ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ମିଳିଲା ଓଡିଶାର ଉତ୍କଳ ବି-୧ ଓ ବି-୨  କୋଇଲା ବ୍ଲକ

ଭୁବନେଶ୍ବର   : କୋଇଲା ଖଣି ନିଲାମ ପ୍ରକ୍ରିୟାରେ ଶ୍ରୀ ନବୀନ ଜିନ୍ଦଲ ନେତୃତ୍ଵାଧୀନ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ଓଡିଶାର ଅନୁଗୁଳ-ତାଳଚେର କୋଇଲା ଅଂଚଳର ଉତ୍କଳ ବି-୧ ଓ ବି-୨  କୋଇଲା ବ୍ଲକକୁ ନିଲାମ ନେବାରେ ସଫଳ…
Read More...

ସ୍କୁଲ ଛାତ ଉପରୁ ଡେଇଁ ପଡିଲେ ଦଶମ ଶ୍ରେଣୀ ଛାତ୍ରୀ

ଆଜି ପବିତ୍ର ଉତ୍କଳ ଦିବସରେ ମନ୍ଦିର ରୂପକ ଶିକ୍ଷାନୁଷ୍ଠାନରେ ଅଭାବନୀୟ ଘଟଣା ଘଟିଛି। ଜଣେ ଯୌନପିପାସୁ ପ୍ରଧାନଶିକ୍ଷକଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଦଶମ ଶ୍ରେଣୀ ଛାତ୍ରୀ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଭଳି ଏକ…
Read More...

ଦୟାଲ୍‌ ଆଶ୍ରମରେ ଡେମୋ ଦେଖାଇଲା ବେଳେ କାନ୍ଦି ପକାଇଲେ ଶର୍ମିଷ୍ଠା

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁଙ୍କୁ କେମିତି ହତ୍ୟା କରାଯାଇଛି? ଆଉ କେଉଁଠି ହତ୍ୟା କରାଯାଇଛି? ଏମିତି ଅନେକ ପ୍ରଶ୍ନ ଭିତରେ କ୍ରାଇମବ୍ରାଞ୍ଚ ଛନ୍ଦି ହୋଇପଡ଼ିଥିବା ବେଳେ ଆଜି ହତ୍ୟାକାଣ୍ଡର ଡେମୋ ଦେଖାଇଲା ବେଳେ କାନ୍ଦି…
Read More...

ଏଣିକି ଚାରିଚକିଆ ଯାନରେ ଲାଗିବ ୬ଟି ଏୟାରବ୍ୟାଗ

ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ ଗତ ୩୦ ତାରିଖ ଅର୍ଥାତ ବୁଧବାର ରାଜ୍ୟସଭାରେ କହିଛନ୍ତିକି "ଦେଶରେ ନ୍ୟୁ ହ୍ୱିଲର ସେଫଟି ଆସେସମେଣ୍ଟ ପ୍ରୋଗ୍ରାମ 'Bharat NCAP ନାଁରେ ଜଣାଯାଏ । ଯାହାର ନୋଟିଫିକେସନ…
Read More...

ଆକ୍ସନରେ ମୋଡରେ ଯୋଗୀ ଆଦିତ୍ୟନାଥ; ୧୦୦ ଦିନରେ ୧୦ ହଜାର ପୋଲିସ ପଦବୀ ଭର୍ତ୍ତି ହେବେ

ଦ୍ୱିତୀୟ ଥର ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନରେ ମୋଡରେ ଯୋଗୀ ଆଦିତ୍ୟନାଥ। ରାଜ୍ୟର ବିଭିନ୍ନ ସ୍ଥାନରେ ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବୁଲଡୋଜୋର ଚଲାଇବା ଆରମ୍ଭ କରିଛନ୍ତି । ଏହାସହ…
Read More...

ପୁଣି ୨% ବୃଦ୍ଧି ପାଇଲା ବିମାନ ଇନ୍ଧନ ମୂଲ୍ୟ

ପେଟ୍ରୋଲ, ଡିଜେଲ ଓ ଏଲପିଜି ଭଳି ବିମାନ ଇନ୍ଧନର ମୂଲ୍ୟ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇଛି। ଆଜି ବିମାନ ଇନ୍ଧନ ମୂଲ୍ୟ ୨% ବଢ଼ି ସର୍ବକାଳୀନ ରେକର୍ଡ କରିଛି। ଏହାକୁ ମିଶାଇ ଆଭିଏସନ୍‌ ଟର୍ବାଇନ୍‌ ଫୁଏଲ୍‌ ବା ବିମାନ ଇନ୍ଧନ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ । ମୁମ୍ବାଇ ଜାତୀୟ ଅନୁସନ୍ଧାନ ଏଜେନ୍ସିକୁ ଏନେଇ ଏକ ମେଲ ଆସିଛି । ତେବେ ଏହି ମେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୦ ଜଣ ସ୍ଲିପର ସେଲ ହତ୍ୟା କରିବା ପାଇଁ…
Read More...

ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

ନିଜର ୮୬ ତମ ଜନ୍ମ ଦିବସ ପାଳନ କରୁଛି ଓଡ଼ିଶା । ଭାଷା ଭିତ୍ତିରେ ଗଠନ ହୋଇଥିବା ପ୍ରଥମ ରାଜ୍ୟକୁ ୮୬ ବର୍ଷ ପୁରୁଥିବା ବେଳେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଆରେ…
Read More...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ଆଉ ୬ ମାସ ମିଳିବ ମାଗଣା ଚାଉଳ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୬ ମାସ ପର୍ଯ୍ୟନ୍ତ ଲୋକଙ୍କୁ ଟଙ୍କିକିଆ ଚାଉଳ ସହ ମାଗଣା ଚାଉଳ ମଧ୍ୟ ମିଳିବ । ପୂର୍ବରୁ କେନ୍ଦ୍ର ସରକାର ମାଗଣା ଚାଉଳ ଦେବାକୁ ଘୋଷଣା କରିଥିବାବେଳେ ରାଜ୍ୟ…
Read More...

ଓଡ଼ିଶାବାସୀଙ୍କୁ ଭିଡ଼ିଓ ବାର୍ତା ଜରିଆରେ ୮୭ତମ ଉତ୍କଳ ଦିବସର ଶୁଭକାମନା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର, ଏପ୍ରିଲ ୦୧ - ପବିତ୍ର ଉତ୍କଳ ଦିବସର ମହାନ ଅବସରରେ ଆମେ ଉତ୍କଳ ମାଟିର ସୁଯୋଗ୍ୟ ଦାୟଦ ହିସାବରେ ମାତୃଭୂମିର, ଆମ ବୀର କଳିଙ୍ଗ ଜାତିର ଗୌରବ, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାର ଉନ୍ନତି କରିବା ପାଇଁ…
Read More...