Odisha ବିଧାନସଭାରେ ଉପସ୍ଥାପନ ହେଲା ୨୦୨୧-୨୨ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ OPA Mar 29, 2022 0 ୨୦୨୧-୨୨ ବର୍ଷ ପାଇଁ ବିଧାନସଭାରେ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ଏହି ବର୍ଷରେ ରାଜ୍ୟରେ ଅଭିବୃଦ୍ଧି ହାର ୧୦.୧ ରହିବା ଆକଳନ କରାଯାଇଛି । ଗତ ବର୍ଷ ଅର୍ଥାତ ୨୦୨୦-୨୧ ବର୍ଷରେ ଆର୍ଥିକ ଅଭିବୃଦ୍ଧି ହାର ୫.୩… Read More...
Odisha ପରିବର୍ତ୍ତନ ହୋଇପାରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାର ସୂଚୀ OPA Mar 29, 2022 0 ପରିବର୍ତ୍ତନ ହୋଇପାରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାର ସୂଚୀ । କେବଳ ଗଣିତ ପରୀକ୍ଷା ପରେ ହେବାକୁ ଥିବା ପରୀକ୍ଷା ପାଇଁ ଏହି ପରିବର୍ତ୍ତନ ହୋଇପାରେ । ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ… Read More...
Odisha ପ୍ରଧାନମନ୍ତ୍ରୀ ନୁହେଁ ଅମିତ ଶାହାଙ୍କ ସହ ମଧ୍ୟ କୌଣସି ବୈଠକ ହେବନି OPA Mar 29, 2022 0 ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏଥର ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କୌଣସି ବୈଠକ ହେବନି । ଏନେଇ ନିଜେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଗଣମାଧ୍ୟମକୁ ନିଜେ ସୂଚନା… Read More...
Odisha ସୂଚନା ଓ ଲୋକସମ୍ପର୍କ ବିଭାଗ ହ୍ୱାଟ୍ସଆପ୍ ଗ୍ରୁପରୁ ବିଦା ହେଲେ ନିରଞ୍ଜନ ସେଠୀ OPA Mar 29, 2022 0 ସୂଚନା ଓ ଲୋକସମ୍ପର୍କ ବିଭାଗ ହ୍ୱାଟ୍ସଆପ୍ ଗ୍ରୁପରୁ ବିଦା ହେଲେ ନିରଞ୍ଜନ ସେଠୀ । ମାନସ ମୃତ୍ୟୁ ମାମଲାରେ ଗିରଫ ହୋଇଛନ୍ତି ପୂର୍ବତନ ଓଆଇଏସ୍ ନିରଞ୍ଜନ ସେଠୀ । ଗିରଫର ଏତେ ଦିନ ପରେ ବି କାହିଁକି ତାଙ୍କୁ ଗ୍ରୁପରେ… Read More...
Odisha ବହୁଚର୍ଚ୍ଚିତ ସୁମିତ-ତପସ୍ୱିନୀ ବିବାଦ; ୩୧ରେ ହେବ ଚୂଡାନ୍ତ ଶୁଣାଣି OPA Mar 29, 2022 0 ବହୁଚର୍ଚ୍ଚିତ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ଓ ପତ୍ନୀ ତପସ୍ୱିନୀ ବିବାଦରେ ଅବସାନ ଘଟିବାକୁ ଯାଉଛି। ନିମ୍ନ ଅଦାଲତଙ୍କ ରାୟଙ୍କୁ ଚ୍ୟାଲେଞ୍ଜ କରି ଡାକ୍ତର ସୁମିତଙ୍କ ପକ୍ଷରୁ ଦାୟର ରିଭ୍ୟୁପିଟିସନର ଚୂଡାନ୍ତ ଶୁଣାଣି… Read More...
Odisha ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ OPA Mar 29, 2022 0 ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି। ଆଜି କିଛି ସମୟର ପ୍ରଶ୍ନ ଉତ୍ତର ପରେ ଆଉ ଚାଲିପାରିଲାନି ବିଧାନସଭା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ଅଧିକାରୀମାନଙ୍କ ଅଭିନନ୍ଦନ ନେଇ ଗୃହ… Read More...
National ଥରିଲା ଲେହ ଅଞ୍ଚଳ OPA Mar 29, 2022 0 ଆଜି ସକାଳୁ ଜମ୍ମୁ କଶ୍ମୀର ଓ ଲଦ୍ଦାଖର ଲେହ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ଝଟକାର ତୀବ୍ରତା ୪.୩ ରହିଥିବା ବେଳେ ସକାଳ ପାଖାପାଖି ୭.୩୦ରେ ଏହା ଦେଖିବାକୁ ମିଳିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ… Read More...
National ପ୍ରତି ପରିବାରକୁ ବାର୍ଷିକ ମାଗଣାରେ ମିଳିବ ୩ଟି ଏଲପିଜି ସିଲିଣ୍ଡର OPA Mar 29, 2022 0 ରାଜ୍ୟରେ ବଡ଼ ଘୋଷଣା କରିଛନ୍ତି ଗୋଆ ସରକାର । ନୂଆ କ୍ୟାବିନେଟର ପ୍ରଥମ ବୈଠକରେ ଗୋଆ ସରକାର ବଡ଼ ନିଷ୍ପତ୍ତି ନେଇ କହିଛନ୍ତି ଯେ, ରାଜ୍ୟର ପ୍ରତି ପରିବାରକୁ ୩ଟି ଏଲପିଜି ସିଲିଣ୍ଡର ମାଗଣାରେ ଦିଆଯିବ, ଯେପରିକି ଭାରତୀୟ ଜନତା… Read More...
Odisha ଦୁବାଇ ଆନ୍ତର୍ଜାତିକ କନ୍ଫରେନ୍ସରେ ସୋଆ ସମ୍ମାନିତ OPA Mar 28, 2022 0 ସଂଯୁକ୍ତ ଆରବ ଅମିରାତର ଇଂଟରକଂଟିନେଂଟାଲ୍ ଦୁବାଇ ଫେଷ୍ଟିଭାଲ୍ ସିଟିରେ ମାର୍ଚ୍ଚ ୨୩ ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ଆନ୍ତର୍ଜାତିକ ଏଡୁକେଶନ୍ ୨.୦ କନ୍ଫରେନ୍ସରେ ଶିକ୍ଷା ଓ ଅନୁସନ୍ଧାନକୁ 'ପୂର୍ବ ଭାରତର ଶ୍ରେଷ୍ଠ… Read More...
National ପାକିସ୍ତାନ ସଂସଦରେ ଆଗତ ହେଲା ଇମ୍ରାନ ଖାନ୍ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ OPA Mar 28, 2022 0 ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ସରକାର ପ୍ରତି ବିପଦ ମାଡ଼ି ଆସୁଛି । ଦେଶର ଅସ୍ପଷ୍ଟ ରାଜନୈତିକ ପରିସ୍ଥିତି ମଧ୍ୟରେ ଆଜି ବିରୋଧୀଦଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ… Read More...