ଗୋଲଡେନ୍ ବାବା : ୨୦ କିଲୋ ସୁନା ଗହଣା ପିନ୍ଧି ଏସୟୁଭି ଉପରେ ଦେଲେ ଦର୍ଶନ

କନୱାର :  ଗୋଲଡେନ୍ ବାବା ଫେରିଲେ । ଏଥର କନୱାର ଯାତ୍ରାରେ ପୁଣି ଦେଖାଦେଇଥିବା ଏହି ସ୍ୱର୍ଣ୍ମ ବାବା ଏଥର ପିନ୍ଧିଛନ୍ତିଆହୁରି ଅଧିକ ସୁନା ଅଳଙ୍କାର । ଗୋଲଡେନ ବାବା ଓରଫ ସୁଧିର ମକ୍କାର ଏଥର ମେଳାକୁ ୬ କୋଟି ଟଙ୍କାର ସୁନା…
Read More...

୫ ଜଣ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟ୍ୟୁସନ ମାଷ୍ଟର ଗିରଫ

ଦେବଗଡ : ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟ୍ୟୁସନ ମାଷ୍ଟର ଗିରଫ । ଦେବଗଡ ଥାନା କୁଣ୍ଢେଇଗୋଳା ଗାଁରୁ ଆସିଛି ଏମିତି ଅଭିଯୋଗ । ଟ୍ୟୁସନ ଯାଉଥିବା ୫ ଜଣ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଟ୍ୟୁସନ…
Read More...

ବୋରୱେଲ ଭିତରେ ଖସିପଡିଛି ୩ ବର୍ଷର ଶିଶୁ କନ୍ୟା , NDRFର ଅପରେସନ ସନା

ମୁଙ୍ଗେର : ବୋରୱେଲ ଭିତରେ ସନା । ବିହାରର ମୁଙ୍ଗେର ଜିଲ୍ଲାରେ ଏକ ବୋରୱେଲ୍ ଭିତରକୁ ୩ ବର୍ଷର ଶିଶୁ କନ୍ୟା ସନା ଖସି ପଡିଛି । ଗତକାଲି ଅପରାହ୍ନ ୪ଟା ବେଳେ ଖେଳୁଥିବା ବେଳେ ଝିଅଟି ୨୨୫ ଫୁଟ ତଳକୁ ବୋରୱେଲ୍ ଭିତରକୁ…
Read More...

ହଜିଗଲା ମାନବିକତା : ଶବକୁ ମିଳିଲାନି କାନ୍ଧ, ସାଇକେଲରେ ଶବ ଗଲେ ଶ୍ମଶାନ

ବୌଦ୍ଧ : ହଜିଗଲା ମାନବିକତା । ସ୍ମଶାନକୁ ଯିବା ପାଇଁ ଶବକୁ ମିଳିଲାନି କାନ୍ଧ । ଶାଳୀର ଶବକୁ ସାଇକେଲରେ ବୋହି ସ୍ମଶାନକୁ ନେଲେ ଭିଣୋଇ । ମୃତକ ହେଲେ ପାଞ୍ଚ ମହାକୁଡ । ବୌଦ୍ଧ ଜିଲ୍ଲା ବ୍ରହ୍ମଣପାଲି ପଞ୍ଚାୟତ କୃଷ୍ଣପାଲି…
Read More...

ବଢିଲା ରେପୋ ରେଟ୍ : ଗୃହ ଋଣ ଏବଂ ଗାଡ଼ି ଋଣ କିସ୍ତି ମହଙ୍ଗା ହେବ

ନୂଆଦିଲ୍ଲୀ  : ବଢିଲା ରେପୋ ରେଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଘୋଷଣା କରିଥିବା ତ୍ରୟମାସିକ ମୁଦ୍ରାନୀତିରେ ସୁଧହାର ବୃଦ୍ଧି ଘୋଷଣା କରିଛନ୍ତି । ରେପୋ ରେଟ୍ ୨୫ବେସିସ୍ ପଏଣ୍ଟ ବୃଦ୍ଧି ପାଇଛି । ରେପୋ ରେଟ୍ ବୃଦ୍ଧି ପରେ…
Read More...

ଏସିଆନ ଗେମ୍ସ : ସମ୍ଭାବ୍ୟ ହକି ଦଳରେ ୩ ଓଡ଼ିଆ

ବେଙ୍ଗାଲୁରୁ : ଆସନ୍ତା ୧୮ରୁ ଇଣ୍ଡୋନେସିଆରେ ହେବାକୁ ଥିବା ବେଳେ ଏଥିରେ ଭାଗ ନେବା ସକାଶେ ହକି ଇଣ୍ଡିଆ ପକ୍ଷରୁ ଏକ ସମ୍ଭାବ୍ୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ସମୁଦାୟ ୨୫ ଜଣ ଖେଳାଳି ରହିଥିବା ବେଳେ ଆସନ୍ତାକାଲିଠାରୁ…
Read More...

ଆଗୁଆ ହେବନି ୨୦୧୯ ନିର୍ବାଚନ:ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଆଗୁଆ ସାଧାରଣ ନିର୍ବାଚନ ନେଇ ଦୀର୍ଘଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ୨୦୧୮ ନୁହେଁ ୨୦୧୯ରେ ହିଁ ହେବ ସାଧାରଣ ନିର୍ବାଚନ । ଏ ନେଇ ଆଜି ସ୍ପଷ୍ଟ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ…
Read More...

ପୁଅକୁ ପୋଡ଼ିଦେଇ ମା’ର ଆତ୍ମହତ୍ୟା

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ତେଲିବିଲା ଗାଁର ଜଣେ ମହିଳା ଓ ତାଙ୍କର ୯ ମାସର ଶିଶୁ ପୁତ୍ର ସୋମବାର ରାତିରେ ନିଆଁରେ ପୋଡ଼ିହୋଇ ମୃତ୍ୟୁ ବରଣ କରିଛନ୍ତି । ମହିଳା ଜଣକ ହେଉଛନ୍ତି ଏହି ଗାଁର…
Read More...

୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ବାଂଲାଦେଶରେ ସୃଷ୍ଟି ହୋଇଛି ପୁଣି ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି…
Read More...

ସ୍ୱାମୀ ଅନ୍ୟ ଯୁବତୀଙ୍କ ସହ ସହବାସର ଭିଡିଓ ପଠାଇ ପତ୍ନୀଙ୍କୁ ଦେଲେ ପୁରୁଷତ୍ୱର ପ୍ରମାଣ ,ତାପରେ କଣହେଲା ?

ଚେନ୍ନାଇ : ନିଜ ସ୍ୱାମୀଙ୍କୁ ନପୁଂସକ ଭାବିବା ଜଣେ ପତ୍ନୀଙ୍କ ଲାଗି ମହଙ୍ଗା ପଡିଛି । ପତ୍ନୀଙ୍କୁ ନିଜ ପୁରୁଷତ୍ୱରପ୍ରମାଣ ଦେବାକୁ ଅନ୍ୟ ଯୁବତୀଙ୍କ ସହ ସହବାସ କରିବାର ଭିଡିଓ ପଠାଇଛି ସ୍ୱାମୀ । ଏମିତି ଏକ ଘଟଣା ଘଟିଛି…
Read More...