ବାପା-ମା’ଙ୍କ ଠାରୁ ବାହାଘର ଖର୍ଚ୍ଚ ଦାବି କରିପାରିବେ ଅବିବାହିତ ଝିଅ

ଆମ ସମାଜରେ ପରିବାରରେ ଝିଅ ଟିଏ ରହିଲେ ବାପା-ମା ତାର ବିବାହକୁ ନେଇ ଟିକେ ଚିନ୍ତାରେ ରହିଥାନ୍ତି। ମଧ୍ୟବିତ୍ତ ଘରେ ତ ଝିଅ ବିବାହ ପାଇଁ ପିତାମାତା ବହୁ ଆଗରୁ ଟଙ୍କା ସଞ୍ଚୟ ଆରମ୍ଭ କରିଦିଅନ୍ତି। ଝିଅକୁ କିପରି ଭଲ ଘରେ ଗୋଟିଏ…
Read More...

ଏହି ୩ ରାଜ୍ୟରେ ଆଂଶିକ କୋହଳ ହେଲା ଆଫସା ନିୟମ

କେନ୍ଦ୍ର ସରକାର ଆଜି ନାଗାଲାଣ୍ଡ, ଆସାମ ଏବଂ ମଣିପୁରରେ ସଶସ୍ତ୍ର ବଳ ସ୍ୱତନ୍ତ୍ର ଅଧିକାର ଆଇନ (ଆଫସା)କୁ ଆଂଶିକ ଭାବେ କୋହଳ କରିଛନ୍ତି । ଉତରପୂର୍ବ ରାଜ୍ୟରେ ଉଗ୍ରବାଦୀର ଅନ୍ତ ଘଟିଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି…
Read More...

ଏଣିକି ଟଙ୍କା ନଥିଲେ ବି କରିପାରିବେ ଟ୍ରେନ ଟିକେଟ ବୁକିଂ

ପ୍ରାୟତଃ ଟ୍ରେନରେ ଯାତ୍ରା କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ଏବେ ଟଙ୍କା ନଥିଲେ ବି ଆପଣ ଟ୍ରେନ ଟିକେଟ ବୁକ କରିପାରିବେ ଏବଂ ଯାତ୍ରା କରିପାରିବେ । ତେବେ ଏହାର ପେମେଣ୍ଟ ଆପଣଙ୍କୁ ପରେ ଦେବାକୁ ପଡିବ ।…
Read More...

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଜାମିନ ଆବେଦନ ଖାରଜ କଲେ ବାଣପୁର ଆସିଷ୍ଟାଣ୍ଡ ସେସନ ଜଜ୍ । ଲୋକ ଓ ପୋଲିସଙ୍କ ଉପରେ ଗାଡି ମଡାଇବା ମାମଲାରେ ଜାମିନ ଆବେଦନ ଖାରଜ ହୋଇଛି । ତେବେ ଲୋକ ଓ…
Read More...

ବଢ଼ିଲା ବସ୍‌ ଭଡ଼ା

ପୁଣି ବଢ଼ିଲା ବସ୍‌ ଭଡ଼ା । ତୈଳ ଦର ବୃଦ୍ଧି ଯୋଗୁ ପୁଣି ବଢ଼ିଲା ବସ ଭଡ଼ା । ସାଧାରଣ ଓ ଏକ୍ସପ୍ରେସରେ ୩ ପଇସା ବଢ଼ିଛି । ସାଧାରଣ ବସ ଭଡ଼ା ୮୭ ପଇସାରୁ ୯୦ ପଇସା, ଏକ୍ସପ୍ରେସ ବସ ୯୧ ପଇସାରୁ ୯୪ ପଇସା ବୃଦ୍ଧି ପାଇଛି । ସେହିପରି…
Read More...

ଓଏଏସ୍‌ ଅଧିକାରୀ ସ୍ତରରେ ଅଦଳବଦଳ

ଓଏଏସ୍‌ ଅଧିକାରୀ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏହି ପ୍ରକ୍ରିୟାରେ ୬ ଜଣ ଓଏଏସ୍‌ ଅଧିକାରୀଙ୍କୁ ମିଳିଛି ନୂଆ ଦାୟିତ୍ୱ।କଳ୍ପତରୁ ବେହେରାଙ୍କୁ କଟକ ମହାନଗର ନିଗମ (ସିଏମସି)ର ଅତିରିକ୍ତ କମିଶନର ଭାବେ ବଦଳି…
Read More...

ବିଧାୟକମାନେ ବୁଲିବେ ଚିଲିକା

ଚିଲିକା ବୁଲିବାକୁ ଯିବେ । ଆଇଏନଏସ ଜାହାଜରେ ସେମାନେ ଚିଲିକାର ଦୃଶ୍ୟରାଜି ଦେଖିବେ । ଏନେଇ ଆଇଏନଏସ ଚିଲିକା ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆସନ୍ତା ଅପ୍ରେଲ ୧୫ରେ ବିଧାୟକମାନେ ଚିଲିକା ବୁଲିବାକୁ ଯିବେ ବୋଲି…
Read More...

ଏପ୍ରିଲ ୫ରେ ଧାମନଗର ଏନଏସିର ୬ଟି ବୁଥରେ ହେବ ସାନି ନିର୍ବାଚନ

ଏପ୍ରିଲ ୫ରେ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ର ୬ଟି ବୁଥରେ ହେବ ସାନି ନିର୍ବାଚନ। ବିଜେପି ଯୁବ ସମର୍ଥକଙ୍କୁ ଛୁରାମାଡ଼ ପରେ ସେଠାରେ ନିର୍ବାଚନ ବନ୍ଦ ରହିଥିବା ବେଳେ ଏପ୍ରିଲ ୫ରେ ସାନି ନିର୍ବାଚନ ହେବ ବୋଲି…
Read More...

ICC ଜାରି କଲା ଟେଷ୍ଟ ରାଙ୍କିଙ୍ଗ: ଟପରେ ଜାଡେଜା

ଆନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ତରଫରୁ ଜାରି ହୋଇଛି ଟେଷ୍ଟ ରାଙ୍କିଙ୍ଗର ତାଲିକା । ଏହି ତାଲିକାରେ ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଶକ୍ତ ଝଟକା ଲାଗିଛି । ତେବେ ସର୍ବଶ୍ରେଷ୍ଠ…
Read More...

କେନ୍ଦ୍ର ସରକାରଙ୍କ ନିଷ୍ପତି; ୩ ପ୍ରତିଶତ ବଢାଇଲେ ମହଙ୍ଗା ଭତ୍ତା

ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର । ବଢିଲା ମହଙ୍ଗା ଭତ୍ତା । ନୂଆ ଆର୍ଥିକ ବର୍ଷ ଆରମ୍ଭ ନହେଉଣୁ କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି କରୁଥିବା କର୍ମଚାରୀଙ୍କୁ ସରକାର ଦେଇଛନ୍ତି ଖୁସି ଖବର । ନରେନ୍ଦ୍ର ମୋଦୀଙ୍କ ସରକାର…
Read More...