ଜାନୁଆରୀ ୧୧ରୁ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା, ଏଥର ବି ବଦଳିବେ କଂସ ମହରାଜ

ବରଗଡ : ଜାନୁୟାରୀ ୧୧ରୁ ୨୧ ପର୍ଯ୍ୟନ୍ତ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ହେବ ବୋଲି ସୋମବାର ଧନୁଯାତ୍ରା ମହୋତ୍ସବ ସମିତିର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା…
Read More...

ଭୁବନେଶ୍ୱର ହେଲା ୱାଇ-ଫାଇ ସହର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରକୁ ସମ୍ପୂର୍ଣ୍ଣ ୱାଇ-ଫାଇ ସହର କରାଯାଇଛି । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସହରରେ ୱାଇ-ଫାଇ ପ୍ରକଳ୍ପ ‘ଭୁବନେଶ୍ୱର-ମି’କୁ ଉଦ୍ଘାଟନ କରିଛନ୍ତି । ଏହାଦ୍ୱାରା…
Read More...

ପ୍ରେମିକ ସହ ନିଜ ସୁନ୍ଦରୀ ସ୍ତ୍ରୀକୁ ବାହା କରାଇଲେ ସ୍ୱାମୀ,ନିଜ ଖୁସି ଭୁଲି ପତ୍ନୀ ଖୁସିପାଇଁ

କେନ୍ଦ୍ରାପଡା : ନିଜ ଖୁସି ପାଇଁ ନୁହେଁ ନିଜ ପତ୍ନ୍ୀର ଖୁସି ପାଇଁ ଜଣେ ସ୍ୱାମୀ ଯେ ସ୍ତ୍ରୀକୁ ତାର ପ୍ରେମିକକୁ ବାହାଦେଇ ପାରେ ଏକଥା ଅବିଶ୍ୱାସ ଲାଗିଲେ ବି ସତ । ଘଟଣା କେିଁ ବାହାର ରାଜ୍ୟର ନୁହେଁ ଆମ କେନ୍ଦ୍ରାପଡାରେ…
Read More...

ରଣବୀରଙ୍କୁ ବାହା ହେବେ ହେଲେ ଶାଶୁଘର ଯିବେନି ଦୀପିକା, ନିଜ ପୁରୁଣା ଘରେ ରହିବେ, ଜାଣନ୍ତୁ କାହିଁକି ?

ମୁମ୍ବାଇ : ବଲିଉଡ ଗର୍ଲ ଦୀପିକା ପାଦୁକୋନ ଓ ରଣବୀର ସିଂହଙ୍କ ବାହାଘର ନଭେମ୍ବର ୧୪-୧୫ରେ ହେବ । ବାହାଘର ପାଇଁ ଦୀପିକା ୨୦ ଲକ୍ଷ ଟଙ୍କାର ମଙ୍ଗଳ ସୁତ୍ର ବି କିଣି ସାରିଲେଣି । ହେଲେ ବାହାଘର ପରେ ଦୀପିକା ନିଜ ଶାଶୁଘର କି…
Read More...

 ପ୍ରେମିକାକୁ ପ୍ରେମିକର ପ୍ରଶ୍ନ ତିନି ମାସର ସଂପର୍କରେ ୭ ମାସର ଗର୍ଭବତୀ କେମିତି ହେଲ ?

ନୋଏଡା : ବିବାହର ପ୍ରଲୋଭନ ଦେଖାଇ ପ୍ରେମିକଙ୍କ ସହ ଶାରୀରିକ ସଂପର୍କ ରଖିଲେ । ଆଉ ଏବେ ଯୁବତୀ ଜଣଙ୍କ ୭ ମାସର ଗର୍ଭବତୀ । ହେଲେ ପ୍ରେମିକାଙ୍କ ବାହା ହେବାକୁ ରାଜି ହେଉନି ଯୁବକ । ମାମଲା ଥାନାରେ ପହଁଚିବା ପରେ ଯୁବକ ଜଣଙ୍କ…
Read More...

ଧନତେରାସରେ କରନ୍ତୁ ସହଜ ପୂଜା ବିଧି ମିଳିବ ମହାଲକ୍ଷ୍ମୀଙ୍କ କୃପା, ବର୍ଷକ ଭିତରେ ହୋଇଯିବେ ଧନବାନ..

ଭୁବନେଶ୍ୱର : ଦୀପାବଳି ଅମାବାସ୍ୟା ପୂର୍ବରୁ ପଡୁଥିବା ଧନ ତେରାସ୍‌ରେ ମହାଲକ୍ଷ୍ମୀଙ୍କ କୃପା ଲାଭ ପାଇଁ ଶାସ୍ତ୍ରରେ କେତେକ ସହଜ ଉପାୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏହି ଦିନ ସକାଳେ ସ୍ନାନ ପରେ ତିନିଟି ଗୁଆ ମାତା…
Read More...

ଖୋର୍ଦ୍ଧା ଜଙ୍କିଆ ଅଞ୍ଚଳରେରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ

ଖୋର୍ଦ୍ଧା   : ଖୋର୍ଦ୍ଧା ଜଙ୍କିଆ ଥାନା ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଛି । ଗତକାଲି ଅପରାହ୍ନରେ ଯୁବତୀ ଜଣଙ୍କ ଶୌଚ ହେବାକୁ ଘର ପାଖ ପଡିଆକୁ ଯାଇଥିଲେ । ତାଙ୍କ ସହ ଅନ୍ୟ ଜଣେ ଯୁବତୀ ବି ଥିଲେ। ତେବେ…
Read More...

ମାନିଲା ଜଙ୍ଗଲ ବିଭାଗ : ଦେବ୍ରିଗଡ଼ରେ ମହାବଳ ବାଘକୁ ହିଁ ହତ୍ୟା କରାଯାଇଛି

ବରଗଡ  :  ବରଗଡ଼ ଦେବ୍ରୀଗଡ଼ ଜଙ୍ଗଲରେ ମୃତ ବାଘ ଏକ ମହାବଳ ବାଘ ବୋଲି ସ୍ପଷ୍ଟ ହୋଇଛି  । ଜଙ୍ଗଲ ଓ ପରିବେଶ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । କଥା ହେଉଛି ଦେବ୍ରୀଗଡ଼ ଜଙ୍ଗଲରେ ମହାବଳ ବାଘକୁ ହତ୍ୟା କରାଯାଇଥିବା…
Read More...

ତନ୍ତ୍ର ସାଧନା ପାଇଁ ସ୍ତ୍ରୀକୁ ବଳି

ନାକଟିଦେଉଳ :ତନ୍ତ୍ର ସାଧାନା ପାଇଁ ନିଜ ସ୍ତ୍ରୀକୁ ବଳି ଦେବା ଘଟଣା ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ହିତସରା ଗ୍ରାମର ଦାଶରଥିମୁଣ୍ଡା ସାହିରେ । ଚଗଲା…
Read More...

୧୫ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ହେବ ପୂର୍ବ ଭାରତର ଶିଳ୍ପ ହବ୍ । ୨୦୨୫ ସୁଦ୍ଧା ରାଜ୍ୟରେ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ସହିତ ୩୦ ଲକ୍ଷ ନିଯୁକ୍ତି ସୃଷ୍ଟିର ଲକ୍ଷ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
Read More...