National ରୁଷଠାରୁ କୋଇଲା ଆମଦାନୀ କରିବ ଭାରତ OPA Mar 28, 2022 0 ରୁଷ ୟୁକ୍ରେନ୍ ମଧ୍ୟରେ ଲାଗି ରହିଛି ଯୁଦ୍ଧ । ଆଉ ଯୁଦ୍ଧକୁ ନେଇ ରୁଷ ଉପରେ ଆମେରିକା ସହ ପଶ୍ଚାତ୍ୟ ଦେଶଗୁଡ଼ିକ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି । ହେଲେ ଏହାକୁ ନେଇ ଭାରତ ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି । ରୁଷ ସହିତ… Read More...
Odisha ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା; ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ OPA Mar 28, 2022 0 ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ । ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ଶର୍ମିଷ୍ଠାଙ୍କୁ ଗିରଫ କରାଯାଇଛି । ଭଦ୍ରକର ନାଳଙ୍ଗ… Read More...
Odisha ରାଜଧାନୀ ଭୁବନେଶ୍ୱରରେ ପୌର ହିଂସା OPA Mar 27, 2022 0 ରାଜଧାନୀ ଭୁବନେଶ୍ୱରରେ ଘଟି ଯାଇଛି ହିଂସାକାଣ୍ଡ । ଗତକାଲି ପୌର ନିର୍ବାଚନୀ ଫଳାଫଳ ପ୍ରକାଶ ପାଇଥିବା ବେଳେ ଆଜି ଘଟିଯାଇଛି ହିଂସାକାଣ୍ଡ । ରାଜଧାନୀ ଉପକଣ୍ଠରେ ରହିଥିବା ଜିଜିପି କଲୋନୀରେ ଏଭଳି ଏକ ଅପ୍ରୀତିକର ପରସ୍ଥିତିର… Read More...
National ସୁରକ୍ଷାରେ ତ୍ରୁଟି; ପୁଷ୍ପାଞ୍ଜଳି ଅର୍ପଣ ବେଳେ ନୀତିଶ କୁମାରଙ୍କୁ ଚାପୁଡ଼ା ମାରିଲେ ଯୁବକ OPA Mar 27, 2022 0 ରାଜଧାନୀରେ ମୁଖ୍ୟମନ୍ତ୍ରୀ ସୁରକ୍ଷାରେ ତ୍ରୁଟି । ପୁଷ୍ପାଞ୍ଜଳି ଅର୍ପଣ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିଲେ ଯୁବକ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପାଟଣାରେ ଆକ୍ରମଣ । ପାଟଣାରେ ନୀତିଶ ଏକ… Read More...
National ଜୁନ ୩୦ରୁ ଅମରନାଥ ଯାତ୍ରା ଆରମ୍ଭ OPA Mar 27, 2022 0 ୨ ବର୍ଷ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ଅମରନାଥ ଯାତ୍ରା ।ସୂଚନା ଅନୁଯାୟୀ, ଜମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନା ଆଜି ଅମରନାଥ ବୋର୍ଡ ସହ ଏକ ବୈଠକରେ ଜୁନ ୩୦ ରୁ ଯାତ୍ରା ଆରମ୍ଭ ହେବ ବୋଲି ରାଜ୍ୟପାଳଙ୍କ… Read More...
National ଏପ୍ରିଲ ୨୬ରୁ ଆରମ୍ଭ ହେବ ଦଶମ ଶ୍ରେଣୀର ଟର୍ମ-୨ ପରୀକ୍ଷା OPA Mar 27, 2022 0 ସିବିଏସ୍ଇ ପକ୍ଷରୁ ଘୋଷଣା ହୋଇଛି ପରୀକ୍ଷା ତାରିଖ । ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଟର୍ମ-୨ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଦଶମ ଶ୍ରେଣୀର ଟର୍ମ-୨ ପରୀକ୍ଷା ଏପ୍ରିଲ ୨୬ରୁ ଆରମ୍ଭ ହେବ । ସକାଳ… Read More...
Odisha ପିଲାଙ୍କୁ ଫୁଲ୍ ମାର୍କ ଦେଲା ସିବିଏସଇ OPA Mar 27, 2022 0 ଦଶମ ଟର୍ମ-୧ ଓଡ଼ିଆ ପ୍ରଶ୍ନପତ୍ରରେ ତ୍ରୁଟିଯୁକ୍ତ ପ୍ରଶ୍ନ ପ୍ରସଙ୍ଗରେ ଆସିଛି ବଡ଼ ଅପଡେଟ । ଉତ୍ତର ଦେବାକୁ ଚେଷ୍ଟା କରିଥିବା ପିଲାଙ୍କୁ ମିଳିଲା ଫୁଲ୍ ମାର୍କ । ଭୁଲ୍ ପ୍ରଶ୍ନ ସତ୍ୱେ ଯିଏ ଉତ୍ତର ଦେବାକୁ ଚେଷ୍ଟା କରିଥିଲେ,… Read More...
Odisha ମାନସ ସ୍ବାଇଁ ହତ୍ୟା ଘଟଣା; ଦୟାଲ ଆଶ୍ରମକୁ ସିଲ କଲା କ୍ରାଇମବ୍ରାଞ୍ଚ OPA Mar 27, 2022 0 ବହୁ ଚର୍ଚ୍ଚିତ ମାନସ ସ୍ବାଇଁ ହତ୍ୟା ଘଟଣାରେ ରବିବାର ଦୟାଲ ଆଶ୍ରମକୁ କ୍ରାଇମବ୍ରାଞ୍ଚ ଟିମ୍ ସିଲ କରିଛି। ଏଥିସହିତ ଆଶ୍ରମ ଘର ଭିତରୁ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର କ୍ରାଇମବ୍ରାଞ୍ଚ ସିଲ କରିଥିବା ଜଣାପଡିଛି।… Read More...
Politics ପୁତୁରା ଆକାଶ ଆନନ୍ଦଙ୍କୁ ରାଷ୍ଟ୍ରୀୟ ସଂଯୋଜକ ଭାବେ ନିଯୁକ୍ତ କଲେ ମାୟାବତୀ OPA Mar 27, 2022 0 ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଲଜ୍ଜାଜନକ ପ୍ରଦର୍ଶନ ପରେ ସମୀକ୍ଷା ବୈଠକ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜବାଦୀ ପାର୍ଟି ପ୍ରମୁଖ ମାୟାବତୀ । ନିର୍ବାଚନରେ ଅମାନତ ହରାଇଥିବା ବିଏସ୍ପି ସମୀକ୍ଷା… Read More...
Odisha ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ OPA Mar 27, 2022 0 ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ରିପୁନାଥ ସେଠଙ୍କ ପରଲୋକ ହୋଇଯାଇଛି। ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ଆଜି ସକାଳେ ରିପୁନାଥ ଛାତିରେ ଯନ୍ତ୍ରଣା… Read More...