ବଜାରକୁ ଆସିଲା ଅନର ୭ଏସ୍

ଭୁବନେଶ୍ୱର : ହୁୱାଇ ଇଣ୍ଡିଆ କଞ୍ଜ୍ୟୁମର ବିଜ୍ନେସ୍ ଗ୍ରୁପ୍ର ଉପସଭାପତି (ସେଲ୍ସ) ପି ସଞ୍ଜୀବ୍ ଏବଂ ଫ୍ଲିପ୍କାର୍ଟର ମୋବାଇଲ୍ସ ଏବଂ ଲାର୍ଜ ଆପେଲାନ୍ସର ଉପସଭାପତି ଅଜୟ ଭିର୍ ଯାଦବଙ୍କ ଦ୍ୱାରା ଅନର ୭ ଏସ୍ର ଶୁଭାରମ୍ଭ…
Read More...

ଟେକ୍ନୋଲୋଜିର ସହାୟତା ନେଇ ଏବେଠାରୁ ଅଲିମ୍ପିକ୍ସରେ ପଦକ ଜିତିବାକୁ ପ୍ରସ୍ତୁତ ହୁଅ-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଏବେଠାରୁ ଅଲିମ୍ପିକ୍ସରେ ପଦକ ଜିତିବାକୁ ପରିଶ୍ରମ କର । ଏସିଆନ ଗେମ୍ସରୁ ଯେଉଁ ସମ୍ମାନ ଏବଂ ଗୌରବ ମିଳିଛି ତାହାକୁ ହାତଛଡ଼ା କରିବାକୁ ଦିଅନାହିଁ । ନିଜର ପ୍ରଦର୍ଶନ ଏବଂ ଦକ୍ଷତା ବଳରେ ଅଲିମ୍ପିକ୍ସରେ ପଦକ ଜିତି…
Read More...

ଆହୁରି ୨ ଦିନ ବର୍ଷିବ! ୧୮ ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କତା

ଭୁବନେଶ୍ୱର : ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ଆଜି ଠାରୁ ୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ…
Read More...

କ୍ୟାଟ୍ରିନାଙ୍କ ପାଇଁ ମୁଁ ଖୁସି,ଜାଣନ୍ତୁ କାହିଁକି ଏମିତି କହିଲେ ବଲିଉଡର ଭାଇଜାନ ସଲମାନ

ମୁମ୍ବାଇ : କ୍ୟାଟ୍ରିନାଙ୍କୁ ପାଇ ମୁଁ ଖୁସି । କ୍ୟାଟ୍ରିନା ଭାରତ ସିନେମାକୁ ଫେରିଛନ୍ତି । ତାଙ୍କ ସହ କାମ କରି ମୁଁ ବହୁତ ଖୁସି ବୋଲି କହିଛନ୍ତି ବଲିଉଡର ଭାଇଜାନ ମୋଷ୍ଟ ଇଲିଜିବୋଲ ବ୍ୟାଚେଲର ସଲମାନ ଖାନ ।…
Read More...

ଜାପାନରେ ଜେବି ଟାଇଫୁନର ତାଣ୍ଡବ : ୧୦ ମୃତ୍ୟୁ

ଜାପାନରେ  : ଜାପାରନରେ ଜେବି ଟାଇଫୁନରେ ତାଣ୍ଡବ। ମଙ୍ଗଳବାର ଲାଣ୍ଡଫଲ ପରେ ରଚିଥିଲା ଧ୍ବଂସଲୀଳା। ଜେବି ଝଡତୋଫାନରେ ଏଯାଏ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି।ଜାପାନରେ ଜେବି ଟାଇଫୁନର…
Read More...

ସମଲିଙ୍ଗୀ ସଂପର୍କ ପ୍ରସଙ୍ଗ : ଧାରା ୩୭୭ ଉପରେ ଗୁରୁବାର ପ୍ରକାଶ ପାଇବ ସୁପ୍ରିମକୋର୍ଟଙ୍କ ଚୁଡାନ୍ତ ରାୟ

ନୂଆଦିଲ୍ଲୀ : ସମଲିଙ୍ଗୀ ସଂପର୍କକୁ ନେଇ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୩୭୭ ସମ୍ବଦ୍ଧୀୟ ମାମଲାର ଶୁଣାଣି ଉପରେ ଗୁରୁବାର ପ୍ରକାଶ ପାଇବ ସର୍ବୋଚ୍ଚ ଅଦାଲତଙ୍କ ରାୟ ।  ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ…
Read More...

ରସିକିଆ ଜେଲର ବଦଳିଲେ,ଫେସ ବୁକ ଓ ମିସିଡ୍‍ କଲରୁ ପ୍ରେମ କରି ଦୁଇ ମହିଳାଙ୍କୁ ପ୍ରତାରଣା କରିବା ହୋଇଥିଲା ଅଭିଯୋଗ

ଭୁବନେଶ୍ୱର : ଭଦ୍ରକ ଜେଲର ରସିକିଆ ଜେଲରଙ୍କ ବଦଳି ହୋଇଛି । ଦୁଇ ଜଣ ଯୁବତୀଙ୍କୁ ନିର୍ଯ୍ୟାତନା ଦେବା ଆରୋପରେ ବଦଳିଛନ୍ତି ରସିକିଆ ଜେଲର । ଡିଆଇଜି ପ୍ରିଜିନ୍ସ ଓ ଏସଏସସିଙ୍କ ମିଳିତ ତଦନ୍ତ ପରେ ତାଙ୍କୁ ମଦନପୁର ରାମପୁର ସବ…
Read More...

ଡକ୍ତର ସୁନ୍ଦରୀ ରୋଗୀଙ୍କୁ ଇଂଜେକ୍ସନ ଦେବା ବେଳେ ଅଶ୍ଳୀଳ ଭିଡିଓ କରୁଥିଲେ ତିଆରି, ଭାଇରାଲ ଭୟ ଦେଖାଇ ଦେହ ବ୍ୟବସାୟରେ…

ନୋଏଡା : ଡାକ୍ତରଙ୍କୁ ଭଗବାନ ଭାବି ଚିକିତ୍ସା ଲାଗି ଆସୁଥିଲେ ରୋଗୀ । ହେଲେ ଚାକ୍ତରଙ୍କ ଭିତରେ ଭରି ରହିଥିଲା ସଇତାନି । ସୁନ୍ଦରୀ ମହିଳଆ ଓ ଯୁବତୀ ରୋଗୀଙ୍କୁ ଭଲ କରିବା ବାହାନାରେ ତାଙ୍କ ଜୀବନକୁ ନର୍କରେ ପରିଣତ କରୁଥିଲେ…
Read More...

ଆଗୁଆ ନିର୍ବାଚନ ସପକ୍ଷରେ ନିର୍ବାଚନ କମିସନଙ୍କୁ ଭେଟିଲା ବିଜେଡି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଯଦି ଆଗୁଆ ଲୋକସଭା ନିର୍ବାଚନ କରିବାକୁ ଚାହୁଥାଆନ୍ତି ଏବଂ ଏ ନେଇ କୌଣସି ନିଷ୍ପତ୍ତି ନିର୍ବାଚନ କମିସନ ନେଉ ଥାଆନ୍ତି ତେବେ ସେହି ସମୟରେ ଓଡ଼ିଆ ବିଧାନସଭା ନିର୍ବାଚନ କରାଯାଉ ବୋଲି ବିଜୁ ଜନତା…
Read More...

ରାଜ୍ୟ ସରକାରଙ୍କ ନିଜସ୍ବ ପାଣ୍ଠିରୁ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ – ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର : 'ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା' ଓଡିଶା ସରକାରଙ୍କ ନିଜସ୍ବ ସମ୍ବଳରେ ଏକ ପ୍ରାୟୋଜିତ କାର୍ଯୟକ୍ରମ । ଏହି ଯୋଜନା ପାଇଁ କୌଣସି କେନ୍ଦ୍ରୀୟ ସହାୟତା ନାହିଁ । କତେକ ଗଣମାଧ୍ୟମରେ ଧାରଣା ସୃଷ୍ଟି ହୋଇଛି ଯେ…
Read More...