Bignews ଗ୍ୟାସ୍ ସିଲିଣ୍ଡର ପିଛା ବଢିଲା ୨୫୦ ଟଙ୍କା OPA Apr 1, 2022 0 ଇନ୍ଧନ ତେଲ ପରେ ଏବେ ପୁଣି ଦେଶରେ ବଢିଲା ଗ୍ୟାସ୍ ସିଲିଣ୍ଡର ଦର। ତୈଳ କମ୍ପାନୀମାନେ ଆଜି ଠାରୁ ବ୍ୟବସାୟିକ ରୋଷେଇ ଗ୍ୟାସ୍ ଦାମ୍ ସିଲିଣ୍ଡର ପ୍ରତି ୨୫୦ ଟଙ୍କା ବୃଦ୍ଧି କରିଛନ୍ତି। ୨ ମାସ ମଧ୍ୟରେ ଲଗାତାର ୩୪୬ ଟଙ୍କା… Read More...
Odisha ଓସିପିଏଲ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦିଆଗଲା ୧୦ କୋଟି ଟଙ୍କା OPA Mar 31, 2022 0 ଓଡିଶା ସରକାରଙ୍କର ଏକମାତ୍ର ସରକାରୀ କୋଇଲା ଉଦ୍ୟୋଗ ଓଡିଶା କୋଲ୍ ଆଣ୍ଡ ପାୱାର ଲିମିଟେଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଆଜି ଏହି ଉପଲକ୍ଷେ ଲୋକସେବା ଭବନରେ ଆୟୋଜିତ ଏକ… Read More...
Odisha ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନା; ଗଠନ ହେଲା ୮ ଜଣିଆ ଗୃହ କମିଟି OPA Mar 31, 2022 0 ଉଭୟ ବିଧାନସଭା ଏବଂ ଲୋକସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠିଲା। ପୂର୍ବରୁ ବିରୋଧୀ ଗୃହ କମିଟି ଗଠନ ପାଇଁ ଦାବି କରିଥିଲେ। ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଲୋକସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ… Read More...
National ଇମ୍ରାନ ଖାନଙ୍କ ସ୍ଥାନ ନେଇପାରନ୍ତି ସେହବାଜ୍ ସରିଫ୍ OPA Mar 31, 2022 0 ପାକିସ୍ତାନରେ ରାଜନୈତିକ ସଙ୍କଟ ଚରମ ସୀମାରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆସନ ଯିବା ଏକ ପ୍ରକାର ସ୍ପଷ୍ଟ ହୋଇସାରିଲାଣି । ଏହାରି ମଧ୍ୟରେ ପାକିସ୍ତାନର ସମ୍ଭାବ୍ୟ ନୂଆ ପ୍ରଧାନମନ୍ତ୍ରୀଙ୍କୁ ନେଇ ଆରମ୍ଭ… Read More...
Bignews ଏହି ୨ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଉପରୁ ହଟିଲା କଟକଣା OPA Mar 31, 2022 0 ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଅନେକ ରାଜ୍ୟ କରୋନା କଟକଣା କୋହଳ କରିବା ଆରମ୍ଭ କରିଛନ୍ତି। ସବୁ କିଛି ପୂର୍ବାବସ୍ଥାକୁ ଫେରିବାରେ ଲାଗିଛି। ଏହାରି ଭିତରେ ଗୁରୁବାର ଦିଲ୍ଲୀ ଏବଂ ମହାରାଷ୍ଟ୍ର… Read More...
Odisha ସରିଲା ବିଧାନସଭା ବଜେଟ ଅଧିବେଶନ; ୬ଟି କାର୍ଯ୍ୟ ଦିବସରେ ପାଞ୍ଚଟି ସରକାରୀ ବିଲ ପାରିତ OPA Mar 31, 2022 0 ଶେଷ ହେଲା ବିଧାନସଭା ବଜେଟ ଅଧିବେଶନ। ଏହି ଅଧିବୋନରେ ମୋଟ ୬ଟି କାର୍ଯ୍ୟ ଦିବସ ଥିଲା। ଦୁଇଟି ମୂଲତବୀ ପ୍ରସ୍ତାବ ଆଲୋଚନା ହୋଇଥିଲା। ୩୫୨ଟି ତାରକା ପ୍ରଶ୍ନ, ୫୪୨ଟି ଅଣତାରକା ପ୍ରଶ୍ନ ଗ୍ରହଣ କରାଯାଇଥିଲା।ପାଞ୍ଚଟି ସରକାରୀ… Read More...
National ମହିଳାଙ୍କୁ ଷ୍ଟାଡିୟମ ମନା OPA Mar 31, 2022 0 ଆଫଗାନିସ୍ତାନ ପରେ ଏବେ ଇରାନ୍ରେ ବି ଆରମ୍ଭ ହୋଇଗଲାଣି ଏକଛତ୍ରବାଦ ଶାସନ । କ୍ଷୁର୍ଣ୍ଣ ହେବାରେ ଲାଗିଛି ମାନବାଧିକାର । ଫଳସ୍ବରୂପ ମହିଳାଙ୍କ ଉପରେ ଲାଗୁ ହେଉଛି ବିଭିନ୍ନ ପ୍ରତିବନ୍ଧକ । ପୂର୍ବରୁ ଇରାନ୍ରେ ମହିଳାମାନଙ୍କ… Read More...
Bignews ବଦଳିଲା ସକାଳୁଆ ସ୍କୁଲ୍ ଖୋଲିବା ସମୟ OPA Mar 31, 2022 0 ପୁଣି ବଦଳିଲା ନିଷ୍ପତି । ରାଜ୍ୟରେ ଆସନ୍ତା ଏପ୍ରିଲ ୨ ତାରିଖରୁ ସ୍କୁଲ ଗୁଡିକରେ ସକାଳୁଆ ସ୍କୁଲ୍ ଆରମ୍ଭ ହେବାକୁ ଥିବା ବେଳେ ପୁଣି ସମୟରେ ସାମାନ୍ୟ ପରିବର୍ତ୍ତନ କରିଛି ଗଣଶିକ୍ଷା ବିଭାଗ।ପୂର୍ବରୁ ସକାଳ ସାଢେ ୬ଟାରୁ… Read More...
National କ୍ଷମତାଶାଳୀ ବ୍ୟକ୍ତି ତାଲିକାର ଆଗରେ ପ୍ରଧାନମନ୍ତ୍ରୀ; ୪ ଜଣ ଓଡ଼ିଆ ସାମିଲ OPA Mar 31, 2022 0 ଇଂରାଜୀ ଖବର କାଗଜ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଦେଶର ୧୦୦ ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତିମାନଙ୍କ ତାଲିକା ପ୍ରକାଶ ପାଇଛି । ତାଲିକାର ପ୍ରଥମ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଛନ୍ତି । କରୋନା ମହାମାରୀ, କୃଷକ… Read More...
National ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ଇମ୍ରାନ ଖାନ OPA Mar 31, 2022 0 ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଲାଗି ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ସମୟ ଅତ୍ୟନ୍ତ ସଂକଟଜନକ ବୋଲି ଏବେ ବିଚାର କରାଯାଉଛି। ଗୋଟିଏ ପଟେ ନ୍ୟାସନାଲ ଆସେମ୍ବ୍ଲିରେ ଅବିଶ୍ୱାସ ପ୍ରସ୍ତାବ ଆଗତ କରିଥିବା ବିରୋଧୀ ଦଳ ଭୋଟିଂ… Read More...