Odisha ଅଦଭୂତ ରେ।ଗ : ୧୨ ବର୍ଷର ବାଳକ ଦେହରୁ ଝରୁଛି ଖାଦ୍ୟ ! OPA Nov 7, 2018 0 ପଟ୍ଟାମୁଣ୍ଡାଇ : ଅଦଭୂତ ରେ।ଗ । ୧୨ ବର୍ଷର ବାଳକ ଦେହରୁ ଝରୁଛି ଖାଦ୍ୟ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ବ୍ଳକ ତରିପାଟଣା ଗାଁରେ । ଗତ ୨ବର୍ଷ ହେଲା ପୁଅ ଶରୀରରେ ଏଭଳି ହେଉଥିବା ଅଭିଯେ।ଗ କରିଛନ୍ତି… Read More...
Entertainment ଅନ୍ତବସ୍ତ୍ର ପିନ୍ଧି ଦୀପାବଳୀ ଶୁଭେଚ୍ଛା ଦେଇ ଅଡୁଆରେ ଦିଶା OPA Nov 7, 2018 0 ମୁମ୍ବାଇ: ଦୀପାବଳୀରେ ନିଜ ଫ୍ୟାନ ମାନଙ୍କୁ ଶୁଭେଛ୍ଛା ବାର୍ତ୍ତା ଦେବା ଜଣେ ଅଭିନେତ୍ରୀଙ୍କ ପାଇଁ ମହଙ୍ଗା ପଡିଲା । ଅନ୍ତବସ୍ତ୍ର ପିନ୍ଧି ଶୁଭେଚ୍ଛା ଜଣାଇ ଅଡୁଆରେ ପଡିଛନ୍ତି । ଏମିତିକି ତାଙ୍କୁ ସମାଲୋଚିତ ହେବାକୁ ପଡିଛି ।… Read More...
Bignews କୃଷି ଉତ୍ପାଦନ କ୍ଲଷ୍ଟର୍ କରିବେ ରାଜ୍ୟ ସରକାର, ଖର୍ଚ୍ଚ ଅଟକଳ ୪୦୧ କୋଟି OPA Nov 7, 2018 0 ଭୁବନେଶ୍ୱର : ରାଜ୍ୟରେ ଚାଷୀ ଆନ୍ଦୋଳନ ବ୍ୟାପକ ହେଉଥିଲା ବେଳେ ମଙ୍ଗଳବାର ସଚିବାଳୟରେ କୃଷି ଉତ୍ପାଦନ କ୍ଲଷ୍ଟର୍ ପ୍ରତିଷ୍ଠା ପାଇଁ ସରକାର ଘୋଷଣା କରିଛନ୍ତି । ୪୦୧ କୋଟି ଟଙ୍କା ବିନିଯୋଗରେ ଏହି କ୍ଲଷ୍ଟର୍ ପ୍ରତିଷ୍ଠା… Read More...
ବିବିଧ ଗଛରେ ଗଣ୍ଡିରେ ଦର୍ଶନ ଦେଲେ ଶିରିଡି ସାଇବାବା ! ଦେଖନ୍ତୁ ଭିଡିଓ OPA Nov 6, 2018 0 ଅମ୍ବାଲା : ଗଛରେ ସିରିଡି ସାଇବାବାଙ୍କ ସଙ୍କେତ । ଏହାକୁ ନେଇ ଶିରିଡି ସାଇ ବାବାଙ୍କ ଭକ୍ତଙ୍କ ମହଲରେ ଆନନ୍ଦ ଖେଳିଯାଇଛି । ବାବାଙ୍କର ଅଲୌକିକ ଶକ୍ତି ପାଇଁ ସେ ନିଜ ଭକ୍ତଙ୍କ ପାଖରେ ବହୁତ ପ୍ରିୟ । କୁହାଯାଏ ଯେ ବାବାଙ୍କୁ… Read More...
Bignews ଭୁବନେଶ୍ୱରେ ମୋ ବସ ସେବା ଆରମ୍ଭ,ଉଦଘାଟନ କରି ବସରେ ଟିକେଟ କାଟି ସଚିବାଳୟ ଗଲେ ସିଏମ OPA Nov 6, 2018 0 ଭୁବନେଶ୍ୱର: ରାଜଧାନୀରେ ଆରମ୍ଭ ହେଲା ମୋ ବସ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବସ ସେବାର ଶୁଭାରମ୍ଭ କର୍ିବା ସହ ବସ ଯାତ୍ରା କରିଛନ୍ତି । ବସରେ ଟିକେଟ କାଟି ସାଧାରଣ ଯାତ୍ରୀଙ୍କ ସହ ବସରେ ସଚିବାଳୟ ଆସିଥିଲେ… Read More...
Bignews ଶେଷରେ ଧରାହେଲା ସାତକୋଶିଆର ସୁନ୍ଦରୀ,ଟ୍ରାଙ୍କୁଲାଇଜ କଲା ସ୍ୱତନ୍ତ୍ର ଟିମ OPA Nov 6, 2018 0 ଅନୁଗୁଳ: ‘ସୁନ୍ଦରୀ’ ଶେଷରେ ଧରାପଡ଼ିଛି । ସୁନ୍ଦରୀ ବାଘୁଣିକୁ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଛି ବନ ବିଭାଗ । ସାତକୋଶିଆର ମଝିପଡ଼ା ଜଙ୍ଗଲରେ ହାତୀ ପିଠିରୁ ବନବିଭାଗର ନିଶ୍ଚେତକମାନେ ବାଘୁଣୀକୁ କରିବାରେ ସଫଳ ହୋଇଛନ୍ତି।… Read More...
Crime କ୍ଲାସ ରୁମରେ ଆପତ୍ତି ଜନକ ମୁଦ୍ରାରେ ପରସ୍ପରକୁ କିସ୍ କରିବାରେ ମାତିଥିଲେ ସାର ଓ ଦିଦି,ଭିଡିଓ ଭାଇରାଲ OPA Nov 6, 2018 0 ଗୁଜୁରାଟ : ବିଦ୍ୟାଳୟ ଶିକ୍ଷାର ମନ୍ଦିର । ଏଠି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଠା ହୁଏ । ଶିକ୍ଷାର ପୁଜାରି ସାଜ୍ଜି ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀଙ୍କୁ ମାର୍ଗ ଦର୍ଶନ କରନ୍ତି । ଭଲ ଚରିତ୍ର ଗଢିବାର ବାଟ ଦେଖାନ୍ତି ।… Read More...
National ପୋଲିସ ବିଭାଗରେ ବି ମି ଠୁ ଅଭିଯାନ, ଆପିଏସଙ୍କ ବିରୋଧରେ ଅଭିଯୋଗ ଆଣିଲେ ମହିଳା ପୋଲିସ OPA Nov 6, 2018 0 ନୂଆଦିଲ୍ଲୀ : ମି ଠୁ ଅଭିଯାନକୁ ନେଇ ରାଜନିତି ଓ ବଲିଉଡରେ ଝଡ ଦେଖିବାକୁ ମିଳିଥିଲା । ହେଲେ ଏବେ ପୋଲିସ ବିଭାଗରେ ବି ମି ଠୁ ଝଡ ବୋହିବା ଆରମ୍ଭ ହୋଇଛି । ଆଇପିଏସ ଅଫିସରଙ୍କ ବିରୋଧରେ ବି ମି ଠୁ ୍ଅଭିଯୋଗ । ଆଉ କେହି… Read More...
Bignews ରାଜଧାନୀକୁ ଚାରିପଟୁ ଘେରିଲେ ଚାଷୀ, ମନ୍ତ୍ରୀସ୍ତରୀୟ କମିଟି ଗଠନ OPA Nov 6, 2018 0 ଭୁବନେଶ୍ୱର : ରାଜଧାନୀକୁ ଦୁଇପଟରୁ ଘେରିଛନ୍ତି ଚାଷୀ । ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ୧୬-ନଂ ଜାତୀୟ ରାଜପଥର ଭୁବନେଶ୍ୱର ନିକଟସ୍ଥ ହଂସପାଳ ଓ ତମାଣ୍ଡୋ ନିକଟରେ ଶହଶହ ଚାଷୀ ବିଳମ୍ବିତ ରାତି ପର୍ଯ୍ୟନ୍ତ… Read More...
Bignews ପୁଲିସ-ମାଓବାଦୀ ଗୁଳି ବିନିମୟ, ୫ ମାଓବାଦୀ ମୃତ OPA Nov 6, 2018 0 ମାଲକାନଗିରି : ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ପପୁଲୁର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗତକାଲି ରାତିରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୫ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ୨ ଜଣ… Read More...