Politics ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଅନୁଦାନକୁ ନେଇ ଅଡୁଆ OPA Sep 5, 2018 0 ଭୁବନେଶ୍ୱର :କେନ୍ଦ୍ରର ଆୟୂଷ୍ମାନ ଯୋଜନାରୁ ବାହାରି ଯାଇ ନିଜସ୍ବ ଅର୍ଥରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଘୋଷଣା କରିଥିଲେ ରାଜ୍ୟ ସରକାର । ହେଲେ ୨୦୭୫ କୋଟି ଟଙ୍କାର ଏହି ଯୋଜନାରେ କେନ୍ଦ୍ରର ୭୦୦ କୋଟି ଥିବା ଜଣାପଡ଼ିଛି… Read More...
Odisha ଗୁରୁଦିବସକୁ କଳା ଦିବସ ପାଳିଳେ ଶିକ୍ଷକ,ରାସ୍ତାରେ ଶୁଭିଲା ଗୁରୁବନ୍ଦନା OPA Sep 5, 2018 0 ଭୁବନେଶ୍ବର : ଆଜି ଗୁରୁ ଦିବସ, ହେଲେ ସ୍କୁଲରେ ତାଲା ପକାଇ ଶିକ୍ଷକ ପାଳିଲେ କଳା ଦିବସ । ପୂର୍ଣ୍ଣ ଅନୁଦାନ ଦାବିରେ ରାଜ୍ୟର ହଜାର ହଜାର ଶିକ୍ଷକ ୨୧ ଦିନ ହେଲା ଭୁବନେଶ୍ବରରେ ଆନ୍ଦୋଳନ ଚଳାଇଥିବା ଶିକ୍ଷକମାନେ କଳା ଦିବସ… Read More...
Odisha କୂଅରେ ପଡିଗଲା ନାବାଳକ ସାଙ୍ଗ, ଉଦ୍ଧାର ପାଇଁ ଡେଇଁପଡି ସାଙ୍ଗ ବି ଦେଲା ଜୀବନ OPA Sep 5, 2018 0 ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ବଡ଼କୁମୁଲି ଗାଁ ରେ ଘଟିଛି ଅଘଟଣ । ଗାଁ ର ଦୁଇ ନାବାଳକ କୂଅରେ ପଡି ମୃତ୍ୟୁବରଣ କରିଛନ୍ତି । ଆଜି ଗ୍ରାମର ଚାରି ଜଣ ନାବାଳକ ସ୍କୁଲ ସାରି ଏକ ଚାଷ ଉଦେଶ୍ୟରେ… Read More...
Odisha ସ୍କୁଟିକୁ ଧକ୍କାଦେଲା କାର ବାପ- ପୁଅ ସମେତ ତିନି ମୃତ OPA Sep 5, 2018 0 ଭୁବନେଶ୍ବର : କଟକ – ପାରାଦୀପ ରାସ୍ତାରେ ଏକ ମର୍ମତୁନ୍ତ ସଡକ ଦୁର୍ଘଟଣା ଘଟିଛି । ପଥୁରିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ସ୍କୁଟିକୁ ଧକ୍କା ଦେଇଛି ଏକ କାର । ଏଥିରେ ଘଟଣା ସ୍ଥରେ ତିନିଜଣଙ୍କର ମୃତ୍ୟୁ ହୋଇଛି ।… Read More...
Bignews ବିଧାନସଭାରେ ୧୨ ହଜାର ୭୯୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପିତ OPA Sep 5, 2018 0 ଭୁବନେଶ୍ବର : ପ୍ରବଳ ହୋହଲ୍ଲା ଓ ନାରାବାଜି ଭିତରେ ବିଧାନସଭାରେ ଅତିରିକ୍ତ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା । ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ମୋଟ ୧୨ ହଜାର ୭୯୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।… Read More...
Entertainment ହଲିଉଡ ‘ଟ୍ରିପଲ୍ ଏକ୍ସ ୪’ରେ ଅନ୍ତରଙ୍ଗ ଦୃଶ୍ୟରେ ଦୀପିକା OPA Sep 5, 2018 0 ବଲିଉଡ୍ର ମସ୍ତାନୀ ଦୀପିକା ପାଦ୍ୟୁକୋନ୍ ‘ଟ୍ରିପଲ ଏକ୍ସ’ ଫିଲ୍ମ ମାଧ୍ୟମରେ ହଲିଉଡ୍ରେ ପାଦ ଥାପିଥିଲେ । ଆଉ ଏବେ ହଲିଉଡ୍ରୁ ଖବର ଆସିଛି କି ‘ଟ୍ରିପଲ୍ ଏକ୍ସ ୪’ରେ ମଧ୍ୟ ଦୀପିକା ନଜର ଆସିବେ । ଏସମ୍ବନ୍ଧରେ ଫିଲ୍ମର… Read More...
ବିବିଧ ପର୍ଣ୍ଣଷ୍ଟାରଙ୍କ ସହ ରାତି ବିତାଇବାକୁ ଶ୍ରେଷ୍ଟ କର୍ମଚାରୀଙ୍କୁ କମ୍ପାନୀର ଅଫର OPA Sep 5, 2018 0 କମ୍ପାନୀରେ ଭଳ କାମ କଲେ ବୋନସରେ ଅର୍ଥ,ଗାଡି,ଘର ଓ ଚାକିରୀରେ ପ୍ରମୋସନ ଦେଇଥାଏ କମ୍ପାନୀ । ହେଲେ ପ୍ରମୋସନ ଏସବୁ କିଛି ନଦେଇ କର୍ମଚାରୀଙ୍କୁ କମ୍ପାନୀ ପଣ୍ଣଷ୍ଟାରଙ୍କ ସହ ରାତିକାଟିବାର ବୋନସ ୍ଫର ଦେବା ଘଟଣା ଏବେ… Read More...
Bignews ଆମ ଘରେ ଏଲଇଡି ଯୋଜନାରେ ୪କୋଟି ହିତାଧୀକାରୀଙ୍କୁ ଏଲଇଡି ବଲବ ଦେବେ ରାଜ୍ୟ ସରକାର OPA Sep 5, 2018 0 ଭୁବନେଶ୍ୱର : ମାଗଣଆରେ ଏଲଇଡି ବିଜୁଳି ବଲ ଯୋଗାଇବେ ରାଜ୍ୟ ସରକାର । ରାଜ୍ୟର ୪ କୋଟି ଲୋକଙ୍କୁ ଏହି ବଲ ଯୋଗାଇ ଦିଆଯିବ । ବଲବର ୱାରେଣ୍ଟି ୩ ବର୍ଷ ରହିବ । ବିଜୁଳି ଖର୍ଚ୍ଚ ରୋକିବା ସହ ଶକ୍ତି ସଂଙ୍କଟ ଦୂରକରିବାକୁ ରାଜ୍ୟ… Read More...
Politics ତେଲ ରାଜନୀତି : ତେଲ ଟଙ୍କାରେ ନିର୍ବାଚନ ଲଢ଼ିବ ବିଜେପି- ନିରଞ୍ଜନ OPA Sep 5, 2018 0 ଭୁବନେଶ୍ୱର: ଦେଶରେ ପେଟ୍ରୋଲ, ଡିଜେଲ ଦରରେ ଏବେ ନିଆଁ ଲାଗିଛି ଏବଂ ସେହି ନିଆଁରେ ସାଧାରଣ ଲୋକ ଜଳୁଛନ୍ତି । ଅଥଚ ରୋମ ଶାସକ ନିରୋଙ୍କ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଂଶୀବାଦନ କରୁଛନ୍ତି । ରାଜ୍ୟର ବିଜେଡି ସରକାର… Read More...
Odisha ଆଜିଠୁ 14 ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା OPA Sep 5, 2018 0 ଭୁବନେଶ୍ୱର : ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହେବା ପରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର… Read More...