National କାଲାଇଙ୍ଗର୍ ରୁ କରୁଣା ନିଧି ,କେମିତି ହେଲେ ୫ ଥର ମୁଖ୍ୟମନ୍ତ୍ରୀ OPA Aug 7, 2018 0 ଭୁବନେଶ୍ୱର : ତାମିଲନାଡୁ ନାଗିପଟ୍ଟନମ୍ ଜିଲ୍ଲାର ଥିରୁକୁଭାଲାଇ ଗାଁରେ ୧୯୨୪ରେ ଜନ୍ମଗ୍ରହଣ କରିଥିଲେ ଏମ୍. କରୁଣାନିଧି । ତାଙ୍କ ପିଲାବେଳ ନା ଥିଲା ଦକ୍ଷିଣମୂର୍ତ୍ତି, ଆଉ ଡାକ ନା ଥିଲା କାଲାଇଙ୍ଗର୍ । ପିଲାଟି ବେଳୁ କଳା,… Read More...
Bignews ପର ଲୋକରେ ଡିଏମକେ ମୁଖ୍ୟ ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧି OPA Aug 7, 2018 0 ଚେନ୍ନାଇ: ତାମିଲ୍ ରାଜନୀତିର ପିତାମହ ଭୀଷ୍ମ ଆଉ ନାହାନ୍ତି । ୯୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ବୟସାଧିକ ସ୍ବାସ୍ଥ୍ୟଗତ କାରଣରୁ ଗତ ଜୁଲାଇ ୨୮ ତାରିଖରୁ ଚେନ୍ନାଇର କାବେରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।… Read More...
Odisha ଜୋତା ଭିତରେ ଥିବା ନାଗ ଛୁଆ କାମୁଡି ୭ ବର୍ଷର ବାଳକ ଗୁରୁତର,ସ୍କୁଲ ଯିବାବେଳେ ଜୋତାରେ ଥାଇ କାମୁଡିଲା OPA Aug 7, 2018 0 ଭୁବନେଶ୍ବର : ଆପଣଙ୍କ ପିଲାକୁ ଯୋତା ପିନ୍ଧାଇବାବେଳେ ସାବଧାନ । କାହିଁକି ନା ଜୋତା ଭିତର ନଦେଖି ତାକୁ ଭଲ ଭାବେ ନଝାଡି ଜୋତା ପିନ୍ଧାଇବା ବିପଦ ହୋଇପାରେ । ଏମିତିକି ପିଲାଙ୍କ ଜୀବନ ବି ଯାଇପାରେ । ଯେମିତି ହୋଇଛି… Read More...
Crime ଯୌତୁକ ପାଇଁ ନିଆଁ ଲଗାଇଦେଲେ,ରାସ୍ତାରେ ଦୈଡିଲେ ଜଳନ୍ତା ନବବଧୁ OPA Aug 7, 2018 0 ବାଲେଶ୍ବର : ଯୌତୁକ ପାଇଁ ମଣିଷ କେତେ ନୃସଂସ ହୋଇ ପାରେ ତାର ଆଜି ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ବରର ନିଳଗିରୀ ଅଞ୍ଚଳରେ । ଯୌତୁକ ପାଇଁ ୩ ସାସ ତଳେ ବାହା ହୋଇଥିବା ଜଣେ ନବବଧୁଙ୍କୁ ତାଙ୍କ ଶାଶୁଘର ଲୋକେ… Read More...
Crime ସହି ପାରିଲେନି କମେଣ୍ଟ ଓ ଅଶ୍ଲିଳ ଇଙ୍ଗିତ, ବିଷ ପିଇ ଦେଲେ ଯୁବତୀ OPA Aug 7, 2018 0 ବଲାଙ୍ଗୀର : ଯୁବକଙ୍କ କମେଣ୍ଟ ଓ ଅଶ୍ଲିଳ ଇଙ୍ଗିତ ଅସହ୍ୟ ହେଲା ।ଯୁବକର ଏକ ତରଫା ପ୍ରେମକୁ ନେଇ ବିଭିନ୍ନ କଥା ସହିହେଲାନି । ଶେଷରେ ବିଷ ପିଇ ଜୀବନ ହାରିଲେ ଯୁବତୀ । ଏପରି ସାଂଘାତିକ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା… Read More...
Odisha ଲଗାଣ ବର୍ଷା ଯୋଗୁ କଟକ ଓ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଛୁଟି , ଉତ୍କଳ ବିଶ୍ବବିଦ୍ୟାଳୟର ପରୀକ୍ଷା ବାତିଲ OPA Aug 7, 2018 0 ଭୁବନେଶ୍ବର : ଲଗାଣ ବର୍ଷା ଯୋଗୁ କଟକ ଓ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଆଜି ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ବର୍ଷା ଓ ପରିବହନ ଧର୍ମଘଟ ଯୋଗୁ ଛୁଟି ଘେଷଣା କରାଯାଇଛି । ସେହିପରି ଉତ୍କଳ… Read More...
Odisha ୧୦ ଜିଲ୍ଲାରେ ପ୍ରବଳ ବର୍ଷିବ,ବଢୁଛି ନଦୀ ସ୍ତର OPA Aug 7, 2018 0 ଭୁବନେଶ୍ବର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ଉପକୂଳ ଓଡିଶାରେ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଆହୁରି ୪୮ଘଣ୍ଟା ବର୍ଷିବାର ସମ୍ଭାବନା ରହିଛି । ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା… Read More...
Lifestyle ଶୋଇବା ଶୈଳିରୁ ଜାଣନ୍ତୁ ଗାର୍ଲଫ୍ରେଣ୍ଡର ମନ କଥା, ପରଖନ୍ତୁ ଆପଣଙ୍କ ପ୍ରେମିକା ଆପଣଙ୍କୁ କେତେ ପସନ୍ଦ କରୁଛି OPA Aug 7, 2018 0 କାହାର ପସନ୍ଦ କଣ ତାହା ତାର ସ୍ୱଭବ ଓ ଭଙ୍ଗୀରୁ ଜଣାପଡେ । ଏମିତିକି ଶୋଇବା ଶୈଳୀ ବି ସେମାନଙ୍କର ମନକଥା ଧରାପକାଇ ଦିଏ । ତେବେ ଆପଣ ଯଦି ଆପମଙ୍କ ଗର୍ଲଫ୍ରେଣ୍ଡର ମନ କଥା ଜାଣି ପାରୁ ନାହାନ୍ତି । ସେ ଆପଣଙ୍କୁ ଭଲ ପାଉଛି କି… Read More...
Odisha ୧୬କୁ ଘୁଞ୍ôଚଲା ସିଟି, ବିଇଡି ପ୍ରବେଶିକା ପରୀକ୍ଷା OPA Aug 7, 2018 0 ଭୁବନେଶ୍ୱର : ଆଜି ଅନୁଷ୍ଠିତ ହେବାକୁ ଥିବା ସିଟି/ବିଇଡି ପ୍ରବେଶିକା ପରୀକ୍ଷା ଅଗଷ୍ଟ ୧୬କୁ ଘୁଞ୍ଚାଇ ଦିଆଯାଇଛି । ପ୍ରସ୍ତାବିତ ୨୪ଘଣ୍ଟା ରାଜ୍ୟ ବ୍ୟାପି ପରିବହନ ଧର୍ମଘଟ ପାଇଁ ଏହି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ତେବେ… Read More...
Bignews ଆହୁରୀ ୩୬ ଘଣ୍ଟା ବର୍ଷିବ,୫୦ କିମି ବେଗର ପବନ ବହିବ, ଜିଲ୍ଲାପାଳମାନଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦେଶ OPA Aug 7, 2018 0 ଭୁବନେଶ୍ୱର : ଉତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାର ୧୭ଜିଲ୍ଲାରେ ଆସନ୍ତା ୩୬ ଘଣଅଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ,… Read More...