ପାରା ଅଲିମ୍ପିକ ବିଜେତା ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି

ଟୋକିଓ ପାରା ଅଲିମ୍ପିକ ବିଜେତା ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ମାନିତ ମିଳିଛି। ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଓଡ଼ିଶାର ପାରା ଆଥଲେଟ୍‌ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।…
Read More...

ଆଗକୁ ଆଉ ରହିବନି ଟୋଲ ପ୍ଲାଜା

ଆଗକୁ ଆଉ ରହିବନି ଟୋଲ ପ୍ଲାଜା, ରାସ୍ତାରେ ଛିଡା ହେବନି ଗାଡି । କିନ୍ତୁ ଟୋଲ ଟିକସ କଟିବ । ଆଉ ତାହା ବି ପୁଣି ଜିପିଏସ ଟେକ୍ନୋଲୋଜି ଜରିଆରେ । ଖୁବଶୀଘ୍ର ଏଭଳି ସୁବିଧା ପାଇବେ ଗାଡି ଚାଳକ । ଏନେଇ ସୂଚନା ଦେଇଛନ୍ତି…
Read More...

ଦିବଙ୍ଗତ କଲ୍ୟାଣ ସିଂଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଙ୍ଗତ କଲ୍ୟାଣ ସିଂଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ସମ୍ମାନ ବିତରଣ ସମାରୋହ ରାଷ୍ଟ୍ରପତି…
Read More...

ସପ୍ତମ ବେତନ କମିଶନର ଶେଷ ୨୦ ପ୍ରତିଶତ ବକେୟା ଦେୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ସପ୍ତମ ବେତନ କମିଶନ ବାବଦ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ଆଜି ଏ ସଂକ୍ରାନ୍ତରେ ସରକାରୀ ଘୋଷଣା ନାମା…
Read More...

ଚିଲିକା ବିଧାୟକଙ୍କୁ ମାଡ଼ ମାରିବା ଘଟଣା; ୯ଜଣଙ୍କୁ ଗିରଫ କଲା ପୋଲିସ

ଚିଲିକା ବିଧାୟକଙ୍କୁ ମାଡ଼ ମାରିବା ଘଟଣାରେ ଏବେ ଗିରଫ ହୋଇଛନ୍ତି ସ୍ଥାନୀୟ ଲୋକମାନେ, ଯେଉଁମାନେ ଉତ୍ୟକ୍ତ ହୋଇ ବିଧାୟକଙ୍କୁ ମାଡ଼ ମାରିଥିଲେ ।ଭେଟେଶ୍ୱର ଓ ବାଆଁଳୋଇ ଗାଁର ୯ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗତ ୧୨…
Read More...

ଦ୍ୱିତୀୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ ସାୱନ୍ତ

ପ୍ରମୋଦ ସାୱନ୍ତ ଦ୍ୱିତୀୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ନେଇଛନ୍ତି। ଆଜି ପାଣାଜିରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିଥିଲେ ।ନିକଟରେ ଗୋଆରେ…
Read More...

ଭାରତ ବନ୍ଦ ପାଇଁ ଘୁଞ୍ଚିଲା ପିଲାଙ୍କ ପରୀକ୍ଷା

ରାଜ୍ୟରେ ଆଜି ଓ ଆସନ୍ତା କାଲି ଟ୍ରେଡ୍ ୟୁନିଅନ୍ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଯାହାକୁ ନେଇ ପୁରା ଦେଶରେ ବସ୍ ଚଳାଚଳ ସହ ଅନ୍ୟାନ୍ୟ ଗମନାଗମନ ସୁବିଧା ବାଧାପ୍ରାପ୍ତ ହୋଇଛି। ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି ।…
Read More...

ମେକ୍ସିକୋରେ ୧୯ଜଣଙ୍କୁ ଗୁଳି କରି ହତ୍ୟା

ମେକ୍ସିକୋରେ ୧୯ଜଣଙ୍କୁ ହତ୍ୟା। ରବିବାର ଦିନ ସେଣ୍ଟ୍ରାଲ ମେକ୍ସିକୋରେ ୧୯ଜଣଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣା ବିଷୟରେ ଷ୍ଟେଟ ଆଟର୍ଣ୍ଣି ଜେନେରାଲ ଅଫିସ…
Read More...