ମଣିଷ ଖିଆକୁ ଧରିବାକୁ ଯାଇ ମଣିଷ ମାରିଲା ଯଶୋଦା

ଅନୁଗୋଳ : ଅପରେସନ ସୁନ୍ଦରୀ ପାଇଁ ସାତକୋଶିଆ ଯାଇଥିବା ଯଶୋଦା ହାତୀର ଉନ୍ମତ୍ତ କାଣ୍ଡ । ଅନୁଗୋଳ ପୁରୁଣାକୋଟ ରେଞ୍ଜରେ ଜଣଙ୍କୁ ଦଳି ମାରିଦେଲା ଯଶୋଦା  ।  ମୃତକ ସୁଦୂର ପଧାନ  ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର  …
Read More...

“ସୁନ୍ଦରୀ”କୁ ନନ୍ଦନକାନନ ମନା, ଚିଠିଲେଖି ବାରଣ କଲା ସେଣ୍ଟ୍ରାଲ୍ ଜୁ ଅଥରିଟି

ଭୁବନନେଶ୍ୱର ; ସୁନ୍ଦରୀକୁ ନନ୍ଦନକାନନ ମନା । ସେଣ୍ଟ୍ରାଲ୍ ଜୁ ଅଥରିଟି ବାଘୁଣୀ ସୁନ୍ଦରୀକୁ ନନ୍ଦନକାନନରେ ରଖାଯିବାକୁ ନେଇ ବାରଣ କରିବା ପରେ ବଢିଛି ଜଙ୍ଗଲ ବିଭାଗର ଅଡୁଆ । ଟ୍ରାଙ୍କୁଲାଇଜ୍ ପରେ ସୁନ୍ଦରୀକୁ ସ୍ଥାୟୀ ଭାବେ…
Read More...

ମହିଳା ମାନଙ୍କୁ ଅନ୍ତବସ୍ତ୍ରରେ ଚାମଚ ରଖିବାକୁ ପରାମର୍ଶ୍ୟ ଦିଅନ୍ତି ସରକାର,ଜାଣନ୍ତୁ କେଉଁଠି ଓ କାହିଁକି ?

ନୂଆଦିଲ୍ଲୀ : ମହିଳାମାନଙ୍କ ପ୍ରତି ଦିନକୁ ଦିନ ଅସଦାଚରଣ ବଡି ବଢି ଚାଲିଛି । ଅନେକ ସମୟରେ ସେମାନଙ୍କ ଇଛା ବିରୋଧରେ ସେମାନଙ୍କୁ ଅନ୍ୟ ଦେଶକୁ ପଠା ଯାଉଛି । ଏଭଳି ସମସ୍ୟା କେବଳ ଆମ ଦେଶରେ ନୁହେଁ ଅନେକ ଦେଶରେ ରହିଛି । ହେଲେ…
Read More...

ନଭେମ୍ବର ୧୪ରେ ମୟୁରଭଞ୍ଜରେ କଂଗ୍ରେସର ଜନଜାଗରଣ ଯାତ୍ରା

ଭୁବନେଶ୍ୱର : ବାଲେଶ୍ୱର ପରେ ଏଥର କଂଗ୍ରେସର ଫୋକସରେ ମୟୁରଭଞ୍ଜ । ସଂଗଠନକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟ ନେଇ କଂଗ୍ରେସ ପକ୍ଷରୁ ଆଗାମୀ ନଭେମ୍ବର ୧୪ରେ ଜନଜାଗରଣ ଯାତ୍ରା କରାଯାଉଛି। ମୟୁରଭଞ୍ଜ ଜିଲ୍ଲାରେ ଏହି ଯାତ୍ରା…
Read More...

ସ୍ୱାମୀକୁ ଛାଡି ବାପଘରେ ରହୁଥିଲେ, ପଡୋଶୀ ଯୁବକ ସହ ଶାରୀରିକ ସଂପର୍କ ରଖି ହେଲେ ଗର୍ଭବତୀ, ପିଲା ହେବାପରେ କଣ ହେଲା ?

ପଞ୍ଜାବ  : ବିବାହର କିଛିଦିନ ସବୁ ଠିକ ଠାକ ଥିଲା । ବାସ ତାପରେ ସ୍ୱାମୀ ସ୍ତ୍ରୀ ଭିତରେ ଆରମ୍ଭ ହେଲା ଝଗଡା । ସ୍ୱାମୀକୁ ଛାଡି ବାପ ଘରକୁ ଆସି ରହୁଥିଲେ ଝିଅ । ହେଲେ ନିଜକୁ ସମ୍ବାଳୀ ନପାରି ପଡୋଶୀ ଯୁବକ ସହ ଅନୈତିକ ସଂପର୍କ…
Read More...

ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ : ହାଇ ପ୍ରୋଫାଇଲ୍ ଶିଳ୍ପପତିଙ୍କୁ ସ୍ବାଗତ ଲାଗି ସ୍ୱତନ୍ତ୍ର ପ୍ରସ୍ତୁତି

ଭୁବନେଶ୍ବର : ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦ୍ବିତୀୟ ସଂସ୍କରଣ ପାଇଁ ଚାଲିଛି ଜୋରଦାର୍ ପ୍ରସ୍ତୁତି । ଦେଶ ବିଦେଶର ଶିଳ୍ପପତିଙ୍କୁ ସ୍ବାଗତ ଲାଗି ଜନତା ମଇଦାନ ଭେନ୍ୟୁରେ ହେଉଛି ସ୍ବତନ୍ତ୍ର ବ୍ୟବସ୍ଥା । କନକ୍ଲେଭରେ ଶିଳ୍ପ…
Read More...

କେମିତି ଅଛି ସାତ କୋଶିଆର ସୁନ୍ଦରୀ ? ଜାଣନ୍ତୁ ପୁରା ଖବର

ଅନୁଗୁଳୁ : ରାଇଗୁଡ଼ା ଏନକ୍ଳୋଜରରେ ଏବେ ବାଘୁଣୀ ସୁନ୍ଦରୀ । ଭିତରକୁ ଯିବା ପରେ ସତେ ଯେମିତି ତାର ଆଉ ଚିନ୍ତା ନାହିଁ । ପୂରା ଆରାମ କରୁଛି । ନା ତାକୁ ଅନ୍ୟ ବାଘ ବାଘୁଣୀର ଭୟ ଅଛି ନା ଯଶେ।ଦା ହାତୀ କିମ୍ବା ତାଉପରେ ବସି…
Read More...

ଦୀପାବଳୀରେ ଦାମଙ୍କ ଫୋଟକା, ଖୁବ ଶିଘ୍ର ଗଢିବେ ନୂଆ ଦଳ, ନିଶାନାରେ ବିଜେଡି ଓ ନବୀନ

ଭୁବନେଶ୍ବର  :  ଦୀପାବଳିରେ ଦାମ ଫୁଟାଇଲେ ବାଣ । ନୂଆ ଦଳ ଗଢ଼ିବେ ବୋଲି କହିଲେ । ଆଗରୁ କହିଥିଲେ, ଅକ୍ଟୋବର ସୁଦ୍ଧା ନୂଆ ଦଳ ଗଢ଼ିବେ ବୋଲି । କିନ୍ତୁ ତାର ରୂପରେଖ ସାମ୍ନାକୁ ଆସି ନଥିବା ବେଳେ ଏବେ କହିଲେଣି ଖୁବ୍ ଶୀଘ୍ର…
Read More...

ଯବାନଙ୍କ ସହ ଦିୱାଲୀ ମନାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ  : ଆଲୋକର ପର୍ବ ଦୀପାବଳି ପାଇଁ ସାରା ଦେଶ ଉତ୍ସବ ମୁଖର । ସମସ୍ତେ ଉତ୍ସବର ମାହୋଲରେ ମସଗୁଲ୍ । ଉତ୍ତରାଖଣ୍ଡ ହର୍ସିଲ୍ ଯାଇ ସେନା ଓ ଆଇଟିବିପି ଯବାନଙ୍କ ସହ ଦିୱାଲୀ ମନାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
Read More...

ଦୀପାବଳୀରେ ଯୋଗୀଙ୍କ ଘୋଷଣା,ଅଯୋଧ୍ୟାରେ ହେବ ଭଗବାନ ଶ୍ରୀରାମଙ୍କ ମୂର୍ତ୍ତି

ୟୁପି  :  ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦୀପାବଳିରେ କରିଛନ୍ତି ସେହି ବହୁ ପ୍ରତୀକ୍ଷିତ ଘୋଷଣା । ଗତକାଲି ଫୈଜାବାଦ ଜିଲ୍ଲାର ନାଁ ବଦଳାଇ ଅଯୋଧ୍ୟା କରିଥିବା ଯୋଗୀ ଆଦିତ୍ୟନାଥ, ଦୀପାବଳିରେ ଭଗବାନ…
Read More...