଶଦ୍ରୋହୀଙ୍କ ଷଡଯନ୍ତ୍ର ହେଲା ବିଫଳ

ଆଜି ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସମସ୍ତଙ୍କୁ ଚକିତ କରିଛନ୍ତି। ଅବିଶ୍ୱାସ ପ୍ରସ୍ତାବକୁ ପାକିସ୍ତାନ ସଂସଦର ବାଚସ୍ପତି ଖାରଜ କରିଦେଇଛନ୍ତି। ଏହିପରି ଭାବରେ ଇମ୍ରାନ ଖାନ ତାଙ୍କ ଆସନକୁ ବଞ୍ଚାଇବାରେ ସଫଳ…
Read More...

ଶ୍ରୀମନ୍ଦିର ରୋଷଶାଳା ଭିତରେ ପ୍ରବେଶ କରି ୩୯ ଗୋଟି ଚୁଲି ଭାଙ୍ଗିଲେ ଦୁର୍ବୁତ୍ତ

ଗତକାଲି ବିଳମ୍ବିତ ରାତିରେ କୌଣସି ବ୍ୟକ୍ତି ଶ୍ରୀମନ୍ଦିର ରୋଷଶାଳା ଭିତରେ ପ୍ରବେଶ କରି ୩୯ ଗୋଟି ଚୁଲି ଭାଙ୍ଗି ଦେଇଥିବା ସୂଚନା ମିଳିଛି। ଏଥିଯୋଗୁଁ ସୁଆର ସେବକଙ୍କ ମଧ୍ୟରେ ଅସନ୍ତୋଷ ଏବଂ ଉତ୍ତେଜନା ପ୍ରକାଶ ପାଇଛି।…
Read More...

ତାମିଲନାଡୁ ବିଜେପି ଅଧ୍ୟକ୍ଷ କେ.ଅନ୍ନାମଲାଇଙ୍କୁ Y ଶ୍ରେଣୀର ସୁରକ୍ଷା

ତାମିଲନାଡୁ ବିଜେପି ଅଧ୍ୟକ୍ଷ କେ.ଅନ୍ନାମଲାଇଙ୍କୁ ୱାଇ ଶ୍ରେଣୀର ସୁରକ୍ଷା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାପରେ କେନ୍ଦ୍ରୀୟ ରିଜର୍ଭ ପୋଲିସ…
Read More...

ପୁଣି ରାଜସ୍ୱ ଆଦାୟରେ ନୂଆ ରେକର୍ଡ କଲା ବିଏମସି

ପୁଣି ରାଜସ୍ୱ ଆଦାୟରେ ନୂଆ ରେକର୍ଡ କଲା ବିଏମସି । ପୂର୍ବ ବର୍ଷ ଅପେକ୍ଷା ୨୦୨୧-୨୨ରେ ୧୫୦ କୋଟିରୁ ଉର୍ଦ୍ଧ୍ୱ ଟ୍ୟାକ୍ସ ଆଦାୟ କରିଛି ଭୁବନେଶ୍ୱର ମହାନଗର ନିଗମ ।ଗତବର୍ଷ ଭୁବନେଶ୍ୱରରେ ୧୧୮ କୋଟି ଟଙ୍କା ଟ୍ୟାକ୍ସ ଆଦାୟ…
Read More...

ନିଲାମ ହେଲା ଓଡ଼ିଶାର ୨ କୋଇଲା ଖଣି

ଓଡ଼ିଶାର ୨ଟି କୋଇଲା ଖଣି ସମେତ ୪ଟି ରାଜ୍ୟର ମୋଟ ୫ଟି କୋଇଲା ଖଣିର ବାଣିଜ୍ୟିକ ନିଲାମ ସମ୍ପନ୍ନ ହୋଇଛି । ଓଡ଼ିଶାର ୨ଟି କୋଇଲା ଖଣି ଉତ୍କଳ ବି-୧ ଓ ବି-୨କୁ ଟେଣ୍ଡର ପ୍ରକ୍ରିୟାରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ…
Read More...

ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ଘଟଣା; ସତ ମାନିଲେ ଅଭିଯୁକ୍ତ ନିରଞ୍ଜନ ସେଠୀ

ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ଘଟଣାର ତଦନ୍ତ ନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଶର୍ମିଷ୍ଠାଙ୍କ ପରେ ଏବେ ହତ୍ୟା ମାମଲାରେ ସତ ମାନିଛନ୍ତି ଅନ୍ୟତମ ଅଭିଯୁକ୍ତ ନିରଞ୍ଜନ ସେଠୀ । ମାମଲାର…
Read More...

ଦେଶରେ କର୍ଫ୍ୟୁ ଜାରି କରିଛନ୍ତି ଶ୍ରୀଲଙ୍କା ସରକାର

ଦେଶରେ ଅର୍ଥନୀତି ବିଗିଡ଼ି ଯାଇଥିବାରୁ ଶ୍ରୀଲଙ୍କାରେ ବିଦ୍ରୋହର ନିଆଁ ଜଳୁଛି। ସରକାରଙ୍କ ବିରୋଧରେ ସାରା ଦେଶରେ ଜନ ଆନ୍ଦୋଳନ ମୁଣ୍ଡ ଚେକିଛି। ଜଳାପୋଡ଼ା ଭଙ୍ଗାରୁଜା ଚାଲିଥିବାରୁ ବାଧ୍ୟ ହୋଇ ୩୬ ଘଣ୍ଟା ପାଇଁ ପୂରା ଦେଶରେ…
Read More...