ଧୁକୁରୁ ଧୁକୁରୁ ଗୀତରେ ରଶ୍ମୀ ଦେଶାଇଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ୨୪ ଘଣ୍ଟାରେ ୪ ଲକ୍ଷ ଭିୟୁ

ମୁମ୍ବାଇ : କଳା ପ୍ୟାଣ୍ଟକୁ ଧଳାରଙ୍ଗର ଚିପା ସର୍ଟ କୁର୍ତୀ । ଧୁକୁରୁ ଧୁକୁର ଗୀତର ତାଳେ ତାଳେ ମତୁଆଲା ହୋଇ ନାଚୁଛନ୍ତି ଟେଲି ଅଭିନେତ୍ରୀ ରଶ୍ମୀ ଦେଶାଇ । ଗୀତର ଧୁନ ଯେଯତିକି ଦମଦାର ତା ଠୁ ଅଧିକ ଜବର ଦସ୍ତ ଲୁକରେ ଅଛନ୍ତି…
Read More...

ସ୍ତ୍ରୀ ଗୋରୀ ହୋଇ ନଥିବାରୁ ମନସ୍ତାପରେ ଥାଇ ଶ୍ୟାମଳୀ ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

ରାଜସ୍ଥାନ : ସ୍ତୀର ରଙ୍ଗ ଗୋରା ନଥିଲା, ଥିଲା ଶ୍ୟାମଳ । ଗୋରୀ ସ୍ତ୍ରୀ ନପାଇ ମନେ ମନେ ଅସନ୍ତୋଷରେ ଥିଲା ସ୍ୱାମୀ । ଏମିତିକି ସ୍ୱାମୀ ମନରେ ଥିବା ଚିନ୍ତା ଏତେ ଖରାପ ହୋଇଥିଲା ଯେ ଶେଷରେ ନିଜ ସ୍ତ୍ରୀକୁ ହତ୍ୟା କରିବାକୁ…
Read More...

ତେଲ ରାଜନୀତି : ତୈଳଦର ବୃଦ୍ଧିରେ ବିଜେଡିର ଆନ୍ଦୋଳନ, ଦଳର ବୌଦ୍ଧିକ ଦେବାଳିଆ ହେବାର ପ୍ରମାଣ : ବିଜେପି 

ଭୁବନେଶ୍ୱର : ତୈଳଦର ବୃଦ୍ଧି ମାମଲାରେ ବିଜେଡିର ଆନ୍ଦୋଳନ ଘୋଷଣା ଦଳର ବୌଦ୍ଧିକ ଦେବାଳିଆ ହେବାର ପ୍ରମାଣ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଶ୍ରୀ ମହାପାତ୍ର…
Read More...

ତେଲ ରାଜନୀତି :  ୭ରୁ ବିଜେଡିର ୩ ଦିନିଆ ଆନ୍ଦୋଳନ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ତୈଳ ମନ୍ତ୍ରାଳୟର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିର ଫଳ ଏବେ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡ଼ୁଛି । ଗତ କିଛି ମାସ ହେଲା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହୁ' ହୁ' ହୋଇ ବଢ଼ି ·ଲିଥିବା ବେଳେ ସରକାର…
Read More...

ଭାଉଜ ସହ ଦିଅର ରଖିଥିଲା ଶାରୀରିକ ସଂପର୍କ , ଭାଇର ମୃତ୍ୟୁ ପରେ ବାହାହେବାକୁ କହି ମନ ଭରିବାରୁ ହେଲା ଫେରାର.

ମୁଜାଫରପୁର : ସଂପର୍କ ଦିଅର ଭାଉଜର । କିନ୍ତୁ ଭାଇର ମୃତ୍ୟୁ ପରେ ଦିଅର ଭାଉଜ ଚାଲିଥିଲା ଗୁପ୍ର ପ୍ରଣୟ । ଭାଉଜକୁ ବାହା ହେବାକୁ କହି ଦିଅର, ଭାଉଜ ସହ ଶାରୀରୀକ ସଂପର୍କ ରଖିଲା । ହେଲେ ମନ ଭରିବାରୁ ଦେଲା ଧୋକ୍କା । ଭାଉଜ…
Read More...

୫୦ କୋଟି ଟଙ୍କା ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ ପୂଣ୍ଣ ଚିଠି

ବିଳାସପୁର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ ଦେଇ ୫୦ କୋଟି ଟଙ୍କା ଦାବି କରିଥିବା ବ୍ୟକ୍ତି ଜଣକ ଛତିଶିଗଡ଼ର ବିଳାସପୁର ଜିଲ୍ଲା ଜେଲ୍ର ଜଣେ କଏଦୀ ବୋଲି ଜଣାପଡ଼ିଛି । ପୁଷ୍ପେନ୍ଦ୍ର ନାଥ ଚୌହାନ (୪୦)…
Read More...

ଇଏ କେମିତିକା ଭାଇ,୧୫ ହଜାର ଟଙ୍କାରେ ବିକିଦେଲା ଭଉଣୀକୁ

ଛେଣ୍ଡିପଦ: ସୃଷ୍ଟିର ସବୁଠାରୁ ବଡ଼ ଓ ପବିତ୍ର ସମ୍ପର୍କ ହେଉଛି ଭାଇ-ଭଉଣୀଙ୍କ ସମ୍ପର୍କ । ଭାଇର ଦୀର୍ଘାୟୁ କାମନା କରିବା ସହିତ ତାକୁ (ଭଉଣୀ) ସାରା ଜୀବନ ସୁରକ୍ଷା ଦେବା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଭଉଣୀ । କିନ୍ତୁ…
Read More...

ସାବଧାନ, ଖାଇବା ଲୁଣରେ ପ୍ଲାଷ୍ଟିକ୍!

ନୂଆଦିଲ୍ଲୀ :ଲୁଣ ବିନା ମଣିଷର ନିତି ଦିନିଆ ସୁଆଦିଆ ଖାଦ୍ୟ ତିଆରି ସମ୍ଭବ ନୁହେଁ । ଏମିତିକି ଲୁଣ ଭାତ ହେଉଛି ଗରୀବ ଘରର ଖାଦ୍ୟ । କିଛି ନଥିଲେ ମଣଇଷ ଲୁଣ ଭାତ ବି ଖାଇଥାଏ । ହେଲେ ଆମେ ଖାଉଥିବା ଲୁଣରେ ରହିଛି ପ୍ଲାଷ୍ଟିକ ।…
Read More...

ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ବାଲେଶ୍ୱର: ବାଲେଶ୍ୱରଠାରେ ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲକୁ ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସୁସ୍ଥ…
Read More...

ଆଜିଠୁ ମୌସୁମୀ ଅଧିବେଶନ, ଗୃହରେ ୪ଟି ବିଲ୍ ଆସିବ

ଭୁବନେଶ୍ୱର : ଆଜି ଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଲୋକସଭାର ବାଚସ୍ପତି ସୋମନାଥ ଚାଟାର୍ଜୀ ଓ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.…
Read More...